Browsing Category
ବିଦେଶ
(Video)ରହସ୍ୟମୟୀ ସାପ, ଦେଖିବାକୁ ଲତା ପରି ଓ ବିପଦଜନକ ମଧ୍ୟ; ବୈଜ୍ଞାନିକ ମାନେ ବି ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ଦୁନିଆରେ ଅନେକ ପ୍ରକାରର ଜୀବଜନ୍ତୁ ତଥା ସରୀସୃପ ଦେଖିବାକୁ ମିଳେ । ଯାହା ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିବେ ନାହିଁ । ଏହିପରି ଏକ ସରୀସୃପ ଥାଇଲାଣ୍ଡରେ ଦେଖିବାକୁ ମିଳିଛି । ଏହା ଏକ ସାପ । ଦେଖିବାକୁ…
କାନାଡାରେ ସଡ଼କ ଦୁର୍ଘଟଣାରେ ୫ ଭାରତୀୟ ଛାତ୍ର ମୃତ
ନୂଆଦିଲ୍ଲୀ: କାନାଡାରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି । ଯେଉଁଥିରେ ୫ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି । ଏହି ଘଟଣା ଶନିବାର ଦିନ ଘଟିଛି । ଓଟାରିଓ ହାଇୱେରେ ଏହି ଦୁର୍ଘଟଣା ଘଟିଥିବା ସୂଚନା । ୫ ଜଣ…
ଆକାଶରୁ ହଠାତ୍ ଖସିଲା ଏକ ଚମତ୍କାରୀ ପଥର, ରାତାରାତି କୋଟିପତି ପାଲଟିଗଲେ ଯୁବକ
ନୂଆଦିଲ୍ଲୀ: ଅନେକ ସମୟରେ ଏ ଦୁନିଆରେ କିଛି ଲୋକଙ୍କ ସହିତ ଅବିଶ୍ୱସନୀୟ ଘଟଣା ସବୁ ଘଟିଥାଏ । ଏହି କଥାକୁ ଆଖିରେ ଦେଖିବା ନ ଦେଖିବା ପର୍ଯ୍ୟନ୍ତ କେହି ବି ବିଶ୍ୱାସ କରନ୍ତି ନାହିଁ । ତେବେ କଥାଟି ହେଉଛି, ଆକାଶରୁ…
ଯୁଦ୍ଧରେ ୫୯୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଲଗାତର ଭାବରେ ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତି । ବର୍ତ୍ତମାନ ସେମାନେ ରାଜଧାନୀ କିଭ୍ ଉପରେ ହମଲା କରିବା ପାଇଁ ମାଡ଼ି…
ଆଜି ରୁଷିଆ-ୟୁକ୍ରେନ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ କଥାବାର୍ତ୍ତା
ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ମଧ୍ୟରେ ଆଜି ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଛି । ଭର୍ଚୁଆଲ ମୋଡରେ ଉଭୟ ଦେଶର ପ୍ରତିନିଧିଙ୍କ କଥାବାର୍ତ୍ତା ହେବ । ପୂର୍ବରୁ ୩ ଥର ଆଲୋଚନା ହୋଇଥିଲେ ବି ସମାଧାନର ବାଟ ବାହାରି…
ପୁଣି ଋଷର ଏୟାରଷ୍ଟ୍ରାଇକ: ୩୫ ଜଣଙ୍କ ମୃତ୍ୟୁ ସହିତ ୧୦୦ରୁ ଅଧିକ ଆହତ ହୋଇଥିବା ସୂଚନା
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଗତ ୧୮ ଦିନରୁ ଆକ୍ରମଣ କରି ଚାଲିଛି ଋଷ । ଗୋଟିଏ ପରେ ଗୋଟିଏ ସହର ଉପରେ କବଜା କରିବାରେ ସଫଳ ହେଉଛି ପୁତିନ ସେନା । ଆଜି ଋଷ ତରଫରୁ ଏକ ଏୟାର ଷ୍ଟ୍ରାଇକ ହୋଇଛି ଯେଉଁଥିରେ ୩୫ ଜଣ ପ୍ରାଣ…
ଡରାଉଛି ଅଦ୍ଭୁତ ରୋଗ: ଅଜଣା ବେମାରୀ ଭୟରେ ସ୍କୁଲ ଯାଇ ପାରିଲାନି ୭ ବର୍ଷର ଛୁଆ, ସାହାଯ୍ୟକୁ ଅପେକ୍ଷା
ଦୁନିଆରେ ଏମିତି ଅନେକ ରୋଗ ଅଛି ଯାହା ବିଷୟରେ ଖୁବ କମ ଲୋକଙ୍କୁ ହିଁ ଜଣାଥିବ । କିନ୍ତୁ ଏହାର ପ୍ରଭାବ ଖୁବ ଭୟଙ୍କର ଏବଂ ତୀବ୍ର ହୋଇଥାଏ । ଏମିତି ଏକ ଦୁର୍ଲଭ ରୋଗର ଶିକାର ହୋଇଛନ୍ତି ବ୍ରିଟେନର ଜଣେ ୭ ର୍ବେର ବାଳକକୁ…
(Video)ଆମେରିକା ଦୂତାବାସ ଉପରେ ୧୨ଟି ମିସାଇଲ୍ ମାଡ଼
ୱାଶିଂଟନ୍: ଇରାକରେ ଆମେରିକା ଦୂତାବାସ ଉପରେ ଆକ୍ରମଣ ହୋଇଛି । ଦୂତାବାସ ଉପରେ ୧୨ଟି ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରାଯାଇଥିବା ସୂଚନା ମିଳିଛି । ଇରବିଲ୍ ସ୍ଥିତ ଦୂତାବାସ ଉପରେ ମିସାଇଲ୍ ମାଡ଼ କରାଯାଇଥିବା ସୂଚନା ରହିଛି…
କିଭ୍ କୁ ତିନିପଟରୁ ଘେରିଲାଣି ରୁଷ
ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୧୮ ଦିନ ବିତିଗଲାଣି । କିଭ୍ ଦଖଲ ପାଇଁ ରୁଷିଆ ସେନାର ନିର୍ଣ୍ଣାୟକ ଲଢ଼େଇ । ବର୍ତ୍ତମାନ କିଭ୍ ଆଡକୁ ଦ୍ରୁତ ଗତିରେ ଅଗ୍ରସର ହେଉଛି ରୁଷିଆ । କିଭ୍ ସହରର ଓବ୍ଲାଷ୍ଟ୍ ଉପରେ…
(ଦେଖନ୍ତୁ Video) ଏକାସାଙ୍ଗରେ ୮୧ ଜଣ ଲୋକଙ୍କୁ ଦିଆଗଲା ଫାଶୀ: ଜାଣନ୍ତୁ କ’ଣ ଥିଲା ଅପରାଧ
ଦୁବାଇ: ହତ୍ୟା ଓ ଆତଙ୍କବାଦ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିଛି ସାଉଦି ଆରବ । ଆତଙ୍କୀ ସହ ବିଭିନ୍ନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ୮୧ ଜଣ ଲୋକଙ୍କୁ ସାମୂହିକ…