Browsing Category

Breaking News

ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ C-295 ବିମାନ, ଏୟାର ବସ୍ ସହ ହୋଇଥିଲା ୨୧ ହଜାର କୋଟି ଟଙ୍କାର ଡିଲ୍

ନୂଆଦିଲ୍ଲୀ : ୟୁରୋପୀୟ କମ୍ପାନୀ ଏୟାରବସ ଡିଫେନ୍ସ ଆଣ୍ଡ ସ୍ପେସରୁ ଭାରତକୁ ପ୍ରଥମ ସି-୨୯୫ ଟାକ୍ଟିକାଲ ମିଲିଟାରୀ ଏୟାର ଲିଫ୍ଟ ବିମାନ ମିଳିଛି । ଭାରତର ବାୟୁସେନା ମୁଖ୍ୟ ମାର୍ଶାଲ ଭି.ଆର ଚୌଧୁରୀ ସିଭିଲେ ସହରରେ…

୭୦ ବର୍ଷ ପରେ ଅନ୍ତର୍ଜାତୀୟ ସ୍ତରରେ ମିଳିଲା ମାନ୍ୟତା, ୨୦୧୩ରେ ଓଡ଼ିଶା ସରକାର ଘୋଷଣା କରିଥିଲେ ଷ୍ଟେଟ ଫିସ୍

ଭୁବନେଶ୍ୱର: ଓଡ଼ିଶାର ୭୦ ବର୍ଷ ପୁରୁଣା ମାଛକୁ ମିଳିବ ମାନ୍ୟତା। ମହାନଦୀର ମହାସିର ଓଡ଼ିଶାର ଷ୍ଟେଟ ଫିସ୍ ବା ରାଜ୍ୟ ମାନ୍ୟତାପ୍ରାପ୍ତ। କିନ୍ତୁ ଚିହ୍ନଟ ହେବାର ୭୦ ବର୍ଷ ପର୍ଯ୍ୟନ୍ତ ପ୍ରମୁଖ ଗତ ରାଜ୍ୟ…

ଭଉଣୀ ପରିବାରର ଅଂଶ ନୁହଁନ୍ତି, ଭାଇ ଜାଗାରେ ମିଳିପାରିବ ନାହିଁ ଅନୁକମ୍ପା ଚାକିରି: ହାଇକୋର୍ଟ

ନୂଆଦିଲ୍ଲୀ: କର୍ଣ୍ଣାଟକ ହାଇକୋର୍ଟ ନିକଟରେ କହିଛନ୍ତି ଯେ, ଭାଇଙ୍କ ମୃତ୍ୟୁ ପରେ ତାଙ୍କ ଭଉଣୀଙ୍କୁ ଅନୁକମ୍ପା ଆଧାରରେ ଚାକିରି ଦିଆଯାଇପାରିବ ନାହିଁ । ଏହା ସହିତ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଭଉଣୀ ବିବାହିତ ଭାଇଙ୍କ…

ମଧ୍ୟପ୍ରଦେଶର ଦ୍ୱିତୀୟ ତାଲିକା ପାଇଁ ୩୬ ଟି ନାମରେ ମୋହର ଲଗାଇଛି ବିଜେପି: ଇମରତୀ ଦେବୀଙ୍କ ସମେତ ଏହି ପ୍ରମୁଖ ଚେହେରା ସାମିଲ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଦିନ ନୂଆଦିଲ୍ଲୀର ବିଜେପି ମୁଖ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକର ଦ୍ୱିତୀୟ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା । ସୂଚନାନୁସାରେ, ଏହି ବୈଠକରେ…

ଆହତ ହୋଇ ଏସିଆ କପ୍‌ରୁ ବାଦ୍ ପଡ଼ିଲେ ଦ୍ରୁତ ବୋଲର, ଭାରତୀୟ ଟିମ୍ ପାଇଁ ବଢ଼ିଲା ସମସ୍ୟା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ ପାଇଁ ଆସିଛି ଖରାପ ଖବର। ଆଗାମୀ ଏସୀୟ ଗେମ୍ସରୁ ଶିଭମ୍ ମାଭି ବାଦ୍ ପଡିବା ଖବର ଆସିବା ପରେ ଭାରତୀୟ କ୍ରିକେଟ୍ ଦଳକୁ ଏକ ନୂଆ ଝଟକା ଲାଗିଛି। ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ…

କିଛି ଟିଭି ଆଙ୍କର ଏବଂ ସୋ’କୁ ବ୍ୟାନ୍ କରିବ ‘ଇଣ୍ଡିଆ’ ମେଣ୍ଟ, ଖୁବଶୀଘ୍ର ଜାରି ହେବ ତାଲିକା

ନୂଆଦିଲ୍ଲୀ: ବିରୋଧୀ ଦଳଙ୍କ 'ଇଣ୍ଡିଆ' ମେଣ୍ଟ ଟେଲିଭିଜନ ଆଙ୍କର୍ ଏବଂ ଶୋ’ର ଏକ ଗୋଷ୍ଠୀକୁ ବ୍ୟାନ୍ କରିବାକୁ ନିଷ୍ପତି ନେଇଛି। କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଛନ୍ତି ଯେ ନେତାମାନେ ଏହି ତାଲିକା…

ନିପା ଭାଇରସର ଆତଙ୍କ: କେରଳରେ ଆଉ ଜଣେ ସଂକ୍ରମିତ ଚିହ୍ନଟ, ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ନିପା ଭାଇରସ୍ ପୂଣି ଥରେ ନିଜର ଆତଙ୍କ ଖେଳାଇବାରେ ଲାଗିଛି । ଏହାରି ମଧ୍ୟରେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ଏକ ବୟାନ ଦେଇଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଏକ ଘରୋଇ ମେଡିକାଲରେ ୨୪ ବର୍ଷୀୟ…

ହୀରାକୁଦ ଡ୍ୟାମରେ ଖୋଲିଲା ଆଉ ୮ଟି ଗେଟ : ଜଳସ୍ତର ୬୨୮.୭୧ ଫୁଟ

ସମ୍ବଲପୁର : ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏନେଇ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ଲଗାତାର ଭାବେ ବର୍ଷା ଜାରି ରହିଛି । ହୀରାକୁଦର ଉପରମୁଣ୍ଡାରେ ଲଘୁଚାପ ଜନିତ ବର୍ଷା ହେବାରୁ ମୁଖ୍ୟମନ୍ତ୍ରୀ ଗତକାଲି…

RBI Recruitment 2023: ୪୫୦ ଆସିଷ୍ଟାଣ୍ଟ ପଦବୀ ପାଇଁ ଆବେଦନ ଆରମ୍ଭ, ଅକ୍ଟୋବରରେ ପରୀକ୍ଷା

ନୂଆଦିଲ୍ଲୀ: ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାର୍ଥୀମାନେ ୧୩ ସେପ୍ଟେମ୍ବର ୨୦୨୩ ରୁ ଅକ୍ଟୋବର ୪, ୨୦୨୩ ପର୍ଯ୍ୟନ୍ତ ଅନଲାଇନରେ…

ଏସିଆନ ଗେମ୍ସ ପାଇଁ ଓଡ଼ିଆ ଖେଳାଳିଙ୍କୁ ମିଳିବ ୧୦ ଲକ୍ଷ ଲେଖାଏଁ ଅର୍ଥ ସହାୟତା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଏସିଆନ ଗେମ୍ସ ପାଇଁ ଚୟନ ଓଡ଼ିଆ ଖେଳାଳିଙ୍କୁ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୩ ଜଣ ଖେଳିଳାଙ୍କୁ ୧୦ଲକ୍ଷ ଲେଖାଏ ଆର୍ଥିକ ସହାୟତା ରାଶି ଘୋଷଣା ହୋଇଛି ।…