fbpx

(ଦେଖନ୍ତୁ ଭିଡିଓ) ଭୁବନେଶ୍ୱର ଫ୍ଲାଏ ଓଭର ବ୍ରିଜରୁ ଖସିଲା କାର୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁନାମାଗେଟ୍ ରେଳ ଓଜର ବ୍ରିଜ୍ ଉପରୁ ଖସି ପଡ଼ିଲା କାର୍ । କାର୍ ଟି ଆଜି ଭୋର୍ ସମୟରେ ଓଭର୍ ବ୍ରିଜ୍ ତଳକୁ ଖସିପଡ଼ିଥିବା ସୂଚନା ମିଳିଛି । ତେବେ କାର୍ ଟି ଭାରସାମ୍ୟ ହରାଇ ବ୍ରିଜ୍ ବାଡ଼ରେ ମାଡ଼ ହୋଇ ତଳକୁ ଖସି ପଡ଼ିଛି । ହେଲେ କାର୍ ଚଳାଉଥିବା ଡ୍ରାଇଭର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେଥିରେ ଡ୍ରାଇଭର୍ ସମେତ ଆଉ କେହି ବି ନଥିଲେ । ଏହି କାର୍ ନବୀନ ନିବାସ ପଟରୁ ଭୀମଟାଙ୍ଗି ଆଡ଼କୁ ଯାଉଥିଲା । ବ୍ରିଜ୍ ତଳକୁ ଖସିବା ସମୟରେ ତଳେ କେହି ଉପସ୍ଥିତ ନଥିଲେ । ତେଣୁ ଡ୍ରାଇଭର୍ କୁ ଛାଡ଼ିଦେଲେ ଆଉ କେହି ବି ଏଥିରେ ଆହତ ହୋଇନାହାନ୍ତି । ବର୍ତ୍ତମାନ ଡ୍ରାଇଭର୍ କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.