fbpx
Browsing Category

Breaking News

କର୍ମଚାରୀ ଚୟନ ଆୟୋଗରେ ନିଯୁକ୍ତି: ୧୨୦୭ଟି ପଦ ପାଇଁ ବାହାରିଲା ବିଜ୍ଞାପନ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଷ୍ଟେନୋଗ୍ରାଫର ଗ୍ରୁପ-ସି ଓ ଗ୍ରୁପ-ଡି ପଦ ପାଇଁ ଏହି ବିଜ୍ଞାପନ ବାହାରିଛି । ଯୁକ୍ତଦୁଇ ପାସ କରିଥିବା ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ । ମୋଟ…

ବିନା ଡାଟା କନେକ୍ସନରେ ଦେଖିବେ ଲାଇଭ୍ ଟିଭି: ସରକାର ଆଣୁଛନ୍ତି ‘direct-to-mobile’ ଟେକ୍ନୋଲୋଜି

ନୂଆଦିଲ୍ଲୀ: ବିନା ଇଣ୍ଟରନେଟ ବା ଡାଟା ସଂଯୋଗରେ ଆପଣମାନେ ଲାଇଭ୍ ଟିଭି ଦେଖି ପାରିବେ । ଯେଉଁ ଟିଭି ଚାନେଲଗୁଡ଼ିକର ଡାଇରେକ୍ଟ-ଟୁ-ହୋମ (DTH) ସଂଯୋଗ ନଥିବ ସେ କ୍ଷେତ୍ରରେ ମଧ୍ୟ ୟୁଜର୍ସଙ୍କ ମୋବାଇଲ ଫୋନରେ ଲାଇଭ୍…

(Video) ‘I Love You’ କହିବାରୁ ଏମିତି ଦଣ୍ଡ: ରାସ୍ତା ମଝିରେ ଯୁବକଙ୍କୁ ଚପଲରେ ପିଟିଲେ ଯୁବତୀ

ନୂଆଦିଲ୍ଲୀ: ପ୍ରେମ ବ୍ୟାପାରକୁ ନେଇ ଆଜିକାଲିର ଯୁବକ, ଯୁବତୀଙ୍କ ମଧ୍ୟରେ ଅନେକ ସମୟରେ କିଛି ବିବାଦ ଦେଖିବାକୁ ମିଳିଥାଏ । କିଏ ପ୍ରେମରେ ପାଗଳ ହୋଇ ଆତ୍ମହତ୍ୟା କରୁଛି ତ ଆଉ କିଏ ଅନ୍ୟର ଜୀବନ ନେଉଛି । ତେବେ ଏହା…

ହେପାଟାଇଟିସ ରୋଗୀଙ୍କ ତଥ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିବେ ସରକାରୀ ଓ ଘରୋଇ ହସ୍ପିଟାଲ : ଜାରିହେଲା ନିର୍ଦେଶ ନାମା

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟର ହେପାଟାଇଟିସ ରୋଗୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ସରକାରଙ୍କୁ ଦିଆଯିବ । ସରକାରୀ ହେଉ ବା ଘରୋଇ ହସ୍ପିଟାଲ ହେଉ, ହେପାଟାଇଟିସରୋଗୀଙ୍କ ସମସ୍ତ ତଥ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିବା…

Video : ଆତଙ୍କବାଦୀଙ୍କ ଗୁଳିର ଜବାବ ଦେବା ବେଳେ ଘଟିଲା ଅଘଟଣ : ୩ ଯବାନ ହେଲେ ସହିଦ

ଜମ୍ମୁ କାଶ୍ମୀର : ଶୁକ୍ରବାର ଦିନ ଜାମ୍ମୁ-କାଶ୍ମୀରର କୁଲଗ୍ରାମ ଜିଲ୍ଲାରେ ଆତଙ୍କବାଦୀ୮୍‌କ ସହ ଗୁଳି ବିନିମୟ ବେଳେ ୩ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । କୁଲଗାମ ଜିଲ୍ଲାର ଏକ ଜଙ୍ଗଲରେ ଆତଙ୍କ ବାଦୀ ଲୁଚି…

WHO ଜାରିକଲା ଚେତାବନୀ: ସ୍ମାର୍ଟଫୋନର ରେଡିଏସନ ବଢ଼ାଉଛି ମସ୍ତିଷ୍କର କ୍ୟାନସର ଆଶଙ୍କା, କେଉଁ ଫୋନ୍ ବ୍ୟବହାର କରିବା ଆବଶ୍ୟକ

ନୂଆଦିଲ୍ଲୀ: ଆଜିକାଲି ସ୍ମାର୍ଟଫୋନର ବହୁଳ ବ୍ୟବହାର କରାଯାଉଥିବା ବେଳେ ଏହା ଆମର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି । ଅଧିକାଂଶ ସମୟରେ ନିଜ ପାଖରେ ଫୋନ ରଖିବା ଫଳରେ ତାହା ସମୟକ୍ରମେ ଆମର ଏକ ଖରାପ ଅଭ୍ୟାସରେ ପରିଣତ…

ଓଡ଼ିଶା ଆସିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ : ଉଦଘାଟନ କରିବେ ଦୁଇଟି ଜାତୀୟ ରାଜପଥ

ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଜଧାନୀରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶାହଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରେ ବିଜେପି ନେତା ଓ କର୍ମଚାରୀଙ୍କର ଭିଡ ଜମିଥିଲା । ଶନିବାର ଲୋକସଭା…

ଟ୍ରାକ୍ଟର ଓ ଡମ୍ପର ମଧ୍ୟରେ ଭୟଙ୍କର ଟକ୍କର: ୫ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୨୧ ଜଣ ଆହତ

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଘଟିବା ତାହା କେହି ବି କହିପାରିବେ ନାହିଁ । ତେବେ ଗୋବର୍ଦ୍ଧନ କରିକ୍ରମା କରିବାକୁ ଯାଉଥିବା ସମୟରେ ଦୁର୍ଘଟଣାରେ ଚାଲିଯାଇଛି ଅନେକ ଶ୍ରଦ୍ଧାଳୁଙ୍କ ଜୀବନ । ଏଥିସହିତ ଅନେକ ଯାତ୍ରୀ…

ମଣିପୁରରେ ପୁଣି ହିଂସା: ମୈତେଈ ସମ୍ପ୍ରଦାୟର ତିନିଜଣଙ୍କୁ ହତ୍ୟା, ଅନେକଙ୍କର ଘର ଜାଳିଦେଲେ

ନୂଆଦିଲ୍ଲୀ: ମଣିପୁରରେ ପୁଣି ଥରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ବିଷ୍ଣୁପୁରରେ ଉପଦ୍ରବକାରୀମାନେ ମୈତେଈ ସମ୍ପ୍ରଦାୟର ତିନିଜଣଙ୍କୁ ହତ୍ୟା କରିଛନ୍ତି । କିଛି ଲୋକ ବଫର ଜୋନ ଅତିକ୍ରମ କରି ମୈତେଈ ଅଞ୍ଚଳରେ ପ୍ରବେଶ…

‘ମୁଁ କ୍ଷମା ମାଗୁଛି’: ବମ୍ବେ ହାଇକୋର୍ଟର ବିଚାରପତି ହାଉସଫୁଲ କୋର୍ଟରେ ଘୋଷଣା କଲେ ଇସ୍ତଫା

ନାଗପୁର: ଖୋଲା କୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେଇ ବମ୍ବେ ହାଇକୋର୍ଟର ଜଷ୍ଟିସ ରୋହିତ ବି ଦେଓ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ଜଷ୍ଟିସ ରୋହିତ ଦେବ କୋର୍ଟରେ ଉପସ୍ଥିତ ଥିବା ଲୋକଙ୍କୁ କହିଛନ୍ତି, "ଯଦି ମୁଁ…