Browsing Category
Breaking News
ସାବଧାନ୍! ୩ ମାସ ପର୍ଯ୍ୟନ୍ତ ରାସନ ନନେଲେ ବନ୍ଦ ହୋଇଯିବ କାର୍ଡ
ନୂଆଦିଲ୍ଲୀ: ରାସନର ଡୋର ଷ୍ଟେପ୍ ଡେଲିଭରୀକୁ ମଞ୍ଜୁରି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହାରି ମଧ୍ୟରେ ରାସନ କାର୍ଡଧାରୀଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି । ଲଗାତାର ୩ ମାସ ଧରି ରାସନ ନେଉନଥିବା ରାସନ…
ଅଳ୍ପ ବୟସରେ ବିବାହ, ୨୦ ବର୍ଷରେ ୪-୪ଟି ଛୁଆ…ସରକାରୀ ରିପୋର୍ଟ ଖୋଲିଲା ମହିଳାଙ୍କ ସ୍ୱାସ୍ଥ୍ୟରେ କେରଳ ମଡେଲ୍ ଗୁମର
ଥିରୁବନନ୍ତପୁରମ: କେରଳ ସରକାରଙ୍କ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୧୯ ରେ ଶିଶୁଙ୍କୁ ଜନ୍ମ ଦେଇଥିବା ୪.୩୭ ପ୍ରତିଶତ ମା'ଙ୍କ ବୟସ ୧୫ରୁ ୧୬ ବର୍ଷ ମଧ୍ୟରେ ରହିଛି । ଏମାନଙ୍କ ମଧ୍ୟରୁ କିଛି ଜଣଙ୍କର ୧୯ ବର୍ଷରେ ଦୁଇଟି…
କମ୍ ସମୟରେ ପାସପୋର୍ଟ ଭେରିଫିକେସନ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର) : କମ୍ ସମୟରେ ହୋଇପାରୁଛି ପାସପୋର୍ଟ ଭେରିଫିକେସନ୍ । ହାରାହାରି ୪ ଦିନ ଭିତରେ ହୋଇଛି ପାସପୋର୍ଟ ଭେରିଫିକେସନ୍ । ସେପ୍ଟେମ୍ବରର ପ୍ରଥମ ୧୫ ଦିନରେ ୪ ଦିନ ଭିତରେ ହୋଇଛି ଭେରିଫିକେସନ୍ ।…
ରାଜ୍ୟରୁ ୭ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…
ଆଜି ରାଜ୍ୟରେ ୪୭୮ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…
Yes Bankର ଖାସ୍ ଅଫର୍: କମ୍ ସୁଧରେ ମିଳୁଛି Home Loan, ମହିଳାଙ୍କୁ ସ୍ପେଶାଲ୍ ରିହାତି
ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କ ପର୍ବପର୍ବାଣି ଋତୁରେ ସ୍ୱତନ୍ତ୍ର ଅଫର୍ ଲଞ୍ଚ କରିଛି । ବ୍ୟାଙ୍କ ପକ୍ଷରୁ ଶସ୍ତାରେ ହୋମ୍ ଲୋନ୍ ପ୍ରଦାନ କରାଯାଉଛି, ଯେଉଁଥିରେ କି ମାତ୍ର ୬.୭ ପ୍ରତିଶତ ସୁଧ ନିଆଯାଉଛି । ତେବେ ଏଥିରେ…
ଆମେରିକାରେ କରୋନା ମୃତ୍ୟୁ ୭ ଲକ୍ଷ ଟପିଲା
ୱାଶିଂଟନ୍: ଆମେରିକାରେ କରୋନା କହର କମିନାହିଁ । ସେଠାରେ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଡେଲ୍ଟା ଭାରିଆଣ୍ଟର ପ୍ରଭାବ କମ୍ ହେବାରୁ ମେଡିକାଲରୁ କିଛି ଆଶ୍ୱସ୍ତିକର ଖବର ଆସିଛି ।…
ଶୋଇବା ସମୟରେ ତକିଆ ଜମାରୁ ବ୍ୟବହାର କରନ୍ତୁ ନାହିଁ, ମାଡ଼ିଆସିବ ଏହିସବୁ ରୋଗ
କିଛି ଲୋକ ଶୋଇବା ସମୟରେ ତକିଆର ବ୍ୟବହାର କରିଥାନ୍ତି । ବିନା ତକିଆରେ ଅନେକଙ୍କୁ ନିଦ ଆସେ ନାହିଁ । କିନ୍ତୁ ଏହି ତକିଆର ବ୍ୟବହାର ଦ୍ୱାରା ଆପଣ ବହୁ ରୋଗର ଶିକାର ହୋଇ ପାରନ୍ତି । ଯଦି ଆପଣ ନିୟମିତ ଶୋଇବା ସମୟରେ ତକିଆ…
ପଞ୍ଚାୟତ ସଂଶୋଧନ ଆଇନ କାର୍ଯ୍ୟକାରୀ ପାଇଁ ବାହାରିଲା ବିଜ୍ଞପ୍ତି, ସମସ୍ତ ଜିଲ୍ଲାପାଳଙ୍କୁ ଚିଠି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନକୁ ନେଇ ଆସିଛି ବଡ଼ ଖବର । ପଞ୍ଚାୟତ ସଂଶୋଧନ ଆଇନ କାର୍ଯ୍ୟକାରୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି…
ପିପିଲି ଉପନିର୍ବାଚନରେ କିଏ ଜିତିବ: ଭୋଟ ଗଣତି ଆସନ୍ତାକାଲି, ବଢ଼ୁଛି ପ୍ରାର୍ଥୀଙ୍କ ହୃଦସ୍ପନ୍ଦନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ପ୍ରତୀକ୍ଷିତ ପିପିଲି ଉପନିର୍ବାଚନର ଭୋଟ ସରିଯାଇଥିବା ବେଳେ ଆସନ୍ତାକାଲି ହେବ ଭୋଟ ଗଣତି । ଇଭିଏମ୍ ମଧ୍ୟରେ ବନ୍ଦ ହୋଇ ରହିଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ । ଗଣତି ସମୟ ଯେତିକି ପାଖେଇ…