Browsing Category
Breaking News
ପୁଣି ଫସିଲେ NCBର ପୂର୍ବତନ ଜୋନାଲ ଡାଇରେକ୍ଟର ୱାଙ୍ଖେଡ଼େ, ବେଆଇନ ବାର ଲାଇସେନ୍ସ ମାମଲାରେ ଦାଖଲ ହେଲା FIR
ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ପୂର୍ବତନ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖେଡ଼େଙ୍କ ପାଇଁ ପୁଣି ଏକ ସମସ୍ୟା ସୃଷ୍ଟି ହୋଇଛି । ବେଆଇନ ବାର ଲାଇସେନ୍ସ ମାମଲାରେ ସମୀରଙ୍କ ନାମରେ ଏଫଆଇଆର ଦାୟର…
୧୨ଟା ସୁଦ୍ଧା ୪୫% ମତଦାନ, ପୋଲିସକୁ ହୋଇଛି ଟେକାପଥର ମାଡ଼
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ଜାରି ରହିଛି । ଦିନ ୧୨ଟା ସୁଦ୍ଧା ୪୫ ପ୍ରତିଶତରୁ ଉଦ୍ଧ୍ୱର୍ ମତଦାନ ହୋଇଛି । ଗୋଟିଏ ଜିଲ୍ଲାକୁ ଛାଡ଼ି ସବୁ ସ୍ଥାନରେ ମତଦାନ…
ବାରମ୍ବାର କହିବା ପରେ ବି ପର ପୁରୁଷ ସହ କଥା ହେଉଥିଲା ପତ୍ନୀ, ହାଇକୋର୍ଟ ଦେଲେ ଛାଡ଼ପତ୍ରକୁ ମଞ୍ଜୁରୀ
ଥିରୁବନନ୍ତପୁରମ୍: କେରଳ ହାଇକୋର୍ଟ ନିଜର ଏକ ମାମଲାର ଶୁଣାଣି ବେଳେ ଗୋଟିଏ ଦମ୍ପତିକୁ ଛାଡ଼ପତ୍ର ପାଇଁ ମଞ୍ଜୁରୀ ଦେଇଛନ୍ତି ଏବଂ କହିଛନ୍ତି ଯେ, ସ୍ତ୍ରୀ ଯଦି ସ୍ୱାମୀର ବାରମ୍ବାର କହିବା ସତ୍ତେ୍ୱ ଅନ୍ୟ ପୁରୁଷ ସହିତ କଥା…
ଆଜି ପୁଣି କରୋନାରେ ୧୭ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍…
ଚାକିରିଆଙ୍କ ପାଇଁ ବଡ଼ ଖବର: ଏପ୍ରିଲ ୧ରୁ PF ଆକାଉଣ୍ଟରେ ବି ଲାଗିବ ଟ୍ୟାକ୍ସ, ଜାଣନ୍ତୁ ନୂଆ ନିୟମ
ନୂଆଦିଲ୍ଲୀ: ଚାକିରିଆଙ୍କ ପାଇଁ ବଡ଼ ଖବର । ଏବେ ପିଏଫ୍ ଆକାଉଣ୍ଟରେ ଅଧିକ ଟଙ୍କା ଯୋଡ଼ିବା ମହଙ୍ଗା ପଡିପାରେ । ଆକାଉଣ୍ଟରେ ଆବଶ୍ୟକତାଠାରୁ ଅଧିକ ପରିମାଣର ଟଙ୍କା କାଟିବା ଉପରେ ଟ୍ୟାକ୍ସ ଆଦାୟ କରିବ ଆୟକର ବିଭାଗ ।…
(Video)ମା’-ଝିଅଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ମୁଁ ଧାରଣାରେ ବସିବି, ନଚେତ୍ ଆତ୍ମାହୂତି ଦେବି: ସୌମ୍ୟଙ୍କ ମାଆ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଡେଲ୍ ତଥା ଯୁବ ବ୍ୟବସାୟୀ ସୌମ୍ୟଙ୍କ ଆତ୍ମହତ୍ୟା ଘଟଣା ଏବେ ଚର୍ଚ୍ଚାରେ ରହିଛି । ପୁଅର ମୃତ୍ୟୁକୁ ନେଇ ସବୁଠୁ ଅଧିକ ମର୍ମାହତ ହୋଇଥିବା ତାଙ୍କ ପରିବାର ଲୋକ ବିଶେଷ କରି ତାଙ୍କ ବାପା ଏବଂ…
ବିଶ୍ୱ ବୈଷ୍ଣବ ସମ୍ମିଳନୀରେ ଯୋଗଦେଲେ ରାଷ୍ଟ୍ରପତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଶ୍ୱ ବୈଷ୍ଣବ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ପୁରୀ ଶରଧାବାଲିରେ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ…
ରାଜସ୍ଥାନରେ ବଡ଼ ଦୁର୍ଘଟଣା: ନଦୀରେ ବୁଡ଼ିଲା କାର, ବର ସହିତ ଚାଲିଗଲା ୯ ଜୀବନ
କୋଟା: ରାଜସ୍ଥାନ କୋଟାର ନୟାପୁର ଥାନା ସ୍ଥିତ ଚମ୍ବଲର ଛୋଟ କୁଲଭର୍ଟରେ ବଡ଼ ଦୁର୍ଘଟଣା । ବିଳମ୍ବିତ ରାତିରେ ବାହାଘରକୁ ଯାଉଥିବା ଏକ କାର ନଦୀରେ ଖସି ପଡିବାରୁ ବର ସହିତ ୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।…
୩ ସାମ୍ବାଦିକଙ୍କୁ ଆକ୍ରମଣ, ବଢ଼ୁଛି ନିର୍ବାଚନୀ ହିଂସା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଆକ୍ରମଣର ଶିକାର ହୋଇଛନ୍ତି ସାମ୍ବାଦିକ । ଯାଜପୁର ଜିଲ୍ଲା ବାଛଳ ପଞ୍ଚାୟତରେ ୩ ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି । ୩ ଜଣ ସାମ୍ବାଦିକ ରାଜ୍ୟର ତିନୋଟି ପ୍ରମୁଖ…
କୋରେଇ BDOଙ୍କୁ ଆକ୍ରମଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଜାରି ରହିଥିବା ବେଳେ ଅନେକ ସ୍ଥାନରେ ଗଣ୍ଡଗୋଳ, ହିଂସା ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ଆଜି ଆକ୍ରମଣର ଶିକାର ହୋଇଛନ୍ତି କୋରେଇ ବିଡିଓ । ଗୋଳେଇପୁର…