fbpx
BJD
BJD SKY
BJD SKY

Big Breaking; ଓଲଟିଲା ପିକନିକ୍ ବସ୍‌, ଏକାଧିକ ଆହତ

ଭୁବନେଶ୍ୱର: ଗଞ୍ଜାମ ପୋଲସରାରେ ଆଜି ଏକ ପିକନିକ୍ ବସ୍ ଓଲଟି ପଡିଛି । ପୁରୁଷୋତ୍ତମପୁର ଥାନା ବାଲିଆ ଛକ ନିକଟରେ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡିଛି । ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ପୁରୁଷୋତ୍ତମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ତାରାତାରିଣୀ ଦର୍ଶନ ସାରି ସମସ୍ତ ଯାତ୍ରୀ ଚିଲିକା ଅଭିମୁଖେ ଯିବା ସମୟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Get real time updates directly on you device, subscribe now.