Browsing Category

Breaking News

୧୯ଟି ଟ୍ରେନ୍ ହେଲା ବାତିଲ୍, ଆପଣଙ୍କ ସହର ଦେଇ ଯାଉଥବା ଗାଡ଼ି ରହିଛି କି ସାମିଲ? ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ପକ୍ଷରୁ କୃଷକ ଆନ୍ଦୋଳନ କାରଣରୁ ପଞ୍ଜାବ ଓ ହରିୟାଣା ଯାଉଥିବା ୧୯ଟି ଟ୍ରେନ୍ କୁ ବାତିଲ୍ କରିଛନ୍ତି । ଉତ୍ତର ରେଳ ରେଲୱେର ଫିରୋଜପୁର ମଣ୍ଡଳରେ କୃଷକ ମାନଙ୍କ ଆନ୍ଦୋଳନକୁ ଦୃଷ୍ଟିରେ…

କାବୁଲରୁ ଫେରିଲେ ୧୬୮ ଯାତ୍ରୀ, ଏଥିରେ ଅଫଗାନ୍ ନାଗରିକ ବି ରହିଥିବା ସୂଚନା

ନୂଆଦିଲ୍ଲୀ: କାବୁଲରୁ ୧୬୮ ଯାତ୍ରୀଙ୍କୁ ଧରି ବାୟୁସେନାରେ ସି-୧୭ ବିମାନ ଜରିଆରେ ଫେରାଇ ଆଣିଛି । ବିମାନଟି ଆଜି ଗାଜିଆବାଦ୍ ସ୍ଥିତ ହିଣ୍ଡନ୍ ଆଇଏଏଫ୍ ବେସରେ ପହଞ୍ଚିଛି । ବିମାନରେ ୧୦୭ ଭାରତୀୟ ଥିବା ବୈଦେଶିକ…

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ମୃତ୍ୟୁ ୬୯

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ଲଗାତାର ୬୦ ଅତିକ୍ରମ କରୁଥିବା ଦେଖିବାକୁ ମିଳୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ…

ରାଜ୍ୟରେ ପୁଣି ଚିହ୍ନଟ ହେଲେ ୮୫୩ କରୋନା ସଂକ୍ରମିତ

ଭୁବନେଶ୍ୱର(ଓଡିଶା ଭାସ୍କର): ପୁଣି ରାଜ୍ୟରେ କରୋନାର ଉପର ତଳ ଖେଳ ଆରମ୍ଭ ହୋଇଗଲାଣି । ଲଗାତର ୬ ଦିନ ଧରି ଦୈନିକ ସଂକ୍ରମଣ ହଜାରେ ଉପରେ ରହିଥିଲା । ଏବେ ତିନିଦିନ ହେଲା ହଜାରେ ତଳକୁ ସଂକ୍ରମଣ ଖସିଛି । ଗତକାଲି…

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପ୍ରଥମ ପର୍ଯ୍ୟାୟ ତଦନ୍ତ ସାରି କଟକ ଫେରିଲା କ୍ରାଇମବ୍ରାଞ୍ଚ ଟିମ୍

କଟକ (ଭାସ୍କର ନ୍ୟୁଜ୍) : ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି । ଶନିବାର ଏହାର ପ୍ରଥମ ପର୍ଯ୍ୟାୟ ତଦନ୍ତ ସାରି କଟକ…

ଅନୁଭବ-ବର୍ଷା ବିବାଦ: ଶେଷ ହେଲା କାଉନ୍‌ସେଲିଂ, ୨୭ରେ ମାମଲାର ଶୁଣାଣି

ଭୁବନେଶ୍ୱର ( ଭାସ୍କର ନ୍ୟୁଜ୍‌) : ବର୍ଷା ଓ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାରେ କାଉନ୍‌ସେଲିଂ ଶେଷ ହୋଇଥିବା ବେଳେ ଆସନ୍ତା ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । କାଉନ୍‌ସେଲିଂ ରିପୋର୍ଟ ଆଧାରରେ ମାମଲାର…

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀ ଓ ଡିଏଫଓଙ୍କ ହୋଇପାରେ ଲାଇ ଡିଟେକସନ୍‌ ଟେଷ୍ଟ

ପାରଳାଖେମୁଣ୍ଡି (ଭାସ୍କର ନ୍ୟୁଜ୍): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି । ଏହି କ୍ରମରେ ପାରଳାଖେମୁଣ୍ଡି ଡିଏଫଓ…

ଆହୁରି ଶକ୍ତିଶାଳୀ ହେବେ ଆତଙ୍କୀ: ତାଲିବାନ୍‌ରେ ମିଶିଲେ ହଶମତ୍‌ ଘନି

ଆଫଗାନିସ୍ତାନ: ନିଜ ଜୀବନକୁ ବଞ୍ଚାଇବା ପାଇଁ ତାଲିବାନଙ୍କ କବଳରୁ ଖସି ଆବୁଧାବିରେ ଆତ୍ମଗୋପନ କରିଥିବା ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ସାନ ଭାଇ ହଶମତ ଘନି ଅହମଜଇ ତାଲିବାନଙ୍କ ସହ ହାତ…

ପୂର୍ବ ଉପକୂଳରେ ହାଇଆଲର୍ଟ: ମାଡ଼ିଆସୁଛି ସାମୁଦ୍ରିକ ଝଡ଼ ‘ହେନେରୀ’!

ୱାସିଂଟନ : ସାମୁଦ୍ରିକ ଝଡ ହେନେରୀକୁ ନେଇ ଚେତାବନୀ ଦେଇଛନ୍ତି ମେଟୋଲୋଜି ବିଭାଗ । ଏହାର ଗତିବିଧି ଉପରେ ତୀକ୍ଷ୍ଣ ଦୃଷ୍ଟି ଦିଆଯାଇଛି ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏନେଇ ଆମେରିକାର ପୂର୍ବ ଉପକୂଳରେ…

ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ପରଲୋକ, ୩ ଦିନିଆ ରାଜ୍ୟସ୍ତରୀୟ ଶୋକ ପାଳନ

ଲକ୍ଷ୍ନୌ (ଭାସ୍କର ନ୍ୟୁଜ୍) : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନ ଓ ହିମାଚଳ ପ୍ରଦେଶର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂଙ୍କର ୮୯ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ କିଛିଦିନ ହେବ ଲକ୍ଷ୍ନୌ…