fbpx
Browsing Category

Featured

କରୋନା ଉତ୍ପତ୍ତିକୁ ନେଇ ଚୀନକୁ ଧମକ, ଯାଞ୍ଚରେ ସହଯୋଗ କରନ୍ତୁ ନଚେତ୍ ‘ଅନ୍ତରାଷ୍ଟ୍ରୀୟ ଆଇସୋଲେସନ୍’ ପ୍ରସ୍ତୁତ ରୁହ

ୱାଶିଂଟନ୍ : ଘାତକ କରୋନା ମହାମାରୀର ଉତ୍ପତ୍ତି ପ୍ରସଙ୍ଗକୁ ନେଇ ପୂରା ଦେଶର ନଜର ଏବେ ଚୀନ ଉପରେ ରହିଛି । ତେବେ ଏହି ପରିପ୍ରେକ୍ଷୀରେ ଆମେରିକାର ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିୱନ୍ ରବିବାର ଚାଇନାକୁ ଧମକ ଦେଇ…

ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ଫାଇଟର୍ ପାଇଲଟ୍ ହେଲେ ମାୱା ସୂଦନ୍

ଜମ୍ମୁ-କଶ୍ମୀର: ବର୍ତ୍ତମାନ ମହିଳା ମାନେ ଆଉ ଅବଳା କି ଦୁର୍ବଳ ନାହାନ୍ତି । ସେମାନେ ବି ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଜମ୍ମୁ-କଶ୍ମୀରରେ ରହୁଥିବା ୨୪ ବର୍ଷିୟ…

ଫୁସଫୁସ୍ ସଂକ୍ରମଣ କରୋନା ରୋଗୀଙ୍କ ମୃତ୍ୟୁର ଅନ୍ୟତମ କାରଣ, ଜାଣନ୍ତୁ ଏଥିରୁ ବର୍ତ୍ତିବେ କିପରି

ବର୍ତ୍ତମାନ ସମୟରେ ଫୁସଫୁସ୍ ସଂକ୍ରମଣ କାରଣରୁ ଅନେକ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି । ଶରୀରରେ ଫୁସଫୁସ୍ ଅଚଳ ହେଲେ ଏକଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ୍ ଅକ୍ସିଜେନେସନ (ଇସିଏମଓ) ମେସିନର ଆବଶ୍ୟକତା ପଡ଼ିଥାଏ । ମାତ୍ର…

ହିମାଳୟର ୧୮ହଜାର ଫୁଟ ଉଚ୍ଚରେ ଯବାନ ମାନେ ପାଳନ କଲେ ଯୋଗ ଦିବସ

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ । ଗାଁରୁ ସହରଠାରୁ ଆରମ୍ଭ କରି ବରଫ ପାହାଡର ଶୀର୍ଷ ପର୍ଯ୍ୟନ୍ତ ସବୁଠି ଲୋକମାନେ ଯୋଗ ମାଧ୍ୟମରେ କିପରି ଉତ୍ତମ ଶରୀର ଏବଂ ସୁସ୍ଥ ଜୀବନଯାପନ କରିପାରିବେ…

WTC ମ୍ୟାଚ୍ ସମୟରେ ବିରାଟ କୋହଲିଙ୍କ ଜବରଦସ୍ତ ଡ୍ୟାନ୍ସ ମୁଭ୍; ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଅନ୍ତର୍ଜାତୀୟ ସ୍ତରରେ ଜାତୀୟ ଦଳର ଅଧିନାୟକ ଥିବାବେଳେ ଏହି ଖେଳରେ ସମୃକ୍ତ ଅଛନ୍ତି । ସେ ସବୁବେଳେ ନିଜକୁ ବିନନ୍ଦାସ ରଖିବାକୁ ପସନ୍ଦ କରନ୍ତି । ଖେଳ…

WTC Final: ରୋମାଞ୍ଚକର ହେବ ଚତୁର୍ଥ ଦିନ, ହେଲେ ବର୍ଷା ବିଗାଡିପାରେ ପୂରା ଖେଳ, ଜାଣନ୍ତୁ ଆଜି କେମିତି ରହିବ ପାଣିପାଗ ?

ସାଉଥମ୍ପଟନ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ରୋମାଞ୍ଚକର ମୋଡରେ ପହଞ୍ଚି ଯାଇଛି। ମ୍ୟାଚର ଫଳାଫଳ କୌଣସି ବି ଦଳ ସପକ୍ଷରେ ଯାଇପାରେ। ତୃତୀୟ ଦିନର ଖେଳ ସୁଦ୍ଧା…

ସୋପୋରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, ଲସ୍କର କମାଣ୍ଡର ସମେତ ୩ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା। ରବିବାର ସନ୍ଧ୍ୟାରେ ଜାରି ଗୁଳି ବିନିମୟରେ ଲସ୍କରର ଶୀର୍ଷ କମାଣ୍ଡର ମୁଦରିସ ପଣ୍ଡିତ ସମେତ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି।  ଏହି ଘଟଣା କଶ୍ମୀରର…

ବିଶ୍ୱ ସଙ୍ଗୀତ ଦିବସ: ମାନସିକ ଚାପ ଓ ଉତ୍ତମ ସ୍ୱାସ୍ଥ୍ୟପାଇଁ ଶୁଣନ୍ତୁ ସଙ୍ଗୀତ

ନୂଆଦିଲ୍ଲୀ: ସଙ୍ଗୀତ ଭଳି ଏକ ସୁନ୍ଦର ଉପହାର ପାଇଁ ସମସ୍ତ ସଙ୍ଗୀତକାର ଏବଂ ଗାୟକ/ଗାୟିକା ମାନଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ ୨୧ ତାରିଖରେ ବିଶ୍ୱ ସଙ୍ଗୀତ ଦିବସ ପାଳନ କରାଯାଏ । ସଙ୍ଗୀତ ଏକ ଏପରି ଜିନିଷ ଯାହା…

ଆଜିଠାରୁ ଉତ୍ତରପ୍ରଦେଶରେ ଆଂଶିକ ଅନଲକ୍; ଖୋଲିବ ମଲ୍, ରେଷ୍ଟୁରାଣ୍ଟ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଦୁର୍ବଳ ହେବାରୁ ବିଭିନ୍ନ ରାଜ୍ୟରେ ଧୀରେ ଧୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସମସ୍ତ ରାଜ୍ୟରେ ଲଗାଯାଇଥିବା ପ୍ରତିବନ୍ଧକକୁ କିଛିମାତ୍ରାରେ ହଟାଯାଇଛି । ସେହିପରି…

ଦେଶରେ କମୁଛି କରୋନାର ପ୍ରଭାବ: ଆଜି ୧୪୨୨ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…