Browsing Category
Breaking News
ପ୍ରକାଶ ପାଇଲା ଓଜେଇଇ ପରିଚାଳିତ B.CAT ରେଜଲ୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଜେଇଇ ପରିଚାଳିତ B.CAT ରେଜଲ୍ଟ ଆଜି ପ୍ରକାଶ ପାଇଛି । ରାଙ୍କ ଅନୁସାରେ ପରୀକ୍ଷାର୍ଥୀ କଟକ ସ୍ଥିତ ବିପିଏଫଟିଆଇଓରେ ନାମ ଲେଖାଇବେ । ପରୀକ୍ଷା ଦେଇଥିବା ୯୭ ଜଣଙ୍କୁ ମାର୍କ ଅନୁସାରେ…
ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ
ଅନୁଗୁଳ(ଓଡ଼ିଶା ଭାସ୍କର): ଗାଁ ପୋଖରୀରେ ବୁଡ଼ିଯିବାରୁ ୨ ନାବାଳିକାଙ୍କର ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଠାକୁରଗଡ଼ ଥାନା କନ୍ତପଡ଼ା ଗାଁରେ ଘଟିଯାଇଛି । ମୃତକ ଉଭୟ ଝିଅଙ୍କ ବୟସ ୧୨ ବର୍ଷ ହୋଇଥିବା ସୂଚନା…
ବ୍ରହ୍ମୋସ ଅତ୍ୟାଧୁନିକ ଭର୍ସନର ପରୀକ୍ଷଣ
ଚାନ୍ଦିପୁର(ଓଡ଼ିଶା ଭାସ୍କର): ବ୍ରହ୍ମୋସ କ୍ରୁଜ ମିଜାଇଲର ଅତ୍ୟାଧୁନିକ ଭର୍ସନର ବ୍ୟବହାରିକ ପରୀକ୍ଷଣ ହୋଇଛି । ବ୍ରହ୍ମୋସ ମିଜାଇଲର ଅତ୍ୟାଧୁନିକ ଭର୍ସନ ଏସଏଲସିଏମର ପରୀକ୍ଷଣ ହୋଇଥିବା ଜଣାପଡିଛି । ଚାନ୍ଦିପୁରର ୩…
ଲୋକପ୍ରିୟ କୋରିଓଗ୍ରାଫର ପୁନିତ୍ ପାଠକ ନିଜ ପତ୍ନୀ ସହ କରୁଥିଲେ ରୋମାନ୍ସ, ବେଡରୁମର ପ୍ରାଇଭେଟ୍ ଭିଡିଓ ହେଲା ଭାଇରାଲ
ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ କୋରିଓଗ୍ରାଫର ପୁନିତ୍ ପାଠକ ନିଜ କାମକୁ ନେଇ ଖୁବ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ତାଙ୍କ ପତ୍ନୀ ଏପରି ଏକ ଭିଡିଓ ସେୟାର କରିଛନ୍ତି, ଯାହା ଦେଖି ଲୋକେ ମଧ୍ୟ ଲାଜେଇ ଯାଇଛନ୍ତି ।…
ସ୍କ୍ରାପ ପଲିସି ଯୋଗୁଁ କ୍ଷତିରେ ପଡ଼ିବେ ଲୋକେ, ଜାଣନ୍ତୁ କାହିଁକି ଏପରି କହିଲେ ମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଆସନ୍ତାବର୍ଷ ଏପ୍ରିଲମାସରୁ ନୂଆ ସ୍କ୍ରାପ୍ ନୀତି ଲାଗୁ ହେବ । କିନ୍ତୁ ରାଜ୍ୟରେ ଏହା ଲାଗୁ ହେବ କି ନାହିଁ, ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଏନେଇ…
ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କଲା ବିଜେପି
ନୂଆଦିଲ୍ଲୀ: ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କଲା ବିଜେପି । କମିଟିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୮୦ ଜଣଙ୍କ ନାଁ ରହିଛି । ଏହି କମିଟିରେ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର…
ସାମ୍ନାକୁ ଆସିଲା ଅନଲାଇନ୍ ପାଠପଢ଼ାର ସତ, କେନ୍ଦ୍ରକୁ ରିପୋର୍ଟ ଦେଲା ଓଡ଼ିଶା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ପାଇଁ ଶିକ୍ଷା ବ୍ୟବସ୍ଥା ବିଶେଷ ପ୍ରଭାବିତ ହୋଇଛି । ଏଥିରେ ସୁଧାର ଆଣିବା ପାଇଁ ସମଗ୍ର ଦେଶରେ ଅନଲାଇନ୍ ପାଠପଢ଼ା ଆରମ୍ଭ କରିଥିଲେ ସରକାର । କିନ୍ତୁ ଏହି ଅନଲାଇନ୍…
ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: କିଏ ଏହି ଅନ୍ତରାମ? ଗତ ସନ୍ଧ୍ୟାରେ କାହିଁକି ବାରମ୍ବାର ଫୋନ୍ କରିଥିଲେ?
ବଲାଙ୍ଗୀର(ଓଡ଼ିଶା ଭାସ୍କର): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସସ୍ପେନ୍ସ ବଢ଼ିବାରେ ଲାଗିଛି । ଏହା ହତ୍ୟା ନ ଆତ୍ମହତ୍ୟା ତାହା ଜଣାପଡିନାହିଁ । ତେବେ…
୨ ସ୍କୁଲ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ
ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଛନ୍ତି ସାଧାରଣ ଜନତା । ଖବର ମିଳିଛି ଯେ, ଶ୍ରୀନଗରର ଇଦଗାହ ଅଞ୍ଚଳର ଏକ ସ୍କୁଲରେ ଗୁଳିକାଣ୍ଡ ହୋଇଛି, ଯେଉଁଥିରେ ୨ ଶିକ୍ଷକଙ୍କ ମୃତ୍ୟୁ ହୋଇଛି…
ଲଖିମପୁର ହିଂସା ମାମଲା: ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଊତ୍ତରପ୍ରଦେଶ ଲଖିମପୁର ଖେରିରେ ହୋଇଥିବା ହିଂସାକାଣ୍ଡ ଯୋଗୁଁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ହିଂସାକାଣ୍ଡର ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଉତ୍ତରପ୍ରଦେଶ…