Browsing Category
Featured
ଦେଶରେ ସର୍ବନିମ୍ନ ସ୍ଥାନରେ ଜନ୍ମହାର: ସଂଖ୍ୟା ବୃଦ୍ଧି କରିବା ପାଇଁ ପଦକ୍ଷେପ ନେଉଛନ୍ତି ଚୀନ ସରକାର
ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ରରେ ଜନ୍ମହାର ସଂଖ୍ୟା ବର୍ତ୍ତମାନ ନିମ୍ନଗାମୀ ହେବାରେ ଲାଗିଛି । ଧିରେ ଧିରେ ଚୀନର ଜନ୍ମହାର ବର୍ତ୍ତମାନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ୨୦୨୨ ମସିହାରେ ଦେଶ ଜନ୍ମହାର ସର୍ବନିମ୍ନ ୧.୦୯କୁ…
ପନିପରିବା ପରେ ଏବେ କଦଳୀର ସମୟ ! ପବପର୍ବାଣୀ ପୂର୍ବରୁ ୧୦୦ ଟଙ୍କା ପରେ ଏହାର ଦାମ
ଭୁବନେଶ୍ୱର : ଦିନକୁ ଦିନ ଖାଉଟିଙ୍କ ଚିନ୍ତା ବଢାଉଛି ଦରଦାମ । କେତେବେଳେ ପନିପରିବା ତ ଆଉ କେତେବେଳେ ମସଲା , ଏହା ପରେ ଏବେ ଫଳ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । ପବପର୍ବାଣୀର ସମୟ ପାଖେଇ ଆସୁଛି, ଏହା ପୂର୍ବରୁ…
ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ: ପୁରୀ-ଭୁବନେଶ୍ୱରରେ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ର ଅର୍ଥମନ୍ତ୍ରୀ । ପୁରୀ ଏବଂ ଭୁବନେଶ୍ୱରରେ…
ହିମାଚଳରେ ବର୍ଷା ଓ ଭୂସ୍ଖଳନ: ୬୦ ଜଣଙ୍କ ମୃତ୍ୟୁ ପରେ ବି ଉଦ୍ଧାରକାର୍ଯ୍ୟ ଜାରି
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ସହିତ ଭୂସ୍ଖଳନ ବର୍ତ୍ତମାନ ଭୟଙ୍କର ତାଣ୍ଡବ ରଚିଛି । ସବୁଆଡ଼େ ବିତ୍ପତି ଯୋଗୁଁ ପ୍ରାୟ ୬୦ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ…
ଇଣ୍ଡିଗୋରେ ୩୭୩୦ କୋଟି ଟଙ୍କାର ସେୟାର ବିକ୍ରି କରିବେ ଗାଙ୍ଗୱାଲ ପରିବାର! ଜାଣନ୍ତୁ କ’ଣ ହେବ ସେୟାରର ମୂଲ୍ୟ
ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସର ଏହାର ଏକ ବଡ଼ ଅଂଶ ବିକ୍ରି ହେବାକୁ ଯାଉଛି। ରିପୋର୍ଟ ଏହାର ପ୍ରମୋଟର ଗାଙ୍ଗୱାଲ ପରିବାର ବୁଧବାର ଦିନ ଏକ ବ୍ଲକ୍ ଡିଲ୍ ମାଧ୍ୟମରେ ୪୫୦ ମିଲିୟନ୍ ଡଲାର କିମ୍ବା ୩,୭୩୦ କୋଟି ଟଙ୍କା…
ସ୍ୱାଧୀନତା ଦିବସ ପାଳନ ତ ଦୂରର କଥା, ଏଠି ଖଣ୍ଡେ ତ୍ରିରଙ୍ଗା ପତାକା ବି ଉଡି ପାରିଲା ନାହିଁ
ଓଡିଶା ଭାସ୍କର; ଆଜି ସାରା ଦେଶ ପାଳୁଛି ସ୍ୱାଧୀନତାର ୭୭ତମ ବର୍ଷ । ଯାହାକୁ ନେଇ ଉତ୍ସାହ ଓ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ସାରା ଦେଶବାସୀ । ସକାଳର ନୂଆ ସୁରୁଜରେ ଭାରତ ମାତା ଫରଫର କରି ଉଡାଇଛି ତାର ତ୍ରିରଙ୍ଗା…
ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ଏହା ମୋଦୀଙ୍କ ଶେଷବର୍ଷ, ଆଗାମୀ ବର୍ଷ ଲାଲକିଲ୍ଲାରେ…
ଓଡିଶା ଭାସ୍କର; ଆଜି ସାରା ଦେଶ ପାଳୁଛି ସ୍ୱାଧୀନତାର ୭୭ତମ ବର୍ଷ । ଏହି ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶବାସୀଙ୍କୁ ନିଜ…
ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ଉତ୍ତେଜନା, ଗେଟ୍ ବାହାରେ ତ୍ରିରଙ୍ଗା ଧରି ବସିଲେ ଛାତ୍ରଛାତ୍ରୀ
ଓଡିଶା ଭାସ୍କର: ଆଜି ସାରା ଦେଶ ପାଳୁଛି ସ୍ୱାଧୀନତାର ୭୭ତମ ବର୍ଷ । ପଲ୍ଲୀରୁ ଦିଲ୍ଲୀ ଯାଏଁ ସବୁଠି ଶୁଭୁଛି ଭାରତ ମାତାର ଜୟ ଗାନ । ଆଉ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇଛି ଦେଶର ପ୍ରତ୍ୟେକ ସ୍ଥାନ । ଜାତି, ଭେଦ ଭାବ,…
ଅମର ସହିଦ୍ ଜବାନଙ୍କ ପରିବାରକୁ ସମ୍ମାନ ଉଦ୍ଦେଶ୍ୟରେ ‘ଓଡ଼ିଶା ଭାସ୍କର’ ପରିବାର ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମା ତୁଝେ…
ଭୁବନେଶ୍ୱର: ମଙ୍ଗଳବାର ସାରା ଦେଶରେ ଖୁବ୍ ଉତ୍ସାହର ସହିତ ଧୁମ୍ଧାମ୍ରେ ପାଳନ କରାଯାଇଛି ୭୭ ତମ ସ୍ୱାଧୀନତା ଦୀବସ । ଏହି ଅବସରରେ ଓଡ଼ିଶା ଭାସ୍କର ପକ୍ଷରୁ ଆୟୋଜିତ 'ମା ତୁଝେ ସଲାମ୍' କାର୍ଯ୍ୟକ୍ରମର ୧୪ ତମ…
ବୁର୍ଜ ଖଲିଫାରେ ଚମକିଲା ତ୍ରିରଙ୍ଗା, ହେଲେ ଏହି ଅନୁମତି ପାଇଁ ଦୁଇଦିନ ପୂର୍ବରୁ ହତାସ ହୋଇଥିଲେ ପାକିସ୍ତାନୀ
ଓଡିଶା ଭାସ୍କର: ଆଜି ୭୭ ତମ ସ୍ୱାଧୀନତା ଦିବସ ପାଳନ କରୁଛି ସାରା ଭାରତ ବର୍ଷ । ଦେଶର ପଲ୍ଲୀରୁ ଦିଲ୍ଲୀ ଯାଏଁ ସବୁଠି ଝଲସୁଛି ଭାରତ ମାତାର ତ୍ରିରଙ୍ଗା ପତାକା ଜ୍ଝ କିନ୍ତୁ ଗତକାଲି ଭାରତକୁ ଦୁବାଇ ଜଣାଇଛି ତାର ସମ୍ମାନ…