fbpx

ବ୍ୟାଙ୍କ ମିଶ୍ରଣକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ,୪ ।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ଶେଷ ହୋଇଛି । ବୈଠକରେ ଘରୋଇ ବ୍ୟାଙ୍କ୍ ମିଶ୍ରଣକୁ ଅନୁମୋଦନ ମିଳିଛି । ଏଣିକି ୧୦ଟି ଘରୋଇ ବ୍ୟାଙ୍କ୍ ମିଶ୍ରଣକରି ୪ଟି ବ୍ୟାଙ୍କ କରାଯିବ । ଆସନ୍ତା ଏପ୍ରିଲ-୧ରୁ ବ୍ୟାଙ୍କ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.