fbpx

କଟକ ଖାନନଗରରେ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ୍

କଟକ ,13/1 : କଟକ ସମେତ ସମଗ୍ର ଓଡିଶା ବାସୀ ମାନଙ୍କ ପାଇଁ ଏକ ଖୁସି ଖବର । କଟକ ଖାନନଗରରେ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ୍ । ୧୨ଏକର ଜମିରେ ନିର୍ମାଣ ହେବାକୁ ଥିବା ବସ୍ ଟର୍ମିନାଲ ନେତାଜୀଙ୍କ ନାଁରେ ନାମକରଣ ହେବ । ବସ ଟର୍ମିନାଲ ପାଇଁ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା । ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।

Get real time updates directly on you device, subscribe now.