Browsing Category

ପରମ୍ପରା

ଓଡିଶା ଆସିବେ ଉପରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ବର: ଆସନ୍ତାକାଲି ଓଡିଶା ଆସିବେ ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଓଡିଶା ଆସିବେ । ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତିଙ୍କ ଗସ୍ତ ନେଇ ପରିବହନ ମନ୍ତ୍ରୀ ବିଭୁତି …

ପ୍ରଥମଥର ପାଇଁ କୋଟିଆରେ ହେବ ରଥଯାତ୍ରା, ରାଜସ୍ବ ମନ୍ତ୍ରୀଙ୍କ ସମେତ ଏକାଧିକ ମନ୍ତ୍ରୀ ହେବେ ସାମିଲ

କୋରାପୁଟ: ସୀମାନ୍ତ କୋଟିଆରେ ରଥ ଟାଣିବେ ରାଜସ୍ବ ମନ୍ତ୍ରୀ ! ପ୍ରଥମଥର ପାଇଁ କୋଟିଆରେ ହେବ ରଥଯାତ୍ରା । ଯେଉଁଥରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଏକାଧିକ ମନ୍ତ୍ରୀ ସାମିଲ ହେବେ । ପ୍ରଥମ ଥର କୋଟିଆ ରଥ…

ରାତି ପାହିଲେ ରଥାରୂଢ ହେବେ ଚତୁଧାମୂର୍ତ୍ତି, ଆଜି ବିଜେ ହେବ ଆଜ୍ଞା ମାଳ

ପୁରୀ: ରାତି ପାହିଲେ ରଥାରୂଢ ହେବେ ଚତୁର୍ଦ୍ଧାମୂର୍ତ୍ତି । ରତ୍ନ ବେଦୀ ଛାଡି ନବଦିନାତ୍ମକ ଜନ୍ମ ସ୍ଥାନ ମାଉସୀ ମା' ମନ୍ଦିରକୁ ଯାତ୍ରା କରିବେ 3 ଭାଇ-ଭଉଣୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।…

ଆସନ୍ତାକାଲି ବିଶ୍ବପ୍ରସିଦ୍ଧ ରଥଯାତ୍ରା, ଜାଣନ୍ତୁ ଶ୍ରୀଗୁଣ୍ଡିଚା ଯାତ୍ରା ନୀତି

ପୁରୀ: ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ୟ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଆସନ୍ତାକାଲି ଦାରୁବିଗ୍ରହଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ସକାଳ 9 ଟାରେ ତିନି ରଥକୁ ପ୍ରତିଷ୍ଠା କରାଯିବ । 9.15 ରେ ମଙ୍ଗଳାର୍ପଣ ପରେ 9.30 ରୁ…

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜାରି ହେଲା ଟ୍ରାଫିକ ଆଡଭାଇଜରୀ, ଦେଖନ୍ତୁ ରୁଟ୍ ଚାଟ୍…

ପୁରୀ: ଆଉ ଦୁଇଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପୋଲିସ ପ୍ରଶାସନର ପ୍ରସ୍ତୁତି ଶେଷ ହୋଇଛି । ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତଙ୍କ ଭିଡ଼ ଜମିଲାଣି । ସେଥିପାଇଁ ସୁରକ୍ଷା ପାଇଁ ପୋଲିସ ଫୋର୍ସ ମଧ୍ୟ…

ରଥଯାତ୍ରା ପାଇଁ ଡିଜିପିଙ୍କ ଅଧ୍ୟକ୍ଷତାରେ ପୋଲିସ ବ୍ରିଫିଙ୍ଗ୍, ଏଥର ଶ୍ରୀକ୍ଷେତ୍ର ଜଗିବେ 200 ପ୍ଲାଟୁନ୍ ଫୋର୍ସ

ପୁରୀ: ରଥଯାତ୍ରା ପାଇଁ ଡିଜିପିଙ୍କ ଅଧ୍ୟକ୍ଷତାରେ ପୋଲିସ ବ୍ରିଫିଙ୍ଗ୍ । 8 ଟି ଭାଗରେ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ବିଭକ୍ତ କରିଛି ପୋଲିସ । ଟ୍ରାଫିକ, ମନ୍ଦିର ଇନର, ଇନର କର୍ଡନ, କ୍ରାଉଡ କଣ୍ଟ୍ରୋଲ ବ୍ୟବସ୍ଥା…

Aashaadh Amavasya 2025 : କାଲି ଆଷାଢ଼ ଅମବାସ୍ୟା, ଏହି ଜିନିଷ ଦାନ କଲେ ବଦଳିଯିବ ଭାଗ୍ୟ

ନୂଆଦିଲ୍ଲୀ: ପଞ୍ଚାଙ୍ଗ ଅନୁସାରେ ଆଷାଢ଼ ମାସର ଅମାବାସ୍ୟା ଆସନ୍ତାକାଲି ପାଳନ କରାଯିବ । ଏହି ଦିନଟିକୁ ଧାର୍ମିକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ଏହାକୁ ଦର୍ଶ ଅମାବାସ୍ୟା ମଧ୍ୟ କୁହାଯାଏ ।…

ରଥଯାତ୍ରାରେ କଡ଼ା ହେବ ସୁରକ୍ଷା ବ୍ୟବସ୍ଥା, ପୁରୀ ଜଗିବ 275 AI କ୍ୟାମେରା

ପୁରୀ: ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୁରୀ ଜଗିବ 275ଟି AI କ୍ୟାମେରା । ସମନ୍ବୟ ବୈଠକ ପରେ ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କ ପ୍ରତିକ୍ରିୟା । “ରଥଯାତ୍ରା ପାଇଁ 5 ଥାକିଆ…

କଡ଼ା ସୁରକ୍ଷା ମଧ୍ୟରେ ହେବ ଅମରନାଥ ଯାତ୍ରା, No-Fly Zone ଘୋଷଣା କଲା ଜମ୍ମୁ-କଶ୍ମୀର

ଶ୍ରୀନଗର: କଡ଼ା ସୁରକ୍ଷା ମଧ୍ୟରେ ହେବ ଅମରନାଥ ଯାତ୍ରା । ଜୁଲାଇ 1 ରୁ ଅଗଷ୍ଟ 10 ପର୍ଯ୍ୟନ୍ତ ସମଗ୍ର ତୀର୍ଥଯାତ୍ରା ରୁଟକୁ ନୋ-ଫ୍ଲାଇ ଜୋନ୍ ଘୋଷଣା କଲେ ଜାମ୍ମୁ କାଶ୍ମୀର ସରକାର । କେନ୍ଦ୍ର ଶାସିତ ଅଞ୍ଚଳର ଗୃହ…

ମୁଣ୍ଡରେ କାଉ ବସିବ, ପରିବାର ଲୋକଙ୍କ ମୃତ୍ୟୁ ହେବ, ଜାଣନ୍ତୁ ପୁରା ଘଟଣା

ମଧ୍ୟପ୍ରଦେଶ: ମଣିଷ ମୁଣ୍ଡରେ କାଉ ବସିବ, ପରିବାରରେ ଅନ୍ଧକାର ଖେଳିଯିବ। ଏହି ବିଷୟକୁ ନେଇ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ଗହବାରା ଗାଁର 68 ବର୍ଷୀୟ କାମତା ଶୁକ୍ଲା କୁହନ୍ତି ଯେ, ତାଙ୍କ ପୂର୍ବପୁରୁଷଙ୍କଠାରୁ…