Browsing Category

Breaking News

ସରିଲା ସବ୍ୟର୍ଚ୍ଚିତାଙ୍କ ବାହାଘର: ଜାଣନ୍ତୁ କାହିଁକି ସବ୍ୟ ଦେଇଥିଲେ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର

ଭୁବନେଶ୍ୱର, ୨ା୩ (ଓଡିଶା ଭାସ୍କର): ଓଲିଉଡ୍ ଚକୋଲେଟ୍ ହିରୋ ସବ୍ୟସାଚୀ ମିଶ୍ର ଓ ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁଇ ତାରକାଙ୍କ ବିବାହକୁ ନେଇ କିଛିଦିନ ଧରି ବେଶ୍ ଚର୍ଚ୍ଚା…

୮ କୋଟି ଜାଲ୍ ନୋଟ୍ ଜବତ କଲା ପୋଲିସ

କୋରାପୁଟ, ୨ା୩ (ଓଡିଶା ଭାସ୍କର): କୋରାପୁଟରୁ ପ୍ରାୟ ୮ କୋଟି ଟଙ୍କାର ଜାଲ୍ ନୋଲ ଜବତ କରାଯାଇଛି । କାରରେ ଛତିଶଗଡ଼ ଯାଉଥିବା ବେଳେ ଏହି ନକଲି ନୋଟ୍ ଜବତ କରାଯିବା ସହ ୩ ଜଣଙ୍କୁ ଅଟକ ରଖାଯାଇଛି । । ସୂଚନା…

୧୦ ବରିଷ୍ଠ ଅଧିକାରୀଙ୍କୁ ଦିଆଗଲା ୧୦ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର, ୨ା୩ (ଓଡିଶା ଭାସ୍କର): ୩ ମାସ ପାଇଁ ଜିଲ୍ଲା ଦାୟିତ୍ୱରେ ରହିବେ ୧୦ ବରିଷ୍ଠ ଅଧିକାରୀ । ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ୧୦ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଅଧିକାରୀମାନେ ଶିକ୍ଷା, ସ୍ୱାସ୍ଥ୍ୟ,…

ଜଳନ୍ତା ଚିତାରୁ ଅର୍ଦ୍ଧଦଗ୍ଧ ମୃତଦେହ କାଢ଼ିଲା ପୋଲିସ, ଜାଣନ୍ତୁ କଣ ରହିଛି ମାମଲା

ନୂଆଦିଲ୍ଲୀ, ୨ା୩: ଉତ୍ତରପ୍ରଦେଶର ସହାରନପୁରରେ ଜଣେ ମହିଳାଙ୍କ ଶବକୁ ଜଳନ୍ତା ଚିତାରୁ କଢ଼ା ଯାଇଛି । ମହିଳାଙ୍କ ଶ୍ୱଶୂର ଘର ଲୋକେ ହତ୍ୟା କରି ଶବକୁ ଜଳାଇ ଦେଇଥିବା ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ।…

ଦେଶରେ ୨୪ ଘଣ୍ଟାରେ ୯୧ ମୃତ, ୧୨ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୨ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୯୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୨୪୮କୁ ବୃଦ୍ଧି…

୫୫ ବର୍ଷ ପୂର୍ବେ ଦେଇଥିଲେ ତଲାକ୍, ଏବେ ପୁଣି କଲେ ବିବାହ

ନୂଆଦିଲ୍ଲୀ, ୨ା୩: ଆମେରିକାର ଲାସ ଭୋଗାସରେ ପ୍ରେମ ବିବାହକୁ ନେଇ ରୋମାଞ୍ଚକର କାହାଣୀ ସାମନାକୁ ଆସିଛି । ଜଣେ ୭୮ ବର୍ଷୀୟ ମହିଳା ଡିଏନ ରେନାଣ୍ଡ ୧୯୬୫ ମସିହାରେ ନିଜ ସ୍ୱାମୀଙ୍କୁ ତଲାକ ଦେଇଥିଲେ । ତଲାପ ପରେ ତାଙ୍କର…

ପ୍ରେମିକଙ୍କୁ ଘରକୁ ଡକାଇଲେ ମହିଳା, ହଠାତ୍ ସ୍ୱାମୀ ପହଞ୍ଚିଲେ, ନେଲେ ଭୟଙ୍କର ପଦକ୍ଷେପ

ନୂଆଦିଲ୍ଲୀ, ୨ା୩: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ପ୍ରେମ ଜନିତ ଘଟଣାକୁ କେନ୍ଦ୍ରକୁ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଦୁଇ ଭାଇ ମିଶି ଯୁବକଙ୍କୁ ଇଟା, ପଥରରେ ଛେଚି ହତ୍ୟା କରିଛନ୍ତି । ଏହି…

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ ରେଡ୍

ଗଜପତି, ୨ା୩ (ଓଡିଶା ଭାସ୍କର): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । କନିଷ୍ଠ ଯନ୍ତ୍ରୀ ନାଗେଶ୍ୱର ସେନାପତି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ…

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ବୌଦ୍ଧରୁ ଆସିବ କାଠ

ପୁରୀ, ୨ା୩ (ଓଡିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରଥଯାତ୍ରା ପାଇଁ ରଥକାଠ ବୌଦ୍ଧରୁ ଅଣାଯିବ । ତେଣୁ ଗଛ ଚିହ୍ନଟ ପାଇଁ ଆଜ୍ଞାମାଳ ନେଇ ଆଜି…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୫.୪୯ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୨ା୩: କରୋନାର ପ୍ରଭାବ କ୍ରମଶଃ କମିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ୨୫ ଲକ୍ଷ ୪୯ ହଜାର ୬୮୮ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୪୯ ଲକ୍ଷ ୮୪ ହଜାର ୯୬୮କୁ ବୃଦ୍ଧି…