fbpx

ସିଏଏଫ କ୍ୟାମ୍ପରେ ଗୁଳିକାଣ୍ଡ

ଛତିଶଗଡ଼, ୨ା୨: ଛତିଶଗଡ଼ ବିଜାପୁର ସିଏଏଫ କ୍ୟାମ୍ପରେ ଗୁଳିକାଣ୍ଡ ହୋଇଥିଲା । ସେହି ଗୁଳିକାଣ୍ଡରେ ଜଣେ ଯବାନ ଅନ୍ୟ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିମାଡ଼ରେ ଜଣଙ୍କର ମୃତ୍ୟ ହେବା ସାଙ୍ଗକୁ ୩ଜଣ ଆହତ ମଧ୍ୟ ହୋଇଛନ୍ତି । ଗୁଳିମାଡ଼ ହେବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଅଭିଯୁକ୍ତ ଯବାନ । କ୍ୟାମ୍ପରେ କାହିଁକି ଗୁଳିମାଡ଼ ହୋଇଥିଲା ଏପର୍ଯ୍ୟନ୍ତ କାରଣ ସ୍ପଷ୍ଟ ହୋଇନାହିଁ । ଏନେଇ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.