ରାୟଗଡ଼ା: ଘାଟିରେ ଓଲଟିଲା ବସ୍। ଏଥିରେ ୨ ଜଣ ଗୁରୁତର ଅଛନ୍ତି ଏବଂ ଅନ୍ୟ ୨୩ ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନାନୁଯାୟୀ, ହିଞ୍ଜିଳିକାଟୁରୁଟିକିରି ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ବସ୍।
ଦୁର୍ଘଟଣାର ସଙ୍ଗେ ସଙ୍ଗେ ବସ ଭିତରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ସମସ୍ତ ଗୁରୁତରଙ୍କୁ ରାଜଗଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।