fbpx
Browsing Category

ବିଦେଶ

ଚୀନକୁ କନ୍ଦାଇଲାଣି କରୋନାର ନୁଆ ଲହର, ଜାଣନ୍ତୁ ଲେମ୍ବୁ କିଣିବାକୁ ବଜାରରେ କାହିଁକି ଭିଡ଼ ଲଗାଇଲେ ଲୋକେ?

ନୁଆଦିଲ୍ଲୀ: ଚୀନ୍‌ରେ ବର୍ତ୍ତମାନ କରୋନା ଏହାର ତାନ୍‌ଡବ ଜାରି ରଖିଛି । ଗତ ତିନି ମାସ ମଧ୍ୟରେ ଚୀନ୍‌ରେ କରୋନାର ତିନୋଟି ଲହର ଆସି ସାରିଲାଣି । ଲୋକମାନଙ୍କୁ ଏବେ ମେଡିକାଲରେ ବେଡ୍ ମିଲୁ ନଥିବା ବେଳେ ଲୋକମାନେ…

ପେଟର ଯନ୍ତ୍ରଣା ପାଇଁ ଡାକ୍ତରଖାନାରେ ପହଞ୍ଚିଲା ଶିଶୁ ଆଉ ଏକ୍ସ-ରେ ରିପୋର୍ଟରେ ଯାହା ବାହାରିଲା ତାକୁ ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ପିଲାମାନଙ୍କ ସହ ଜଡିତ ଅନେକ ଅଜବ ମାମଲା ଡାକ୍ତରଖାନାଗୁଡ଼ିକରେ ଆସେ, ଯେତେବେଳେ ପିଲାମାନେ ଖେଳିବା ସମୟରେ ଏପରି ଅନେକ ବିପଜ୍ଜନକ କାର୍ଯ୍ୟ କରନ୍ତି, ଯାହା ସେମାନଙ୍କ ଜୀବନକୁ ବିପଦରେ ପକାଇଥାଏ । ତେବେ…

ବିମାନବନ୍ଦରରେ ଆଜି ଠାରୁ ସାମ୍ପୁଲ ଟେଷ୍ଟ;ଆସିବ ନୂତନ ବର୍ଷ ପାଇଁ କୋଭିଡ ଗାଇଡ ଲାଇନ!

ନୂଆଦିଲ୍ଲୀ : ପୁଣି ଡରାଇଲାଣି କରୋନା ଆତଙ୍କ । ଚୀନରେ କ୍ରମାଗତ ଭାବେ କୋଭିଡ କେସ ବୃଦ୍ଧି ପାଉଥିବା ବେଳେ ଏବେ ଭାରତରେ ମଧ୍ୟ କୋଭିଡର ନୂଆ ଭାରିଆଣ୍ଟ ଦେଖିବାକୁ ମିଳିଛି ।କେବଳ ଏତିକି ନୁହେଁ ରାଜ୍ୟରେ ମଧ୍ୟ ଜଣେ…

Pakistan Cricket Boardରୁ ରମିଜ ରାଜାଙ୍କ ଛୁଟି,ଜାଣନ୍ତୁ କାହାକୁ ମିଳିଲା ଏହି ଦାୟିତ୍ୱ

ନୂଆଦିଲ୍ଲୀ :ଭାରତକୁ ଅନୁକରଣ କରୁଛି ପାକିସ୍ତାନ। ଯେଉଁ ଭଳି ଭାବେ ଭାରତ କ୍ରିକେଟ୍ ବୋର୍ଡରେ ଏବେ ପରିବର୍ତ୍ତନ କରିଥିଲା ଠିକ ସେହିପରି ପାକିସ୍ତାନର କ୍ରିକେଟ୍ ବୋର୍ଡରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଇଂଲଣ୍ଡ…

ଆଫଗାନିସ୍ତାନରେ ଝିଅ ମାନଙ୍କ ଉଚ୍ଚଶିକ୍ଷା ଉପରେ ବ୍ୟାନ ଲଗାଇଲା ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ କ୍ଷମତାରେ ଥିବା ତାଲିବାନ ମହିଳାଙ୍କ ଲେଖା ପଢାକୁ ପସନ୍ଦ କରୁନାହାନ୍ତି । ମହିଳାମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ବନ୍ଦ ଘୋଷଣା କରିବା ପାଇଁ ତାଲିବାନ ନିର୍ଦ୍ଦେଶ ଦେଇଛି । ତାଲିବାନ…

Age of Virus: କରୋନା ଭାଇରସର ପ୍ରକୃତ ବୟସ କେତେ, ଏହା କ’ଣ କେବେ ବି ମରିବନି, ତିନି ବର୍ଷ ପରେ ପୁଣି କେମିତି ଜୀବିତ ହେଲା

ନୂଆଦିଲ୍ଲୀ: ପୁରି ସାରା ବିଶ୍ୱକୁ ଫେରିଛି କରୋନା । ଅତୀତରେ ପାଖାପାଖି ତିନିବର୍ଷ କାଳ ସାରା ବିଶ୍ୱକୁ ଅସହ୍ୟ ଯନ୍ତ୍ରଣାରେ ଛଟପଟ କରାଇବା ପରେ ଏବେ ପୁଣି ଥରେ କଡ଼ ଲେଉଟାଇଛି । ଚୀନ ସମେତ ୧୦ରୁ ଅଧିକ ଦେଶରେ ଏବେ କରୋନା…

ଗୋଟିଏ ପଟେ FIFA ବିଶ୍ୱକପ୍, ଅନ୍ୟ ପଟେ କରୋନା ତାଣ୍ଡବ

ନୂଆଦିଲ୍ଲୀ: ଚୀନ ସମେତ ବିଶ୍ୱର ୧୦ରୁ ଅଧିକ ଦେଶରେ ଏବେ ଅଚାନକ କରୋନାର ଭୟଙ୍କର ତାଣ୍ଡବ ଦେଖିବାକୁ ମିଳିଲାଣି । ତେବେ ସୁପ୍ତ ଅବସ୍ଥାରେ ଥିବା କରୋନା ଭାଇରାସ୍ ହଠାତ୍ ଉପରମୁହାଁ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ…

ଖୋଲିବ ନିଆରା ରୋବଟ କାଫେ; ମଣିଷ ନୁହେଁ ମେସିନ୍ କରିବ ରାଜ୍

ନୂଆଦିଲ୍ଲୀ: ଟେକନିକ୍ ବିକାଶ ହେତୁ ଆମ ଜୀବନରେ ଅନେକ ପରିବର୍ତ୍ତନ ଆସିଛି । ଆଜିର ଦୁନିଆରେ, ଅଧିକାଂଶ କାର୍ଯ୍ୟ ପାଇଁ ଲୋକମାନେ ମେସିନ୍ ଉପରେ ନିର୍ଭର କରୁଛନ୍ତି । ଯେଉଁ କାର୍ଯ୍ୟଗୁଡିକ କରିବାକୁ ଅନେକ ଘଣ୍ଟା ସମୟ…

ଭାରତ ପାଇଁ କରୋନା ଚ୍ୟାଲେଞ୍ଜ: ୧୦ଟି ଶକ୍ତିଶାଳୀ ଦେଶରେ ପରିସ୍ଥିତି ଅସମ୍ଭାଳ, ଗୋଟିଏ ସପ୍ତାହରେ ଚାଲିଗଲା ୧୦ ହଜାର ଜୀବନ

ନୂଆଦିଲ୍ଲୀ: ଗତ ଦୁଇବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱକୁ କନ୍ଦାଇଥିବା କରୋନା ଭାଇରାସ୍ ପୁଣି ଥରେ କଡ଼ ଲେଉଟାଇବାକୁ ଯାଉଛି । ଚୀନ ସମେତ ବିଶ୍ୱର ୮ଟି ଶକ୍ତିଶାଳୀ ଦେଶରେ କରୋନାର କହର ଦେଖିବାକୁ ମିଳିଲାଣି । ଗତ ଏକ…

ଚାଲିଥିଲା କ୍ରିସମାସ୍ ପାର୍ଟି; ଗର୍ଭବତୀ ୱେଟରଙ୍କୁ ଦେଖି ତରଳିଲା ହୃଦୟ, ଟିପ୍ସରେ ଦେଲେ ଲକ୍ଷେ ଟଙ୍କା

ନୂଆଦିଲ୍ଲୀ: ଦୁନିଆରେ ଉଭୟ ଭଲ ଏବଂ ଖରାପ ଲୋକ ରହିଛନ୍ତି । ଏହି ଲୋକମାନଙ୍କ ସହ ଜଡିତ ଅନେକ ପ୍ରକାରର ଖବର ସାମ୍ନାକୁ ଆସେ । କିଛି ଖବର ଲୋକଙ୍କୁ ହସାଇଥାଏ ତ କିଛି ଖବର ଦୁଃଖ ଦେଇଥାଏ । ତେବେ ବର୍ତ୍ତମାନ ଆମେରିକାରୁ…