Browsing Category

Featured

ସ୍ୱାଭିମାନ ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ପୁଣି ଜବତ

ମାଲକାନଗିରି,୧୨ ।୧୧(ଓଡିଶା ଭାସ୍କର): ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ପୁଣିଥରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଅରାପଦ ଓ ଅଣ୍ଡରପାଲି ଜଙ୍ଗଲରୁ ମାଓ ସାମଗ୍ରୀ ଜବତ ହୋଇଥିବା ଜଣାପଡିଛି । ବିଏସଏଫ୍ ଓ…

ପାଟଣାଗଡ: ଗଣହତ୍ୟା ପଛରେ ପୂର୍ବ ଶତ୍ରୁତା!

ପାଟଣାଗଡ,୧୨ ।୧୧(ଓଡିଶା ଭାସ୍କର): ପାଟଣାଗଡ ସଅଁରାପଡାରେ ପରିବାରର ୬ ଜଣଙ୍କୁ ହତ୍ୟା ହୋଇଥିବା ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ସଠିକ୍ ସୁରାକ୍ ପାଇନି ପୋଲିସ । ପରିବାରର ଅନ୍ୟ ୫ ପୁଅ ପହଞ୍ଚିବା ପରେ ଏହା ପଛର…

ଏହି ଗ୍ରହରେ ହେଉଛି ଭୟଙ୍କର ବଜ୍ରପାତ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି ଫଟୋ

ଆମ ସୌର ମଣ୍ଡଳରେ ପୃଥିବୀ ଏକମାତ୍ର ଗ୍ରହ ନୁହେଁ, ଯେଉଁଠି ବଜ୍ରପାତ, ଝଡ କିମ୍ବା ବାଦଲ ଫାଟିଥାଏ । ଏପରିି ଅନେକ ଗ୍ରହ ରହିଛି, ଯେଉଁଠି ଏଭଳି ଗତିବିଧି ଓ ଘଟଣା ଦେଖିବାକୁ ମିଳିଥାଏ । ତେବେ ଆମ ସୌର ମଣ୍ଡଳର ସବୁଠାରୁ…

ପୋଲିସକୁ ଧକ୍କା ଦେଇ ଦୁର୍ଦ୍ଦାନ୍ତ ଅପରାଧୀ ଚମ୍ପଟ

କଟକ,୧୨ ।୧୧(ଓଡିଶା ଭାସ୍କର): କଟକ ସଦର ଥାନା ପରିସରରେ ପୋଲିସ ହେପାଜତରୁ ଚମ୍ପଟ ମାରିଲା ଅପରାଧୀ । କନେଷ୍ଟବଳଙ୍କୁ ଧକ୍କା ମାରି ଦୁର୍ଦ୍ଦାନ୍ତ ଅପରାଧୀ ଜୁଗା ଖାନ୍ ଫେରାର ହୋଇଛି । ଦାଦାବଟି ଅଭିଯୋଗରେ କାଲି ସ୍ପେଶାଲ…

ରାଜ୍ୟରେ କମୁନି ମୃତ୍ୟୁ ସଂଖ୍ୟା, ଆଜି ଆଉ ୧୪ ଜୀବନ ନେଲା କରୋନା

ଭୁବନେଶ୍ୱର,୧୨ ।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୯୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏହି…