fbpx
Browsing Category

Breaking News

୧୦୦ ଘଣ୍ଟାରେ ନିର୍ମାଣ କରାଗଲା ୧୦୦ କିମି ରୋଡ୍, ୨ ହଜାର ଶ୍ରମିକ ସୃଷ୍ଟି କଲେ ୱାର୍ଲଡ ରେକର୍ଡ

ନୂଆଦିଲ୍ଲୀ: ବୁଲନ୍ଦଶାହରରେ ଗାଜିଆବାଦ-ଆଲିଗଡ ନ୍ୟାସନାଲ ଏକ୍ସପ୍ରେସୱେ (NH-୯୧) ର ଛଅଟି ଲେନ୍ କାମ ଦ୍ରୁତ ଗତିରେ ଚାଲିଛି। ଏହି ନିର୍ମାଣ L&T ସହଯୋଗରେ କ୍ୟୁବ୍ ହାଇୱେ ଦ୍ୱାରା କରାଯାଇଛି। କ୍ୟୁବ୍ ହାଇୱେ ୧୦୦…

ଅଭିନୟ ଦୁନିଆରୁ ସବୁଦିନ ପାଇଁ ଅବସର ନେବେ ରଜନୀକାନ୍ତ! ଅଗଣିତ ଫ୍ୟାନ୍ସଙ୍କୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ: ମନୋରଞ୍ଜନ ଧର୍ମୀ ଦୁନିଆକୁ ଅନେକ ନୂଆ କଳାକାର ଆସନ୍ତି ଆଉ ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଘର କରିନିଅନ୍ତି । କିଏ ଦଶନ୍ଧି ଦଶନ୍ଧି ଧରି ନିଜର ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟରେ ରହି ପାରୁଛି…

ସୁପ୍ରିମକୋର୍ଟର ବଡ଼ ଶୁଣାଣି: କିଣାଯାଇଥିବା ସଂପତ୍ତି ଉପରେ ଯଦି ବାକି ଥାଏ ଇଲେକ୍ଟ୍ରି ବିଲ୍, ତେବେ ଆପଣଙ୍କୁ ଦେବାକୁ ପଡିବ ଟଙ୍କା

ନୂଆଦିଲ୍ଲୀ: ଯଦି ଆପଣ ଘର, ଦୋକାନ କିମ୍ବା କୌଣସି ଅନୁଷ୍ଠାନ କିଣୁଛନ୍ତି, ତେବେ ଗୋଟିଏ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ - ବିଦ୍ୟୁତ୍ ବିଲ୍ ର ସମ୍ପୂର୍ଣ୍ଣ ଆକାଉଣ୍ଟ୍ ଯାଞ୍ଚ ନକରି ଚୁକ୍ତି ଶେଷ କରନ୍ତୁ ନାହିଁ। ଯଦି ଆପଣ…

ସାମ୍ନାରେ ମହିଳା ଅଛନ୍ତି, କିଛି ସମ୍ମାନ ଦେଖାନ୍ତୁ: ଜାଣନ୍ତୁ କାହିଁକି ରାଗିଗଲେ ଡି.ୱାଇ. ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ନିଜର ନିଷ୍ପତି ପାଇଁ ସବୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଅନେକ ଗୁରୁତ୍ୱପୁର୍ଣ୍ଣ ମାମଲାରେ ସେ ଶୁଣାଣି କରିଛନ୍ତି, ଯେଉଁଥିରେ କିଛି ଐତିହାସିକ ମାମଲା…

‘ମୁଁ ଭିକ ମାଗୁଛି ଆର୍ଯ୍ୟନକୁ ଜେଲରେ ରଖନ୍ତୁ ନାହିଁ’, ଭାଇରାଲ ହେଲା ଶାହରୁଖ ଖାନ ଏବଂ ସମୀର ୱାନଖେଡେଙ୍କ ହ୍ୱାଟ୍ସଆପ ଚାଟ

ନୂଆଦିଲ୍ଲୀ: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କର ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି । ଏନସିବିର ପୂର୍ବତନ ଆଣ୍ଟି ଡ୍ରଗ୍ସ ଅଧିକାରୀ ସମୀର ୱାନଖେଡେ ଏବଂ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ହ୍ୱାଟ୍ସଆପ ଚାଟ ଭାଇରାଲ…

ଖୋଲିଲା ବଡ଼ ଗୁମର: ‘ଲେଡି ସିଂଘମ’ଙ୍କୁ ହତ୍ୟା କରାଯାଇଛି! ଅଡିଓ-ଭିଡିଓରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ସାରା ଦେଶରେ ‘ଲେଡି ସିଂଘମ୍’ ବା ‘ଦବଙ୍ଗ କପ’ ଭାବେ ପରିଚିତ ଥିବା ମହିଳା ପୋଲିସ ଅଧିକାରୀ ଜୁନ୍ମୋନୀ ରାଭା ଗତ ୧୬ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଆସାମର ଏହି ମହିଳା ଦବଙ୍ଗ…

ଓଡ଼ିଶାରେ ଏକ IPL ଟିମ୍ ହେବା ଆବଶ୍ୟକ କି: ରାଜ୍ୟର କ୍ରୀଡ଼ାବିତଙ୍କୁ କେବେ ସୁଯୋଗ ମିଳିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ପୂରାତନ କାଳରୁ ଓଡ଼ିଶା ମାଟି ବହୁ ବୀରଙ୍କର ଜନ୍ମସ୍ଥଳ ରହିଆସିଛି । ନୃତ୍ୟ, ସଂଗୀତ, ସାହିତ୍ୟ, ରାଜନୀତି, ପ୍ରଶାସନ, କ୍ରୀଡ଼ା ଆଦି ବିଭିନ୍ନ କ୍ଷେତ୍ରରେ ଏକାଧିକ ପ୍ରତିଭା ଜାତୀୟ ଓ…

ପ୍ରଥମ ଥର ପାଇଁ ୧ ଲକ୍ଷ କୋଟି ଟଙ୍କାର ମାଇଲ୍‌ଖୁଣ୍ଟ ଅତିକ୍ରମ କଲା ପ୍ରତିରକ୍ଷା ଉତ୍ପାଦନ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରଣାଳୟର ନିରନ୍ତର ପ୍ରୟାସର ପରିଣାମ ସ୍ୱରୂପ, ୨୦୨୨ -୨୩ ଆର୍ଥିକ ବର୍ଷ (ଏଫ୍‌ୱାଇ)ରେ ପ୍ରତିରକ୍ଷା ଉତ୍ପାଦର ମୂଲ୍ୟ ପ୍ରଥମ ଥର ପାଇଁ ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ।…

ଆଦାନୀ ଗ୍ରୁପ୍‌କୁ କ୍ଲିନ୍ ଚିଟ୍ ଦେଲେ ସୁପ୍ରିମକୋର୍ଟ କମିଟି: କହିଲେ- ହୋଇନାହିଁ କୌଣସି ନିୟମ ଉଲ୍ଲଘଂନ

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟ ନିଯୁକ୍ତ ତଦନ୍ତକାରୀ କମିଟି ଆଦାନୀ ଗ୍ରୁପକୁ କ୍ଲିନ୍ ଚିଟ୍‌ ଦେଇଛନ୍ତି । ସାର୍ବଜନୀନ ହୋଇଥିବା ରିପୋର୍ଟରେ ସୁପ୍ରିମକୋର୍ଟ କମିଟି କହିଛି ଯେ ଆଦାନୀ ଗ୍ରୁପ୍…

ଗ୍ରାହକ ସାବଧାନ: କୋଲ୍ଡ ଡ୍ରିଙ୍କସ ବୋତଲ ଭିତରୁ ବାହାରିଲା ଏକ ବଡ଼ ପୋକ, ଥଣ୍ଡା ପିଇବା ପୂର୍ବରୁ ଚେକ୍ କରି ପିଅନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଗ୍ରୀଷ୍ମ ସିଜିନ୍ ଚାଲିଥିବା ବେଳେ ରାଜ୍ୟବାସୀ ଅସହ୍ୟ ଗରମରେ କଲବଲ ହେଉଛନ୍ତି । ତେଣୁ ଏଭଳି ସ୍ଥିତିରେ ଲୋକମାନେ ଥଣ୍ଡା ପାନୀୟ, ଲସି, ସରବତ, ତରଭୁଜ ଖାଇବାକୁ ପସନ୍ଦ…