Browsing Category
ଦେଶ
ସରକାରଙ୍କ ଆକ୍ସନ ପରେ କମିଲା ପିଆଜ ଦର: ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ରେଟ୍?
ନୂଆଦିଲ୍ଲୀ : ଶନିବାର ଦିନ ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ସରକାରଙ୍କ ସବସିଡିଯୁକ୍ତ ପିଆଜ ବିକ୍ରି ପଦକ୍ଷେପ ୫ ସେପ୍ଟେମ୍ବରରୁ ଆରମ୍ଭ ହେବାର କିଛି ଦିନ ମଧ୍ୟରେ ପ୍ରମୁଖ ସହରରେ ମୂଲ୍ୟ ହ୍ରାସ ପାଇଛି ।…
କୋଲକାତା ଦୁଷ୍କର୍ମ-ହତ୍ୟା ମାମଲା: ପୁଣି ଥରେ ସନ୍ଦୀପ ଘୋଷକୁ ଗିରଫ କଲା ସିବିଆଇ
କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ସିବିଆର ବଡ ଆକ୍ସନ । ଆରଜି କରର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷକୁ ବାନ୍ଧିଲା ସିବିଆଇ । ତାଙ୍କ ସହିତ ତାଲା…
ଗୁଜରାଟର ଦେହଗାମ ଅଞ୍ଚଳରେ ବୁଡ଼ିଯିବା ଘଟଣାରେ ସହାୟତା ଘୋଷଣା କଲେ ମୋଦୀ, ଜାଣନ୍ତୁ କେତେ
ନୂଆଦିଲ୍ଲୀ : ଗୁଜରାଟର ଦେହଗାମ ଅଞ୍ଚଳରେ ବୁଡ଼ିଯିବା ଘଟଣାରେ ପୀଡ଼ିତଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ…
୧୭ ତାରିଖରେ ମିଳିବନି ମାଛ-ମାଂସ: ବନ୍ଦ ରହିବ ସବୁ ଆମିଷ ଦୋକାନ, କାହିଁକି?
ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରେ ସହରର ସମସ୍ତ ମାଛ-ମାଂସ ଦୋକାନ ସବୁ ବନ୍ଦ ରହିବ । ମୁଖ୍ୟ ପଶୁ ଚିକିତ୍ସା ଏବଂ କଲ୍ୟାଣ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି । ପ୍ରଶାସନର ନିର୍ଦ୍ଦେଶ ଅନୁସାରେ, ସହରର ସମସ୍ତ ମାଛ ମାଂସ…
(video) ପରିବାର ସହିତ ବସି ରେଷ୍ଟୁରାଣ୍ଟରେ ଖାଉଥିଲେ ଲୋକେ, ଗେଟ୍ ଭାଙ୍ଗି ମାଡି ଆସିଲା କାର୍
ନୂଆଦିଲ୍ଲୀ: କଥାରେ ଅଛି ସଡକ ସୁରକ୍ଷା ଜୀବନ ରକ୍ଷା । ଗାଡି ଚଲାଇବା ସମୟରେ ସର୍ବଦା ସାବଧାନତା ଜରୁରୀ ଅଟେ । ଏହା ଦ୍ବାରା ନିଜେ ସୁରକ୍ଷିତ ରହିବା ସହିତ ରାସ୍ତାରେ ଯାଉଥିବା ଲୋକେ ମଧ୍ୟ ସୁରକ୍ଷିତ ମନେ କରିବେ । ତେବେ…
ସାଇବର କ୍ରାଇମ ଗ୍ୟାଙ୍ଗକୁ ନେଇ ବଡ଼ ଖୁଲାସା, ସାତୋଟି ସ୍ଥାନରେ ଚଢ଼ାଉ; ମୁମ୍ବାଇରୁ ଜଣେ ଅଭିଯୁକ୍ତ ଗିରଫ
ନୂଆଦିଲ୍ଲୀ : ଆମେରିକାର ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫବିଆଇ) ସହଯୋଗରେ ସିବିଆଇ ସାଇବର କ୍ରାଇମ ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି । ଏହି ମାମଲାରେ ଅଭିଯୁକ୍ତ ବିଷ୍ଣୁ ରାଠୀକୁ ମୁମ୍ବାଇରୁ ଗିରଫ କରାଯାଇଛି…
କେଜ୍ରିଓ୍ବାଲଙ୍କ ଶୋଭାଯାତ୍ରାରେ ଆତଶବାଜୀ, ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ: ଯେଉଁ ନିୟମକୁ ନିଜେ ସରକାର ଘୋଷଣା କରିଥିଲେ, ସେହି ନିୟମକୁ ହିଁ ଭାଙ୍ଗିଲେ ସମର୍ଥକ । ଆମେ କହୁଛୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ କଥା । ଦିଲ୍ଲୀରେ ପ୍ରଦୂଷଣ ପାଇଁ ଯିଏ ଆତଶବାଜୀ ବାରଣ…
ମାତ୍ର ୭୫ ଟଙ୍କାରେ Unlimited… ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ ଆଣିଲା JIO: ମିଳିବ ଏହି ସୁବିଧା
ଓଡ଼ିଶା ଭାସ୍କର: ରିଲାଏନ୍ସ ଜିଓ ନିଜର ରିଚାର୍ଜ ପ୍ଲାନରେ ବୃଦ୍ଧି କରିବା ପରେ ୟୁଜର ଅସନ୍ତୋଷ ରହିଛନ୍ତି । ଏହି ନେଟୱର୍କ ସାରା ଦେଶରେ ଇଣ୍ଟରନେଟ ସେବା ପହଞ୍ଚାଇବା ସହ ଇଣ୍ଟରନେଟ ବ୍ୟବହାର କରିବାରେ କ୍ରାନ୍ତି ଆଣିଛି ।…
Checking ବେଳେ ବ୍ୟାଗରେ ହେଲା ବିସ୍ଫୋରଣ: କୋଲକାତାର ରାଜରାସ୍ତାରେ ଧମାକା
କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଘଟିଯାଇଛି ଏକ ଭୟଙ୍କର ବିସ୍ଫୋରଣ । ମାମଲାକୁ ନେଇ ସବୁଆଡ଼େ ଆତଙ୍କ ଖେଳିଯାଇଛି । ରାଜଧାନୀ କୋଲକାତାର ରାଜରାସ୍ତା ଏସଏନ ବାନାର୍ଜୀ ରୋଡରେ ଏହି ବିସ୍ଫୋରଣ ଘଟିଛି । ଏହି…
ପୂଜା ବଜାରରେ ଲଞ୍ଚ ହେଲା MG Windsor କାର୍, ଖର୍ଚ୍ଚ ମାତ୍ର 3.5 ଟଙ୍କା
ନୂଆଦିଲ୍ଲୀ: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଇଲେକ୍ଟ୍ରୋନିକ୍ସ କାରର ଚାହିଦା । ପେଟ୍ରୋଲ- ଡିଜେଲ ଦର ବୃଦ୍ଧି କାରଣରୁ ଲୋକେ ଇଲେକ୍ଟ୍ରିକ ଆଡକୁ ମୁହାଁଉଛନ୍ତି । ସ୍କୁଟି ପରେ ଏବେ ଇଭି କାରର ଚାହିଦା ବଢୁଛି ।…