Browsing Category
Breaking News
ପୁରୀରୁ କେନ୍ଦ୍ରକୁ ନବୀନଙ୍କ ବାର୍ତ୍ତା, କହିଲେ- ‘ପ୍ରଭୁଙ୍କ କାମ କେହି ଅଟକାଇ ପାରିବେ ନାହିଁ’
ପୁରୀ,୮ ।୨(ଓଡିଶା ଭାସ୍କର): କରୋନା କଟକଣା ହଟିବା ପରେ ଆଜି ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୁରୀରୁ କେନ୍ଦ୍ର…
ବିଧାନସଭାରେ ଓଡିଶା-ଆନ୍ଧ୍ର ଆଲୋଚନା
ଭୁବନେଶ୍ୱର,୮ ।୨: ସୀମା ବିବାଦ ଭିତରେ ଭାଷା ଭିତ୍ତିକ ପ୍ରସଙ୍ଗକୁ ନେଇ ବିଧାନସଭାରେ ଓଡିଶା-ଆନ୍ଧ୍ର ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଛି । ଆଲୋଚନାରେ ଦୁଇ ରାଜ୍ୟର ଅନେକ ଅଧିକାରୀ ଉପସ୍ଥିତ ଅଛନ୍ତି । ଆନ୍ଧ୍ର ପକ୍ଷରୁ…
ଭାରତ ହେଉଛି ଗଣତନ୍ତ୍ରର ଜନ୍ମଭୂମି: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୮ା୨: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ପରେ ଆଜି ପ୍ରଧାନମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ଉଦ୍ବୋଧନ ଦେଇଛନ୍ତି । କରୋନା ମହାମାରୀ ସମୟରେ ଏକଜୁଟ…
ବିଦ୍ୟୁତଖୁଣ୍ଟରେ ପିଟି ହେଲା ବସ୍: ବର୍ତ୍ତିଲେ ୫୦ ଯାତ୍ରୀ, ୪ ଆହତ
ଭୁବନେଶ୍ୱର, ୮ା୨ (ଓଡିଶା ଭାସ୍କର): ଭବାନୀପାଟଣାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଫଳରେ ୫୦ ଜଣ ଯାତ୍ରୀ ଅଳ୍ପକେ ରକ୍ଷା ପାଇଛନ୍ତି । ତେବେ ବସରେ ୫୦ ଜଣ…
ଦେଶରେ ୨୪ ଘଣ୍ଟାରେ ୮୪ ମୃତ, ୧୧ ହଜାର ଆକ୍ରାନ୍ତ
ନୂଆଦିଲ୍ଲୀ, ୪ା୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୮୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୮୦କୁ ବୃଦ୍ଧି…
ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ, କରିବେ ମହାପ୍ରଭୁଙ୍କ ଦର୍ଶନ
ଭୁବନେଶ୍ୱର, ୮ା୨ (ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିଦର୍ଶନ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ…
ଆଜିଠାରୁ ଖୋଲିବ ନବମ ଓ ଏକାଦଶ : ସକାଳ ୮.୩୦ରୁ ୧୦.୩୦ ଚାଲିବ ପାଠପଢ଼ା
ଭୁବନେଶ୍ୱର, ୮ା୨ (ଓଡିଶା ଭାସ୍କର): ରାଜ୍ୟରେ ଆଜିଠାରୁ ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ । କୋଭିଡ୍ ନିୟମ ଅନୁଯାୟୀ ସକାଳ ୮.୩୦ରୁ ୧୦.୩୦ ପର୍ଯ୍ୟନ୍ତ ପାଠପଢ଼ା ଚାଲିବ । ଏହି ଅବସରରେ ସମସ୍ତ…
ଉତ୍ତରାଖଣ୍ଡ ତାଣ୍ଡବ: ସହାୟତାର ହାତ ବଢ଼ାଇଲେ ପନ୍ତ
ନୂଆଦିଲ୍ଲୀ, ୮ା୨ (ଓଡିଶା ଭାସ୍କର): ଗତକାଲି ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବଲୀଳା ଦେଖିବାକୁ ମିଳିଥିଲା । ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହିମ ସ୍ଖଳନ ଘଟି ୧୪ ମୃତଦେହ ଉଦ୍ଧାର କରାଯିବା ସହ ଏବେ ବି ଶତାଧିକ ଲୋକ…
ବଦଳିଯିବ ରାଜଧାନୀର ରାସ୍ତାଘାଟର ଦୃଶ୍ୟ: ପ୍ରସ୍ତୁତ ହୋଇସାରିଛି ମାଷ୍ଟର ପ୍ଲାନ୍
ଭୁବନେଶ୍ୱର, ୮ା୨ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ ପାଇଁ ପୂର୍ବରୁ ବହୁ ଯୋଜନା କରାଯାଇଥିଲେ ମଧ୍ୟ କିଛି ସଫଳ ହୋଇନାହିଁ । ବର୍ଷକୁ କୋଟି କୋଟି ଟଙ୍କା କେବଳ ରାସ୍ତାଘାଟ ମରାମତି ଓ ନିର୍ମାଣ…
ଆଜି ରାଜ୍ୟସଭାରେ ଅଭିଭାଷଣ ଦେବେ ମୋଦି: କୃଷି ଆଇନ ନେଇ ରଖିବେ ଉତ୍ତର
ନୂଆଦିଲ୍ଲୀ, ୮ା୨: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ଅଭିଭାଷଣ ଦେବେ । ଏହି ଅବସରରେ ମୋଦି କୃଷି ଆଇନ ଉପରେ ନିଜର ଉତ୍ତର ରଖିବେ । ତେବେ କୃଷି ଆଇନକୁ ପ୍ରତ୍ୟାହାର ନ କରିବା ନେଇ ପୂର୍ବରୁ ସରକାର…