Browsing Category
Featured
ଢେଙ୍କାନାଳ: ଘର ଛାତ ଉପରୁ ବାହାରିଲା ୧୪ ଫୁଟର ଅହିରାଜ ସାପ, ଯାହାର ଓଜନ ରହିଛି…
ଓଡିଶା ଭାସ୍କର: ଘର ଛାତ ଉପରୁ ଏକ ୧୪ ଫୁଟ ଲମ୍ବର ଅହିରାଜ ଉଦ୍ଧାର । ଯାହାର ଓଜନ ପ୍ରାୟ ୮ କେଜି ହେବ ବୋଲି ଅନୁମାନ କରାଯାଉଛି । ଢେଙ୍କାନାଳ ଜିଲ୍ଲା କପିଳାସ ବନ ବିଭାଗ ରେଞ୍ଜ ଅନ୍ତର୍ଗତ ଦହିମାଳା ଶବର ସାହି…
ବିନା ଦକ୍ଷିଣାରେ ଜ୍ୟୋତିଷଙ୍କୁ ସମାଧାନ ପଚାରିବା ଦ୍ୱାରା କ’ଣ ଦୋଷ ଲାଗିଥାଏ ? ଜାଣନ୍ତୁ ବିଶେଷଜ୍ଞଙ୍କ ପରାମର୍ଶ
ଦକ୍ଷିଣା କିମ୍ବା ଭବିଷ୍ୟବାଣୀ ଦିଗରେ କିଛି ଲୋକ ଜ୍ୟୋତିଷଙ୍କ ସହିତ ପରାମର୍ଶ କରନ୍ତି, ଯାହାଦ୍ୱାରା ଆସୁଥିବା କାମ, ସମସ୍ୟା ଏବଂ ଭବିଷ୍ୟତ ଘଟଣା ବିଷୟରେ ଜାଣିବାପାରିବେ । ତଥାପି କିଛି ଲୋକ ବିଶ୍ୱାସ କରନ୍ତି ଯେ,…
କଂଗ୍ରେସରେ ବଡ଼ ଧରଣର ପରିବର୍ତ୍ତନ: ୩ ଜଣ ବଡ଼ ନେତାଙ୍କୁ ବଡ଼ ରାଜ୍ୟ ଦାୟିତ୍ୱ
ନୂଆଦିଲ୍ଲୀ: ଆସନ୍ତାବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବ । ଏହାପୂର୍ବରୁ ଚଳିତ ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ନିକଟରେ କର୍ଣ୍ଣାଟକରେ ସରକାର ଗଠନ କରିବା ପରେ ଦେଶର ସର୍ବପୂରାତନ…
ମାହାଙ୍ଗା ମାଟ୍ରିକ ଛାତ୍ରୀ ମୃତ୍ୟୁ ମାମଲା; ବିଜେଡି ନେତା ଶରତ ନାୟକଙ୍କୁ ଦଳରୁ ନିଲମ୍ବିତ କଲା ବିଜେଡି
ଭୁବନେଶ୍ୱର: ମାହାଙ୍ଗା ମାଟ୍ରିକ ଛାତ୍ରୀ ମୃତ୍ୟୁ ମାମଲାରେ ନୂଆ ମୋଡ଼ । ବିଜେଡି ନେତା ଶରତ ନାୟକଙ୍କୁ ଦଳରୁ ନିଲମ୍ବିତ କଲା ବିଜେଡି । ଶରତଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି । ଶରତଙ୍କୁ ନିଲମ୍ବନ…
ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା; ଅତି ପ୍ରବଳ ବର୍ଷା ହେବା ନେଇ ୧୦ଟି…
ଭୁବନେଶ୍ୱର: ଉତ୍ତରପୂର୍ବ ତତ୍ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳର ସମୁଦ୍ର ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଉତ୍ତର ବଙ୍ଗୋପସାଗର ଅଂଚଳରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏକ ଲଘୁଚାପ…
ଫୋନର କଭରରେ ରଖାଯାଇଥିବା ନୋଟ୍ ଅତ୍ୟନ୍ତ ବିପଜ୍ଜନକ, ବୋମା ପରି ଫାଟିପାରେ ଆପଣଙ୍କ ମୋବାଇଲ୍
ନୂଆଦିଲ୍ଲୀ: ଯଦି ଆପଣ ନିଜ ଫୋନର କଭରରେ ନୋଟ୍ କିମ୍ବା କୌଣସି ପ୍ରକାରର କାଗଜ ମଧ୍ୟ ରଖନ୍ତି, ତେବେ ସାବଧାନ । ଅନ୍ୟଥା ଆପଣଙ୍କ ସହିତ ଏକ ସାଂଘାତିକ ଦୁର୍ଘଟଣା ହୋଇପାରେ ଏବଂ ଆପଣଙ୍କ ମୋବାଇଲ୍ ଫୋନ୍ ବିସ୍ଫୋରଣ ହୋଇପାରେ…
କ’ଣ ଆପଣଙ୍କ ଫୋନକୁ ଆସିଛି କି ଏମରଜେନ୍ସି ଆଲର୍ଟ ? ଜାଣନ୍ତୁ ଏହାର ଅର୍ଥ
ନୂଆଦିଲ୍ଲୀ: ଆଜି ଦେଶର ଲୋକଙ୍କ ପାଇଁ ଏକ ଭିନ୍ନ ଦିନ ଥିଲା । ଆରମ୍ଭ ତ’ ସବୁଦିନ ପରି ଥିଲା, କିନ୍ତୁ ଅପରାହ୍ନରେ ଲୋକଙ୍କ ମୋବାଇଲ୍ ଫୋନରେ ହଠାତ୍ ‘ଏମରଜେନ୍ସି ଆଲର୍ଟ' ଆସିବାକୁ ଲାଗିଥିଲା । କାହାକୁ କିଛି…
ପ୍ରତି ଜିଲ୍ଲାରେ ଖୋଲାଯିବ ଏଆରସି, ଏଥିଲାଗି ପ୍ରତି ଜିଲ୍ଲାରେ ଖର୍ଚ୍ଚ ହେବ ୨୭ ରୁ ୩୦ କୋଟି ଟଙ୍କା
ଭୁବନେଶ୍ୱର: ରାଜ୍ୟର ସମସ୍ତ ଜିଲ୍ଲାରେ ଉନ୍ନତ ପୁନର୍ବାସ କେନ୍ଦ୍ର ବା ଏଆରସି ଖୋଲାଯିବ। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ କରିବାକୁ ଯାଉଛନ୍ତି । ଏଣିକି ରାଜ୍ୟର ସମସ୍ତ ଜିଲ୍ଲାରେ ମିଳିବ…
ହନିଟ୍ରାପ୍ର ଶିକାର ୬୦ ବର୍ଷୀୟ ବ୍ୟକ୍ତି, ଟଙ୍କା ନଦେଲେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ହେବ..
ଓଡିଶା ଭାସ୍କର; ଗତ କିଛି ଦିନ ହେବ ଦେଶରେ ପ୍ରାୟ ସମସ୍ତ ସ୍ଥାନରେ କେହି ନା କେହି ହନିଟ୍ରାପ୍ର ଶିକାର ହେଉଥିବା ଦେଖିବାକୁ ମିଳୁଛି । କହିବାକୁ ଗଲେ ଏବେ ସାରା ଦେଶରେ ଅନେକ ହନିଟ୍ରାପ ଗ୍ୟାଙ୍ଗ ସକ୍ରିୟ ରହିଛନ୍ତି ।…
HAL ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ: ୬୪୭ଟି ପଦରେ ଦିଆଯିବ ନିଯୁକ୍ତି
ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଖୁସି ଖବର । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞପ୍ତି ବାହାରିଛି । ପ୍ରାର୍ଥୀଙ୍କୁ ଗ୍ରାଜୁଏଟ ଆପ୍ରେଣ୍ଟିସ, ଡିପ୍ଲୋମା ଆପ୍ରେଣ୍ଟିସ ଓ…