fbpx
Browsing Category

Breaking News

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱରରେ ଭେଟିଲେ ବ୍ରିଟେନ୍‍ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟର

ଭୁବନେଶ୍ୱର: ବ୍ରିଟେନ୍‍ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ସହରୀ ଭିତ୍ତିଭୂମି, ଜଳବାୟୁ ପରିବର୍ତ୍ତନ,…

ଚାଣକ୍ୟ ନୀତି : ଜୀବନକୁ ସହଜ ଏବଂ ସରଳ କରିବାକୁ ଆପଣାନ୍ତୁ ଏହି ୫ଟି ଉପାୟ

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଏବଂ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ଆଜି ଏସବୁ ନୀତି ଲୋକଙ୍କ ମାର୍ଗଦର୍ଶନ କରିଆସୁଛି। ବିଶେଷକରି ଜୀବନକୁ ସହଜ ଏବଂ ସରଳ…

ସୁକନ୍ୟା ଆକାଉଣ୍ଟଧାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: ଆକାଉଣ୍ଟ ହୋଇଯିବ ଫ୍ରିଜ୍, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ୨୦୧୫ ମସିହାରେ ମୋଦୀ ସରକାର କନ୍ୟା ସନ୍ତାନଙ୍କ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା (ଏସଏସୟାଇ) ଆରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ଆପଣ ନିଜ ଝିଅର ବିବାହ କିମ୍ବା ଶିକ୍ଷା ପାଇଁ ଅଧିକ ଟଙ୍କାର…

କ୍ରୀଡା ମନ୍ତ୍ରଣାଳୟର ବଡ଼ ନିଷ୍ପତି: ୨୦୨୨ ଏସିଆନ ଗେମ୍ସ ରେ ଅଂଶଗ୍ରହଣ କରିବେ ଭାରତୀୟ ପୁରୁଷ, ମହିଳା ଫୁଟବଲ ଦଳ

ନୂଆଦିଲ୍ଲୀ: ଚୀନ୍‌ର ହଙ୍ଗଝୁ ସହରରେ ସେପ୍ଟେମ୍ବର ଅନୁଷ୍ଠିତ ହେବାକୁ ଥିବା ୨୦୨୨ ଏସିଆନ୍ ଗେମ୍ସରେ ଭାଗ ନେବେ ଭାରତୀୟ ପୁରୁଷ ଏବଂ ମହିଳା ଫୁଟବଲ୍ ଟିମ୍। କ୍ରୀଡ଼ା ମନ୍ତ୍ରଣାଳୟ ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି କ୍ରମେ…

ସର୍ବସାଧାରଣ ସ୍ଥାନରେ ମୋବାଇଲ ଚାର୍ଜ ବସାଉଥିଲେ ହୋଇଯାଆନ୍ତୁ ସାବଧାନ! ଜୁସ୍ ଜ୍ୟାକିଂ ସ୍କାମ୍‌କୁ ନେଇ ସତର୍କ କରାଇଲେ RBI

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ସର୍ବସାଧାରଣ ସ୍ଥାନରେ ମୋବାଇଲ ଚାର୍ଜ ବସାଉଥିଲେ ହୋଇଯାଆନ୍ତୁ ସାବଧାନ! ଜୁସ୍ ଜ୍ୟାକିଂ ସ୍କାମ୍‌କୁ ନେଇ ସତର୍କ କରାଇଲେ RBIଘରୁ ବାହାରିବା ପରେ ଅନେକ ସମୟରେ ଲୋକମାନେ ପବ୍ଲିକ୍…

ବିହାରରେ ବିଜୁଳିକୁ ନେଇ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ପୋଲିସର ଫାୟାରିଂ: ଜଣେ ମୃତ, ୨ ଗୁରୁତର

ନୂଆଦିଲ୍ଲୀ: କଟିହାର ଜିଲ୍ଲାରେ ବିଦ୍ୟୁତକୁ ନେଇ ପ୍ରଦର୍ଶନ କରୁଥିବା ଗ୍ରାମବାସୀ ସହିତ ପୋଲିସର ସଂଘର୍ଷ ହୋଇଥିଲା । କ୍ରୋଧିତ ଲୋକମାନେ ବିଦ୍ୟୁତ୍ କାର୍ଯ୍ୟାଳୟରେ ପ୍ରବେଶ କରି ପଥର ଫିଙ୍ଗିବା ଆରମ୍ଭ କରିଥିଲେ । ଏହି…

Video: ୨୦୨୩ରେ ଆପଣ ପୁଣି…; ଅବିଶ୍ୱାସ ପ୍ରସ୍ତାବ ଉପରେ ସତ ସାବ୍ୟସ୍ତ ହେଲା ପ୍ରଧାନମନ୍ତ୍ରୀଙ୍କ ୪ ବର୍ଷ ପୁରୁଣା ଭବିଷ୍ୟବାଣୀ

ନୂଆଦିଲ୍ଲୀ: ମଣିପୁରରେ ଜାରି ହିଂସାକୁ ପ୍ରସଙ୍ଗ କରି ସଂସଦରେ ବିରୋଧୀ ଲଗାତାର ମୋଦୀ ସରକାରଙ୍କୁ ଅକଳରେ ପକାଉଛନ୍ତି । କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରିଛନ୍ତି…

ମଣିପୁରରେ ମହିଳାଙ୍କ ସହ ଅଶ୍ଳୀଳତା ଏବଂ ନିର୍ଯାତନା: ଅଭିଯୁକ୍ତ BSF ଯବାନ ସସପେଣ୍ଡ୍

ନୂଆଦିଲ୍ଲୀ: ଦୁଇ ମାସରୁ ଅଧିକ ସମୟ ଧରି ମଣିପୁରରେ ହିଂସା ଜାରି ରହିଛି । ଏହାରି ମଧ୍ୟରେ ମହିଳାଙ୍କୁ ନିର୍ଯ୍ୟାତନା ଦେବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ମଙ୍ଗଳବାର ଦିନ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ନିଜର…

ମସ୍କଙ୍କୁୁ ଝଟକା ଦେଲେ ଜୁକରବର୍ଗ, ଇନଷ୍ଟାଗ୍ରାମ ଥ୍ରେଡସ୍ ଆପ୍ ରେ ଟ୍ୱିଟର ପରି ଫିଚର ସହ ଆହୁରି ବହୁ ନୂଆ ଫିଚର ଉପଲବ୍ଧ

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ଥ୍ରେଡସ୍ ଆପ୍ ରେ ଟ୍ୱିଟର ପରି ଫିଚର ପ୍ରଦାନ କରାଯାଇଛି । ଏହା ୟୁଜର୍ସଙ୍କୁ ସେମାନଙ୍କ ପସନ୍ଦର କଣ୍ଟେଣ୍ଟ ଦେଖିବାରେ ସାହଯ୍ୟ କରିବ । ଏହି ଫିଚର ବ୍ୟତିତ ଥ୍ରେଡସ୍ ଆପ୍ ରେ ଭବିଷ୍ୟତରେ…

ସେସନ୍ କୋର୍ଟରେ ହାଜର ହେଲା ଗୋପାଳ ଦାସ୍‌; ବିଚାରପତିଙ୍କ ଆଗରେ ସ୍ୱୀକାର କଲା ଦୋଷ

ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ କୋର୍ଟରେ ବିଚାରପତିଙ୍କ ଆଗରେ ଦୋଷ ସ୍ୱୀକାର କରିଛି। ବୁଧବାର ୨୬ ଜୁଲାଇରେ ଗୋପାଳ ଦାସର ହାଜର ହେବା ପାଇଁ ତାରିଖ…