Browsing Category
Breaking News
ଏଥର ଗିରଫ ହେବେ ‘PUB-G ପ୍ରେମିକା’: ସୀମା ହାଇଦର ମାମଲାରେ ATSର ତଦନ୍ତ
ନୂଆଦିଲ୍ଲୀ: ପବ୍-ଜିରେ ପ୍ରେମ କରି ପାକିସ୍ତାନରୁ ଚାଲି ଆସିଥିବା ଯୁବତୀ ସୀମା ହାଇଦରଙ୍କୁ ନେଇ ସାରା ଭାରତରେ ଚର୍ଚ୍ଚା ଜୋର ଧରିଛି । ବାରମ୍ବାର ତାଙ୍କୁ ଗିରଫ କରାଯିବା ପାଇଁ ଦାବି ଉଠିଛି । ତେବେ ଏହାକୁ ନେଇ ଏବେ…
ବଡ଼ ଦୁର୍ଘଟଣା: ରେଳ ଷ୍ଟେସନ ଉପରୁ ଖସି ପଡ଼ିଲା ସ୍ଲାବ, ଚାପି ହୋଇଗଲେ ଶ୍ରମିକ
ଲକ୍ଷେ୍ନø: ଆଜି ରେଳ ଷ୍ଟେସନରେ ଘଟିଯାଇଛି ଏକ ବିରାଟ ଅଘଟଣ । ରେଳ ଷ୍ଟେସନ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ଏକ ସ୍ଲାବ ଖସିପଡିଥିବା ଜାଣିବାକୁ ମିଳିଛି । ଦିଲ୍ଲୀ-ମେରଠ ରାପିଡ ରେଳ ପାଇଁ ମେରଠରେ ପ୍ରସ୍ତୁତ…
ବଢୁଛି ହୀରାକୁଦର ଜଳସ୍ତର..ଖୋଲିବ କି ଗେଟ୍? ଦିଲ୍ଲୀ ପରିସ୍ଥିତିକୁ ନେଇ ମନରେ ଭୟ
ସମ୍ବଲପୁର: ରାଜ୍ୟରେ ମୌସୂମୀ ଜନିତ ବର୍ଷା ଜାରି ରହିଛି । ଏହା ଭିତରେ ହୀରାକୁଦ ଡ୍ୟାମରେ ଜଳସ୍ତର ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ଡ୍ୟାମରେ ପାଣି ବଢିବା ପରେ ଲୋକଙ୍କ ମନରେ ଭୟ ଦେଖାଦେଇଛି । ରାଷ୍ଟ୍ରୀୟ…
ଟମାଟୋ ପରେ ଅଟା ମହଙ୍ଗା: କିଲୋ ପିଛା ୩୨୦ ଟଙ୍କାରେ ବିକ୍ରି ହେଉଛି ଅଟା, ଚିନି ବି ଦାମୀକା
ନୂଆଦିଲ୍ଲୀ: ଟମାଟୋର ବର୍ଦ୍ଧିତ ଦର ବର୍ତ୍ତମାନ ଖାଉଟିଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ତେବେ ଟମାଟୋ ମହଙ୍ଗା ମାଡ଼ରେ ସାରା ଦେଶ କଲବଲ ହେଉଥିବା ବେଳେ ଏବେ ଅଟା ମୂଲ୍ୟ ବି ଆକାଶଛୁଆଁ ହୋଇଛି । ଅଟା କିଲୋ ଏବେ ୩୨୦…
ବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିଗଲା ନିଆଁ: ୧୪ ନମ୍ବର କୋଚରୁ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ: ସାଧାରଣ ପାସେଞ୍ଜର ତଥା ମାଲବାହୀ ଟ୍ରେନ ବିଭିନ୍ନ ସ୍ତାନରେ ଦୁର୍ଘଟଣା ହେବା ସହ ଟ୍ରେନରେ ଅଗ୍ନିକାଣ୍ଡ ଭଳି ଘଟଣା ମଧ୍ୟ ଦେଖିବାକୁ ମିଳୁଛି । ତେଣୁ ବନ୍ଦେ ଭାରତ ଏକ୍ସପ୍ରେସକୁ ଲୋକମାନେ ସୁରକ୍ଷିତ ବୋଲି…
ବଡ଼ ଖବର ! ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ମାର୍କେଟ ବିଲ୍ଡିଂ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଉପକଣ୍ଠରେ ଥିବା ୟୁନିଟ-୨ ମାର୍କେଟ ବିଲ୍ଡିଂକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ତେବେ ଏହା ଜାଣିବା ପରେ ସ୍ଥାନୀୟ ବାସିନ୍ଦା ଏବଂ ଗ୍ରାହକଙ୍କ ପାଇଁ ଚିନ୍ତା ବଢିଯାଇଛି ।…
ବଦଳିଲା HDFC-SBI-ICICI ବ୍ୟାଙ୍କ ସହ ଜଡ଼ିତ ଏହି ନିୟମ: ଗ୍ରାହକଙ୍କ ସୁବିଧା ପାଇଁ ୧ ସେପ୍ଟେମ୍ବରରୁ ହେବ ଲାଗୁ
ନୂଆଦିଲ୍ଲୀ: କୋଟି କୋଟି ଆକାଉଣ୍ଟଧାରୀଙ୍କୁ ଧ୍ୟାନରେ ରଖି ଜମା ବୀମା ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ସ (DICGC) ପକ୍ଷରୁ ସମସ୍ତ ବ୍ୟାଙ୍କକୁ ବଡ଼ ନିର୍ଦ୍ଦେଶ ଦିଆଯାଇଛି । ଅଗଷ୍ଟ ୩୧ ସୁଦ୍ଧା ୱେବସାଇଟ୍ ଏବଂ…
ISROରୁ BPSC ପର୍ଯ୍ୟନ୍ତ ସରକାରୀ ଚାକିରର ମେଳା: ଜାଣି ରଖନ୍ତୁ ଏହି ସପ୍ତାହରେ କ’ଣ ରହିଛି ବେଷ୍ଟ୍ ଅପ୍ସନ
ନୂଆଦିଲ୍ଲୀ: ଏବେକାର କମ୍ପିଟିଟିଭ ମାର୍କେଟରେ ସରକାରୀ ଚାକିରି ପ୍ରତି ବେଶ୍ ଆକର୍ଷିତ ହେଉଛନ୍ତି ଯୁବପିଢୀ । ସରକାରୀ ଚାକିରିରେ ସ୍ଥିରତା ଏବଂ ଭତ୍ତା ଇତ୍ୟାଦି ସୁବିଧା ଯୋଗୁଁ ସମସ୍ତ ଯୁବବର୍ଗ ଏଥିପ୍ରତି ଆକୃଷ୍ଟ…
ମୋବାଇଲ ଉପରେ ଲାଗିଲା କଟକଣା : କେଦାରନାଥ ମନ୍ଦିରକୁ ମୋବାଇଲ ନେବା ମନା
ନୂଆଦିଲ୍ଲୀ : ଶ୍ରଦ୍ଧାଳୁ ଏବେ ମନ୍ଦିର ଭିତରକୁ ନେ ପାରିବେନି ମୋବାଇଲ । କେବଳ ଏହା ହିଁ ନୁହେଁ ମନ୍ଦିର ପରିସରରେ ଆଉ ଫୋଟ କିମ୍ବା ଭିଡ଼ିଓ ବନାଇ ପାରିବେ ନାହିଁ । ଏଭଳି ନିଷ୍ପତ୍ତି ନେଇଛନ୍ତି କେଦାରନାଥର ସମିତି ।…
ଆଜି ଚିତଉ ଅମାବାସ୍ୟା: ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ
ପୁରୀ: ଚିତଉ ଅମାବାସ୍ୟା ଲାଗି ଆଜି ଶ୍ରୀମନ୍ଦିରରେ ଶ୍ରୀ ବିଗ୍ରହ ମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।…