fbpx

୨ କାର୍‌ ମୁହାଁମୁହିଁ ଧକ୍କା; ୫ ମୃତ, ୪ ଜଣ ଗୁରୁତର

ଗୁଜରାଟ,୧୭/୮: ଗୁଜରାଟ ନଡ଼ିଆଦ ଜିଲ୍ଲା ଜାତୀୟ ରାଜପଥ-୮ରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା। ୨ କାର୍‌ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତିତ ଏଥିରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଫଳରେ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

Get real time updates directly on you device, subscribe now.