Browsing Category
Breaking News
ଟଳିଲା ୱାଗନର୍ ସଙ୍କଟ, ସମସ୍ତ ପ୍ରତିବନ୍ଧକକୁ ହଟାଇଲା ଋଷ
ମସ୍କୋ: ଶକ୍ତିଶାଳୀ ଘରୋଇ ମିଲିଟାରୀ ସଂସ୍ଥା ୱାଗନରର ଯୁଦ୍ଧ ଡାକରା ପରେ ରୁଷରେ ଗୃହଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ରୁଷରେ ମିଲିଟାରୀ ଶାସନ ଚାଲିଥିବାବେଳେ ଏହାକୁ ହଟାଇବା ପାଇଁ ୱାଗନର ଗ୍ରୁପ୍ ଅଭିଯାନ ଆରମ୍ଭ…
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ସୂଚନା ଦେଲେ ଆଞ୍ଚଳିକ ପାଣିପାଗ ବିଭାଗ
ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ବଙ୍ଗୋପସାଗର ତଥା ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଛି । ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।…
ପୋଲିସର ଅଜବ କାରନାମା: ଡକାୟତି, ଦେହ ବେପାର, ଯୌନ ଶୋଷଣ ପରି ଭୟାନକ ଅପରାଧରେ ସଂପୃକ୍ତ
ବାରଣାସୀ: ଜନତାଙ୍କ ଜୀବନ ଓ ସଂପତ୍ତିର ସୁରକ୍ଷା କରିବା ପୋଲିସର କାମ କିନ୍ତୁ ପୋଲିସ ରକ୍ଷାକାରୀ ହୋଇ ଯଦି ଭକ୍ଷକ ସାଜେ । ଏହିପରି ଭୟାନକ ଚିତ୍ର ଆସିଛି ବାରଣାସୀରୁ । ଏବେ ବାରଣାସୀ କମିଶନରେଟ୍ ପୋଲିସ କର୍ମୀଙ୍କୁ ନେଇ…
ଆଉ ଏକ ଟ୍ରେନ ଦୁର୍ଘଟଣା: ଦୁଇଟି ରେଳ ଧକ୍କାରେ ଓଲଟି ପଡିଲା ୧୨ଟି ବଗି
କୋଲକାତା: ବାହାନଗା ରେଳ ଦୁର୍ଘଟଣା ପରେ ବର୍ତ୍ତମାନ ପଶ୍ଚିମବଙ୍ଗର ବାଙ୍କୁରା ନିକଟରେ ଅନ୍ୟ ଏକ ଦୁର୍ଘଟଣା ସାମ୍ନାକୁ ଆସିଛି। ରବିବାର ସକାଳେ ଦୁଇଟି ମାଲବାହୀ ଟ୍ରେନ୍ ପରସ୍ପର ସହ ଧକ୍କା ହେବା ଫଳରେ ଅନେକ ବଗି ଓଲଟି…
ଦୁଲିପ ଟ୍ରଫି: ପୂର୍ବାଞ୍ଚଳ ଦଳରେ ଓଡିଶାର ସୂର୍ଯ୍ୟକାନ୍ତ ପ୍ରଧାନ
କଟକ: ଚଳିତ ଜୁନ ମାସ ୨୮ ତାରିଖରୁ ବେଙ୍ଗାଲୁରରେ ଅନୁଷ୍ଠିତ ହେବାକୁ ଥିବା ଘରୋଇ ଦୁଲିପ ଟ୍ରଫି କ୍ରିକେଟ ପ୍ରତିଯୋଗିତା ପାଇଁ ପୂର୍ବାଞ୍ଚଳରେ ଦଳରେ ସାମିଲ ହୋଇଛନ୍ତି ଓଡିଶାର ପେସ୍ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ।…
୩ଘଣ୍ଟା ପର୍ଯ୍ୟନ୍ତ ଟ୍ୱିନ୍ ସିଟିରେ ଲାଗି ରହିବ ବର୍ଷା! ଏହି ଜିଲ୍ଲାମାନଙ୍କୁ ଜାରି ହେଲା ଆଲର୍ଟ
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । କଟକ, ଭୁବନେଶ୍ୱରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ସେହିପରି ଅନ୍ୟାନ୍ୟ ଜିଲ୍ଲାରେ ମୌସୁମୀ…
ଫୋନ୍ ରେ ବର୍ଷା ପାଣି ପଶି ଯାଇଥିଲେ ଚିନ୍ତା କରନ୍ତୁନି, ଆପଣାନ୍ତୁ ଏହି ଉପାୟ ଦେଖିବେ ଫୋନ୍ ପୁଣି ପୂର୍ବ ପରି ଚାଲିବ
ଏବେ ବର୍ଷା ଋତୁ ଆରମ୍ଭ ହୋଇଗଲାଣି । ତେଣୁ ବର୍ଷାରେ ସମସ୍ତେ ନିଜକୁ ସୁରକ୍ଷା ଦେବା ସହ ଇଲେକ୍ଟ୍ରୋନିକ୍ ଆସବାବପତ୍ରକୁ ବି ସୁରକ୍ଷା ଦେବା ଜରୁରୀ । ଏହି ଇଲେକ୍ଟ୍ରୋନିକ୍ ଆସବାବ ପତ୍ରରେ ମୋବାଇଲ୍ ଫୋନ୍ ସବୁଠାରୁ…
ଆଜି ଏକାଦଶ ଶତାବ୍ଦୀର ଅଲ-ହକିମ ମସଜିଦ ଯିବେ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରପତି ଅଲ-ସିସି ସହ କରିବେ ସାକ୍ଷାତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଜିପ୍ଟ ଗସ୍ତର ଆଜି ଦ୍ୱିତୀୟ ଏବଂ ଶେଷ ଦିନ। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏକାଦଶ ଶତାବ୍ଦୀର ଐତିହାସିକ ଅଲ-ହାକିମ ମସଜିଦ ପରିଦର୍ଶନ କରିବେ, ଯାହା ଭାରତୀୟ ବୋହରା…
ପୁଟିନଙ୍କ ଶକ୍ତି ଆଗରେ ହାର ମାନିଲେ ବିଦ୍ରୋହୀ: କ୍ୟାମ୍ପକୁ ଫେରିଲେ ବିଦ୍ରୋହୀ, କହିଲେ ୟୁକ୍ରେନରେ ଯୁଦ୍ଧ ଜାରି ରହିବ
ନୁଆଦିଲ୍ଲୀ: ଋଷରେ ଦେଖା ଦେଇଥିବା ବିଦ୍ରୋହ ପୁଟିନଙ୍କ ଶକ୍ତି ଆଗରେ ମୁଣ୍ଡ ନୁଆଁଇଛନ୍ତି । ଘରୋଇ ସେନା ସଂଗଠନ ବିଦ୍ରୋହ କରିବା ପରେ ପୁଟିନ୍ ଏକ ବଡ଼ ସଙ୍କଟ ମଧ୍ୟରେ ଫସିବାକୁ ଯାଉଛନ୍ତି ବୋଲି କୁହାଯାଉଥିଲା । କିନ୍ତୁ…
ରାମ ଭକ୍ତଙ୍କ ପାଇଁ IRCTC ର ଉପହାର, ୧୩ ହଜାରରେ କରନ୍ତୁ ଏହି ତୀର୍ଥ ସ୍ଥଳର ଯାତ୍ରା
ନୂଆଦିଲ୍ଲୀ: ରାମ ଭକ୍ତଙ୍କ ପାଇଁ ଏକ ଖୁସି ଖବର ଅଛି। ଭାରତୀୟ ରେଳବାଇର ଏକ ଉଦ୍ୟୋଗ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ରାମ ଭକ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଆଣିଛି। ଏହି…