fbpx
Browsing Category

ଦେଶ

ରାଜଧାନୀର ୨ ବଡ ହସ୍ପିଟାଲକୁ ବମ୍‌ରେ ଉଡାଇ ଦିଆଯିବ! ପୁଣି ମିଳିଲା ଧମକ ଭରା ଇ-ମେଲ୍‌

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀକୁ ପୁଣି ବମ୍ ଧମାକାବାଲା ଇମେଲ୍ ଆସିଛି । ଏଥର ଦୁଇ ବଡ ହସ୍ପିଟାଲକୁ ବମ୍‌ରେ ଉଡାଇ ଦେବାକୁ ଧମକ ମିଳିଛି । ଧମକ ମିଳିବା ପରେ ପୋଲିସ ପୁରା ସକ୍ରିୟ ହୋଇଉଠିଛି । ସର୍ଚ୍ଚ…

RBI ତରଫରୁ ନିର୍ଦ୍ଦେଶ! କ’ଣ ନେଇ ଆସିଥିଲ, କ’ଣ ନେଇ ଯିବ… ବ୍ୟାଙ୍କ ପାସବୁକରେ ଲେଖାଯିବ ଗୀତା ଜ୍ଞାନ!

ନୂଆଦିଲ୍ଲୀ: ବ୍ୟାଙ୍କ ପାସବୁକକୁ ନେଇ ଏକ ବଡ଼ ଅପଡେଟ ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଏଣିକି ବ୍ୟାଙ୍କ ପାସବୁକରେ ହିନ୍ଦୁ ଧର୍ମର ମହାନ ଗ୍ରନ୍ଥ ଭାଗବତ-ଗୀତାକୁ ସାମିଲ କରାଯିବ । ପାସବୁକର ଶେଷ ପେଜରେ ଗୀତା ସାର…

ଦୁର୍ଘଟଣାରେ ବିଜେପି ନେତାଙ୍କ ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ସାତ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଆଗକୁ ଆଉ ୪ଟି…

ଦୈନିକ ପ୍ରୋଟିନ ପାଉଡର ସେବନ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ: ବିଶେଷଜ୍ଞ

ଓଡିଶା ଭାସ୍କର: ବର୍ତ୍ତମାନ ସମୟରେ ଦେଖିବାକୁ ମିଳେ ଯୁବକମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ପ୍ରୋଟିନ ପାଉଡର ପଛରେ ଧାଇଁଛନ୍ତି । କିନ୍ତୁ ଏହି ପାଉଡର ଆପଣଙ୍କର ସୁନ୍ଦର ସ୍ୱାସ୍ଥ୍ୟକୁ ବିଗାଡି ଦେଇପାରେ ।…

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ୮ ଜଣ ପ୍ରାର୍ଥୀଙ୍କ ନାଁରେ ସାଂଘାତିକ ଅଭିଯୋଗ: କ’ଣ କହୁଛି ADR ରିପୋର୍ଟ?

ଓଡ଼ିଶା ଭାସ୍କର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନଙ୍କୁ ନେଇ ଆସିଛି ସାଂଘାତିକ ରିପୋର୍ଟ । ଏଡିଆର ରିପୋର୍ଟରୁ ଅନେକ ପ୍ରାର୍ଥୀଙ୍କ ବିଷୟରେ ସଙ୍ଗୀନ ଅଭିଯୋଗ ରେକର୍ଡ କରାଯାଇଛି । ଦ୍ୱିତୀୟ…

ଟିଭି ଅଭିନେତ୍ରୀ ପବିତ୍ରା ଜୟରାମଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଜଗତରୁ ଆସିଛି ଏକ ବଡ଼ ଦୁଃଖ ଖବର । ଟିଭି ଅଭିନେତ୍ରୀ ପବିତ୍ରା ଜୟରାମଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଆନ୍ଧ୍ରପ୍ରଦେଶର ମହେବୁବା ନଗର ନିକଟରେ ଏକ କାର ଦୁର୍ଘଟଣାରେ ତାଙ୍କର…

(Video) ‘ଅଦାନୀ-ଅମ୍ବାନୀ ଯଦି ଆମକୁ ଟଙ୍କା ପଠାଇବେ, ତେବେ ଆମେ ସେମାନଙ୍କ ଉପରେ ଆକ୍ରମଣକୁ ବନ୍ଦ କରିଦେବୁ…’: ଅଧୀର ରଞ୍ଜନ ଚୌଧୁରୀଙ୍କ…

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ପର୍ଯ୍ୟାୟରେ ଲୋକସଭା ନିର୍ବାଚନର ମତଦାନ ପ୍ରକ୍ରିୟା ଜାରି ରହିଛି । ସେଥିପାଇଁ ରାଜନୈତିକ ଦଳମାନେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ତେବେ ଏହା ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା…

କିଏ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତରାଧିକାରୀ, କେଜ୍ରିୱାଲଙ୍କ ପ୍ରଶ୍ନରେ ପ୍ରଧାନମନ୍ତ୍ରୀ ରଖିଲେ ଏପରି ଉତ୍ତର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିର୍ବାଚନୀ ଗସ୍ତରେ ପଶ୍ଚିମବଙ୍ଗ ଯାଇଛନ୍ତି । ଏହି କ୍ରମରେ ସେ ଆଜି ହୁଗୁଳିରେ ଏକ ନିର୍ବାଚନ ର‌୍ୟାଲିକୁ ସମ୍ବୋଧନ କରି କହିଛନ୍ତି ଦେଶର ଭରସା ବିଜେପି, ପଦ୍ମ ଓ…

ଏଣିକି ଦେଶବାସୀଙ୍କୁ ମିଳିବ ମାଗଣା ବିଦ୍ୟୁତ ସହ ଏହି ସବୁ ସୁବିଧା, ଜାଣନ୍ତୁ କ’ଣ ରହିଛି ଆପ୍ ପ୍ରମୁଖ ଅରବିନ୍ଦ କେଜରିୱାଲଙ୍କ ୧୦ଟି…

ନୂଆଦିଲ୍ଲୀ: ମେ ୧୩ରେ ଲୋକସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିିତ ହେବ । ଏଥିମଧ୍ୟରେ ଆପ୍ ପ୍ରମୁଖ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦେଶବାସୀଙ୍କ…

POK ର ଜନତାଙ୍କ ହାତରେ ତ୍ରିରଙ୍ଗା, ଭାରତ ସହ ମିଶିବା ପାଇଁ ଦାବୀ ଜୋରଦାର

ନୂଆଦିଲ୍ଲୀ: ପାକିସ୍ତାନ କବ୍‌ଜାରେ ଥିବା ଜାମ୍ମୁ କାଶ୍ମୀର(POK)ରେ ଲୋକମାନେ ନିଜ ନିଜର ଅଧିକାରକୁ ନେଇ ଆନ୍ଦୋଳନ ଜାରି ରଖିଛନ୍ତି । POKର ନାଗରିକ ପାକିସ୍ତାନ ପୋଲିସ ଓ ପାକିସ୍ତାନ ପ୍ରଶାସନର କ୍ରୁରତା ବିରୁଦ୍ଧରେ…