fbpx

ସ୍ୱଚ୍ଛ ଭାରତ ମିସନର ଦ୍ୱିତୀୟ ପର୍ଯ୍ୟାୟକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ,୧୯ ।୨: ସ୍ୱଚ୍ଛ ଭାରତ ମିସନର ଦ୍ୱିତୀୟ ପର୍ଯ୍ୟାୟକୁ ମିଳିଛି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି । ମିସନର ଏହି ପର୍ଯ୍ୟାୟରେ ଦେଶର ସବୁ ଗ୍ରାମାଞ୍ଚଳକୁ ସାମିଲ କରାଯିବ । ସହାୟକ ପ୍ରଜନନ ପ୍ରଯୁକ୍ତି ନିୟାମକ ବିଲକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି । ସଂସଦର ଚଳିତ ଅଧିବେଶନରେ ଏନେଇ ବିଲ୍ ଆଗତ ହେବ ବୋଲି ଜଣାପଡିଛି ।

Get real time updates directly on you device, subscribe now.