Browsing Category
Breaking News
ଖୋଲା ଡ୍ରେନରେ ଖସିପଡି ପୂର୍ବତନ ବିଧାୟକ ଗୁରୁତର, ସାମ୍ନାକୁ ଆସିଲା ଭିଡିଓ
ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ଖୋଲାପଡିଥିବା ଡ୍ରେନ୍ ଦୁର୍ଘଟଣାର କାରଣ ସାଜୁଛି । ଖୋଲାପଡିଥିବା ଏକ ଡ୍ରେନରେ ଖସିପଡି ଗୁରୁତର ଆହତ ହୋଇଛନ୍ତି ପୂର୍ବତନ ବିଧାୟକ ଭଗବାନ ସିଂହ କୁଶୱାହା । ଦୁର୍ଘଟଣାର ଶିକାର ହେବା…
କନ୍ନଡ୍ ଅଭିନେତା ପୁନିଥ୍ ରାଜକୁମାରଙ୍କ ପରଲୋକ
ନୂଆଦିଲ୍ଲୀ: କନ୍ନଡ ସିନେମାର ପାୱାର୍ ଷ୍ଟାର୍ କୁହାଯାଉଥିବା ଅଭିନେତା ପୁନିଥ୍ ରାଜକୁମାରଙ୍କ ଶୁକ୍ରବାର ଦିନ ନିଧନ ହୋଇଯାଇଛି । ଅକ୍ଟୋବର ୨୯ ତାରିଖରେ ତାଙ୍କ ହୃଦଘାତ ହୋଇଥିବା ବେଳେ ତାଙ୍କୁ ବେଙ୍ଗାଲୁରୁର ଏକ…
ସରକାରୀ କର୍ମଚାରୀଙ୍କୁ ଦୀପାବଳୀ ଉପହାର: ବୋନସ୍ ସହିତ ମିଳିବ ୩ ମାସର ବକେୟା DA ଟଙ୍କା, ଜାଣନ୍ତୁ କେବେ
ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କୁ ଦୀପାବଳୀ ପୂର୍ବରୁ ବଡ଼ ଖୁସିଖବର ମିଳିବାକୁ ଯାଉଛି । ସରକାରୀ କର୍ମଚାରୀଙ୍କର ଏବର୍ଷ ଦୀପାବଳୀ ଧମାକେଦାର ହେବ । କର୍ମଚାରୀଙ୍କ ଦରମା ୨ ଦିନ ପରେ ଅର୍ଥାତ୍ ଅକ୍ଟୋବର ୩୧ରେ ମିଳିଯିବ…
ସବୁଜ ବାଣ ଉପରେ ନିଷ୍ପତ୍ତି ନେବେ ଏସଆରସି: ହାଇକୋର୍ଟ
କଟକ(ଓଡ଼ିଶା ଭାସ୍କର): ଦୀପାବଳୀରେ ବାଣ ଫୁଟାଇବାକୁ ନେଇ କେତେକ ରାଜ୍ୟରେ କଟକଣା ଲାଗିଛି ତ ଆଉ କେତେକ ରାଜ୍ୟରେ ନିଷ୍ପତ୍ତି ଝୁଲନ୍ତା ଅବସ୍ଥାରେ ରହିଛି । ଏହାରି ମଧ୍ୟରେ ଓଡ଼ିଶା ହାଇକୋର୍ଟରେ ସବୁଜ ବାଣକୁ ଅନୁମତି…
ଆସନ୍ତା ପଞ୍ଚାୟତ ନିର୍ବାଚନରେ ୩ ଦିନ ଧରି ଚାଲିବ ଭୋଟ ଗଣତି, ବାଲଟ ପେପରରେ ହେବ ମତଦାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୨ ପଞ୍ଚାୟତ ନିର୍ବାଚନ ଭୋଟ ଇଭିଏମ୍ ନୁହେଁ ବାଲଟ ପେପରରେ ହେବ । ଏଥିସହ ଭୋଟ ଗଣତି ୩ ପର୍ଯ୍ୟନ୍ତ ଜାରି ରହିବ । ତେବେ ପ୍ରଥମ ଥର ବ୍ଲକ ସ୍ତରରେ ଭୋଟ ଗଣତି ହେବାକୁ ଯାଉଥିବାରୁ…
୩୦୦ ବିଲିୟନ୍ ଡଲାର୍ ପାର୍ କଲା ଏଲନ୍ ମସ୍କଙ୍କ ସମ୍ପତ୍ତି, ଭାରତର ଟପ୍-୬ ଅରବପତିଙ୍କ ଠାରୁ ବି ଅଧିକ ମସ୍କଙ୍କ ଧନ-ଦୌଲତ
ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ କାର୍ ନିର୍ମାଣ କରୁଥିବା କମ୍ପାନୀ ଟେସଲାର ସିଇଓ ଏଲନ୍ ମସ୍କଙ୍କ ସମ୍ପତ୍ତି ୩୦୦ ବିଲିୟନ୍ ଡଲାର୍ ପାର୍ କରିଛି । ଦୁନିଆରେ ଏହା ପ୍ରଥମ ଥର ଏପରି ହୋଇଛି ଯେ, କୌଣସି ବ୍ୟବସାୟୀ ଏହି ସଫଳତା…
ଗୋଲ୍ଡ ଜମାକାରୀଙ୍କ ମୃତ୍ୟୁ ଓ ଅର୍ଥ ଉଠାଣକୁ ନେଇ ବଦଳିଲା ନିୟମ: ଜାଣନ୍ତୁ କ’ଣ କହିଲା RBI
ନୂଆଦିଲ୍ଲୀ: ଗୋଲ୍ଡ ଡିପୋଜିଟ୍ ସ୍କିମରେ ନିବେଶ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ଏଣିକି ଜମାକାରୀଙ୍କ ମୃତ୍ୟୁ ପରେ ଲକ ଇନ୍ ପିରିୟଡ ପୂର୍ବରୁ ଟଙ୍କା ଉଠାଇ ପାରିବେ ପରିବାରବର୍ଗ ।…
ଫେସବୁକରେ ଆପଣ ପ୍ରତିଦିନ ଫଟୋ-ଭିଡିଓ ଦେଖନ୍ତି…ଜାଣନ୍ତୁ ଏହିସବୁରୁ କମ୍ପାନୀ କେତେ ରୋଜଗାର କରିଥାଏ?
ନୂଆଦିଲ୍ଲୀ: ବର୍ତ୍ତମାନ ଫେସବୁକ୍ ପ୍ରାୟତଃ ସମସ୍ତଙ୍କ ସ୍ମାର୍ଟଫୋନରେ ଏକ କମନ୍ ଆପ୍ କହିଲେ ଚଳେ । କାରଣ ଖୁବ୍ କମ୍ ଲୋକ ଅଛନ୍ତି ଯେଉଁ ମାନେ ଫେସବୁକ୍ ବ୍ୟବହାର କରୁନାହାନ୍ତି । ଆଜିକା ସମୟରେ ଫେସବୁକ୍ ହେଉଛି…
ରାଜ୍ୟରେ କରୋନା ନେଲା ୩ ଜଣଙ୍କ ଜୀବନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…
ପାମ୍ପଡ଼ ଖାଇବା ଦ୍ୱାରା ବଢ଼ିଥାଏ ହାର୍ଟ ଓ କିଡ଼ନୀ ସମସ୍ୟା, ଜାଣନ୍ତୁ ଅନ୍ୟ ବିପଦ ସମ୍ପର୍କରେ..
ଅଧିକାଂଶ ଲୋକେ ପାମ୍ପଡ଼ ଅଧିକ ପସନ୍ଦ ହୋଇଥାଏ ଓ ସେମାନେ ଦିନସାରା ଏହାକୁ ଖାଇଥାନ୍ତି । କିନ୍ତୁ ଆପଣଙ୍କ ଏହି ଅଭ୍ୟାସ ଆପଣଙ୍କ ପାଇଁ ମହଙ୍ଗା ପଡିପାରେ । କାରଣ ଅଧିକ ପାମ୍ପଡ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ…