Browsing Category

Featured

ଭର୍ଟିଗୋ ଆଟାକ୍‌ ସମୟରେ ଦୁନିଆ ଘୂରୁଥିବା ପରି ହୋଇଥାଏ ଅନୁଭବ: ଜାଣନ୍ତୁ ଏଥିରୁ ବର୍ତ୍ତିବାର ନିୟମ

ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ମଧ୍ୟରେ ଶରୀର ପ୍ରତି ସାବଧାନ ରହିଲେ ହିଁ ରୋଗର ମୁକାବିଲା କରିବା ସହଜ ହୋଇଥାଏ। ତେବେ ଆପଣଙ୍କ ଶରୀରରେ କୌଣସି ସମସ୍ୟା ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।…

ଶୀତ ଦିନେ ମହିଳାଙ୍କ ଜୀବନ ନେଉଛି Bra; ଭୟଙ୍କର ହେଲାଣି ବ୍ରେଷ୍ଟ୍ କ୍ୟାନସର

ନୂଆଦିଲ୍ଲୀ: ଡବ୍ଲ୍ୟୁଏଚ୍ଓ ରିପୋର୍ଟ ଅନୁଯାୟୀ, ୨୦୨୨ରେ ସମଗ୍ର ବିଶ୍ୱରେ ୨.୩ ନିୟୁତ ସ୍ତନ କର୍କଟ ରୋଗୀ ଥିଲେ। ସେହିପରି ଏଥିରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୬ ଲକ୍ଷ ୭୦ ହଜାର। ଯଦିଓ ସ୍ତନ କର୍କଟ ପୁରୁଷଙ୍କ…

ଭୁବନେଶ୍ୱରର ଆଳୁ ମାର୍କେଟରେ ରେଡ୍; ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ଵର: ଦିନକୁ ଦିନ ଆଳୁ ଦର ବଢ଼ିବାରେ ଲାଗିଛି । ଆଳୁ ଦର ବଢ଼ିବା ପରେ ରାଜଧାନୀ ମାର୍କେଟରେ ରେଡ୍‌ ହୋଇଛି । ରାଜଧାନୀର ବିଭିନ୍ନ ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ଚଢଉ ଚାଲିଛି। ଆଳୁ ଚଢ଼ା ଦରରେ ବିକ୍ରି…

(Video) ଏ କଣ ଚାଲିଛି? କେଇଟା ଭ୍ୟୁ ପାଇଁ କାହିଁକି ରିଲ୍ସ ମାନିଆ ହେଉଛନ୍ତି ଯୁବପିଢି?

ଓଡିଶା ଭାସ୍କର- ଆଜିକାଲି କି ବୁଢା, କି ଟୋକା, ସମସ୍ତଙ୍କୁ ଘାରିଛି ରିଲ୍ସର ନିଶା । କିଏ ନାଚିବାର ରିଲ୍ସ କରୁଛି ତ ପୁଣି କିଏ ଷ୍ଟଣ୍ଟ ପ୍ରଦର୍ଶନ କରି । ଏହି ଷ୍ଟଣ୍ଟ ଦେଖିଲେ ଆଖି ତରଟି ଦେଉଛନ୍ତି ଦେଖଣା ହାରି ।…

ମହାରାଷ୍ଟ୍ରକୁ ମିଳିବ ବିଜେପି ମୁଖ୍ୟମନ୍ତ୍ରୀ: ବିଧାୟକ ଦଳର ନେତା ଚୟନ ପାଇଁ ଦୁଇ ପର୍ଯ୍ୟବେକ୍ଷକ ନିଯୁକ୍ତ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ୯ ଦିନ ବିତିଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଏନଡିଏ ତା’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ । ଗତ ୨୩ ତାରିଖରେ ଝାଡ଼ଖଣ୍ଡ…

ପନ୍ନୁର ଧମକପୂର୍ଣ୍ଣ ଇମେଲ ଉପରେ ଗୁଗଲକୁ ତଥ୍ୟ ମାଗିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର- ଖଲିସ୍ତାନୀ ଆତଙ୍କୀ ପନ୍ନୁକୁ ଖୋଜୁଛି କ୍ରାଇମବ୍ରାଞ୍ଚ । ପନ୍ନୁ ଦେଇଥିବା ଇମେଲ ଧମକକୁ ନେଇ ଗୁଗଲକୁ ତଥ୍ୟ ମାଗିଛି କ୍ରାଇମବ୍ରାଞ୍ଚ । ଘଟଣାର ଗୁରୁତ୍ୱକୁ ଦେଖି ଆଗକୁ ଏନଆଇଏ ଏହାର ତଦନ୍ତ କରିବ ବୋଲି…

ପ୍ରଥମ ପୋଷ୍ଟିଂ ପାଇଁ ଯାଉଥିଲେ ଏହି ଆଇପିଏସ ଅଧିକାରୀ, ସଡ଼କ ଦୁର୍ଘଟଣାରେ ଚାଲିଗଲା ପ୍ରାଣ

ବେଙ୍ଗଲୁରୁ: କର୍ଣ୍ଣାଟକର ହାସନ ଜିଲ୍ଲାରେ ଟ୍ରେନିଂ ପରେ ପୋଷ୍ଟିଂ ଜଏନ କରିବାକୁ ଯାଉଥିବା ଆଇପିଏସ ଅଧିକାରୀ ହର୍ଷ ବର୍ଦ୍ଦନଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରବିବାର ଦିନ ଘଟିଛି। ଅଧିକାରୀ ଜଣକ…

ବର୍ଷ ବର୍ଷର ପରମ୍ପରା ଭାଙ୍ଗିଦେଲେ Captain ରୋହିତ! ପିଙ୍କ ବଲ୍ ଟେଷ୍ଟରେ ଦେଖିବାକୁ ମିଳିଲା ଅଜବ କାରନାମା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତକୁ ମିଳିଛି ବଡ଼ ଆଶ୍ୱସ୍ତି । କାନଭେରାରେ ଟିମ ଇଣ୍ଡିଆ ପ୍ରାଇମ ମିନିଷ୍ଟର-୧୧ ବିପକ୍ଷରେ ଡେ-ନାଇଟ ଟେଷ୍ଟରେ ବିଜୟୀ ହୋଇଛି । ଅଧିନାୟକ ରୋହିତ ଶର୍ମାଙ୍କ…

ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲି ରହିଛି ସାଢେ ୧୩ ହଜାର ପୋଲିସ ପଦବୀ

ଭୁବନେଶ୍ୱର- ଆଇନ ଶୃଙ୍ଖଳା ରକ୍ଷା କରିବାକୁ ପୋଲିସର ଆବଶ୍ୟକତା ରହିଛି । କିନ୍ତୁ ରାଜ୍ୟରେ ଆବଶ୍ୟକ ହେଉଥିବା ସଂଖ୍ୟାର ପୋଲିସ ନାହାନ୍ତି । ଖାଲି ପଡିଛି ୧୩ ହଜାର ୩୭୩ ପୋଲିସ ପଦବୀ । ଅଗ୍ନିଶମ ବିଭାଗରେ ବି ୪୮୧ ପଦବୀ…

‘ପୁଷ୍ପା-୨’ ରିଲିଜ ପୂର୍ବରୁ ଓପ୍‌ନିଙ୍ଗ ଡେ’ରେ ରୋଜଗାର କଲା ୩୦ କୋଟି, ରଚିବାକୁ ଯାଉଛି ଇତିହାସ

ନୂଆଦିଲ୍ଲୀ: ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଯୋଡ଼ି ପୁଣିଥରେ ଧମାଲ କରିବାକୁ ଯାଉଛି । ପୁଷ୍ପା-୨ ରିଲିଜ ହେବାକୁ ସଂପୂର୍ଣ୍ଣ ପ୍ରସ୍ତୁତି ସରିଛି । ଏହି ଫିଲ୍ମ ୫ ଡିସେମ୍ବରରେ ରିଲିଜ ହେବାକୁ ଯାଉଛି । ଫିଲ୍ମର…