fbpx
Browsing Category

Breaking News

ପ୍ରକୃତିର ଏ କି ଅବିଚାର! ଗୋଟିଏ ପଟେ ଶୁଭୁଥିଲା ‘ୟଶ୍’ର ଭୟଙ୍କର ଗର୍ଜନ, ଅନ୍ୟ ପଟେ ରାସ୍ତାରେ ଶୁଣିବାକୁ ମିଳିଲା ନବଜାତକର କ୍ରନ୍ଦନ

ଭୁବନେଶ୍ୱର, (ଓଡିଶା ଭାସ୍କର): ସାମୁଦ୍ରିକ ଝଡ଼ ‘ୟଶ୍’ ଯେ କେବଳ ବର୍ଷା, ପବନ ଦ୍ୱାରା ଘରଦ୍ୱାରା, ରାସ୍ତାଘାଟ ଭଙ୍ଗାରୁଜା କରି କ୍ଷୟକ୍ଷତି ଘଟାଇଥିଲା ତା’ ନୁହେଁ, ଗୋଟିଏ ନିରୀହ ମାଆକୁ ନିଜର ସନ୍ତାନ ପ୍ରସବରୁ ବଞ୍ଚିତ…

ନାରଦା କେସ୍: ୪ ଟିଏମସି ନେତାଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କଲେ ହାଇକୋର୍ଟ

କୋଲକାତା: ନାରଦା ମାମଲାରେ ୪ ଟିଏମସି ନେତାଙ୍କୁ କୋଲକାତା ହାଇକୋର୍ଟ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । ତେବେ କୋଲକାତା ହାଇକୋର୍ଟର ୫ ଜଣିଆ ଖଣ୍ଡପୀଠ ଜାମିନ ପ୍ରଦାନ ଅବସରରେ ଏହି ନେତାମାନଙ୍କୁ ସାମ୍ବାଦିକଙ୍କ ସହ…

ଏହି ଅଭିନେତ୍ରୀଙ୍କ ବ୍ରାଇଡାଲ୍ ଲୁକ୍ ସତେଯେମିତି ଐଶ୍ୱର୍ଯ୍ୟା ରାୟଙ୍କ ଜେରକ୍ସ କପି, ଚିହ୍ନନ୍ତୁ, ଫଟୋରେ ଥିବା ଅଭିନେତ୍ରୀ ଜଣକ କିଏ?

ନୂଆଦିଲ୍ଲୀ: ୨୦୦୫ ମସିହାରେ ସଲମାନଙ୍କ ଖାନଙ୍କ ସହ ‘ଲକି: ନୋ ଟାଇମ୍ ଫର୍ ଲଭ୍’ରେ ବଲିଉଡରେ ଡେବ୍ୟୁ କରିଥିଲେ ସେ । ଆଜିକାଲି ଏହି ଅଭିନେତ୍ରୀଙ୍କ ବିବାହ ପୂର୍ବର ଫଟୋସୁଟକୁ ନେଇ ଚାରିଆଡ଼େ ଚାଲିଛି ଚର୍ଚ୍ଚା । ସୋସିଆଲ…

୧ ସପ୍ତାହ ପାଇଁ ଘୁଞ୍ଚିଲା ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟିକା ପାଇଁ ଆଜି ହେବାକୁ ଥିବା ଗ୍ଲୋବାଲ୍ ଟେଣ୍ଡର୍ କୁ ଘୁଞ୍ଚାଇଲେ ରାଜ୍ୟ ସରକାର । ଏହାକୁ ୧ ସପ୍ତାହ ପାଇଁ ଘୁଞ୍ଚାଇ ଦିଆଯାଇଛି । ତେବେ ଟିକାକରରକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ…

ପଇଡ଼ ପାଣି ନା ଲେମ୍ବୁ ପାଣି, କିଏ ବଢ଼ାଏ ଶରୀରର ରୋଗ ପ୍ରତିରୋଧକ ଶକ୍ତି ?

ଓଡ଼ିଶା ଭାସ୍କର ବ୍ୟୁରୋ: କରୋନା ସମୟରେ ଲୋକ ମାନେ ସ୍ୱାସ୍ଥ୍ୟକୁ ନେଇ ଟିକେ ଅଧିକ ସଚେତନ ହୋଇଯାଇଛନ୍ତି । ସେହିପରି ଆକ୍ରାନ୍ତ ମାନଙ୍କ ଠାରେ ଅକ୍ସିଜେନ୍ ଲେବଲ୍ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ତେବେ ଏହି ସମୟରେ…

ବାତ୍ୟାଞ୍ଚଳ ଅଲଗା ଅଲଗା ପରିଦର୍ଶନ କରିବେ ମୋଦୀ-ମମତା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ୟଶ୍ ଦ୍ୱାରା ପ୍ରଭାବିତ ହୋଇଥିବା ଦୁଇ ରାଜ୍ୟ; ଓଡିଶା ଏବଂ ପଶ୍ଚିମବଙ୍ଗରେ ବାତ୍ୟା ସମୀକ୍ଷା କରିବେ । ବର୍ତ୍ତମାନ ସେ ଓଡିଶାରେ ପହଞ୍ଚି ସାରିଛନ୍ତି । ଆଉ କିଛି…

ଚାଲିଗଲା ସାମୁଦ୍ରିକ ଝଡ଼ ‘ୟଶ୍’, ଏବେ ଆସିବ ମୌସୁମୀ: ଆସନ୍ତା ୪ ଦିନ ମଧ୍ୟରେ କେରଳ ଛୁଇଁବ ବୋଲି ସୂଚନା ଦେଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: : ଆସନ୍ତା ୩୧ ତାରିଖରେ କେରଳ ଛୁଇଁବ ମୌସୁମୀ । ‘ତଉକ୍ତେ’, ‘ୟଶ୍’ ଭଳି ଭୟଙ୍କର ସାମୁଦ୍ରିକ ଝଡ଼ ପାଇଁ ପାଗରେ କିଛିମାତ୍ରାରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ସୋମବାର ଦିନ ମୌସୁମୀ କେରଳ ଛୁଇଁବ ବୋଲି ଭାରତୀୟ…

ଯୋଗ ଓ ଆୟୁର୍ବେଦରେ ସୁସ୍ଥ ହୋଇଛନ୍ତି ୯୦%, ଏଲୋପାଥିକରେ ସୁସ୍ଥ ହୋଇଛନ୍ତି ୧୦%: ବାବା ରାମଦେବ

ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ମଧ୍ୟରେ ଆୟୁର୍ବେଦିକ ଏବଂ ଏଲୋପାଥିକ୍ ମଧ୍ୟରେ ବିବାଦ ଲାଗି ରହିଛି । ଏହି ପରିପ୍ରେକ୍ଷୀରେ ଯୋଗଗୁରୁ ବାବା ରାମଦେବ ଏବଂ ଆଇଏମଏ ମଧ୍ୟରେ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ।…

ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କୁ ସ୍ୱାଗତ କରିବା ପାଇଁ ଏୟାରପୋର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ, ରାଜ୍ୟପାଳ ଗଣେଶୀଲାଲ୍,…

ଆଜି ଖୋଲିବ ଗ୍ଲୋବାଲ୍ ଟେଣ୍ଡର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପୂର୍ବାହ୍ଣ ୧୧ଟାରେ ଖୋଲିବ ଟିକାକରଣ ନେଇ ଗ୍ଲୋବଲ୍ ଟେଣ୍ଡର । ରାଜ୍ୟ ସରକାରଙ୍କୁ କେଉଁ କେଉଁ କମ୍ପାନି ଟିକା ଦେବେ ସେ ସଂକ୍ରାନ୍ତରେ ଆଜି ସନ୍ଧ୍ୟା ୫ଟାରେ ଜଣାପଡ଼ିବ । ପ୍ରଥମେ ସକାଳ…