Browsing Category
ଦେଶ ବିଦେଶ
ଭାରତର ଅଧ୍ୟକ୍ଷତାରେ BRICS ଏକ ନୂଆ ରୂପ ପାଇବ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣା ଶୁଣି ଛୋଟ ଦେଶମାନେ ଖୁସିରେ ହେବେ ଗଦଗଦ
ନୂଆଦିଲ୍ଲୀ,୭ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲର ରିଓ ଡି ଜେନେରିଓରେ ଅନୁଷ୍ଠିତ ୧୭ତମ ବ୍ରିକ୍ସ ସମ୍ମିଳନୀରେ ଭାରତର ଦୃଷ୍ଟିକୋଣକୁ ଦୃଢ଼ ଭାବରେ ଉପସ୍ଥାପନ କରିଛନ୍ତି। ମୋଦୀ କହିଛନ୍ତି, ଯେତେବେଳେ ଭାରତ…
କିଛି ଦିନ ଭିତରେ ବୈଜ୍ଞାନିକ କରିବେ ଚମତ୍କାର, ଲ୍ୟାବରେ ପ୍ରସ୍ତୁତ ସ୍ପର୍ମରୁ ଜନ୍ମ ହେବ ଛୁଆ
ନୂଆଦିଲ୍ଲୀ: ପ୍ରଜନନ କ୍ଷମତା ହ୍ରାସ ପାଉଛି, ବିଶ୍ୱରେ ଅନେକ ଦେଶ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବୈଜ୍ଞାନିକମାନେ ଏହି ସମସ୍ୟାର ସମାଧାନ ଖୋଜିବା ଆରମ୍ଭ କରିଛନ୍ତି । ଓସାକା ବିଶ୍ୱବିଦ୍ୟାଳୟରେ ଏପରି ଏକ ଗବେଷଣା…
ଯେଉଁ ମନ୍ତ୍ରୀଙ୍କୁ ବହିଷ୍କାର କରିଥିଲେ ପୁଟିନ୍, କିଛି ଘଣ୍ଟା ପରେ କାରରୁ ମିଳିଲା ସେହି ମନ୍ତ୍ରୀଙ୍କ ମୃତଦେହ
ମସ୍କୋ,୭ା୭: ରୁଷର ପୂର୍ବତନ ପରିବହନ ମନ୍ତ୍ରୀ ରୋମାନ୍ ଷ୍ଟାରୋଭୋଇଟ୍ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କିଛି ଘଣ୍ଟା ପୂର୍ବରୁ ରୋମାନ୍ ଷ୍ଟାରୋଭୋଇଟଙ୍କୁ…
ଗାଁରେ ନାହାଁନ୍ତି ଗୋଟିଏ ବି ହିନ୍ଦୁ ପରିବାର, କିନ୍ତୁ ପାଳନ ହେଲା ମହରମ୍ ପର୍ବ
କର୍ଣ୍ଣାଟକ: ଗତକାଲି ସାରା ଦେଶରେ ମହରମ୍ ପର୍ବ ପାଳନ କରାଯାଇଥିଲା। ସାଧାରଣତଃ ଏହି ପର୍ବ ମୁସଲିମ୍ ସମ୍ପ୍ରଦାୟର ଲୋକମାନେ ପାଳନ କରିଥାନ୍ତି କିନ୍ତୁ କର୍ଣ୍ଣାଟକର ୟାଦଗିରରେ ଏପରି ଏକ ଗାଁ ଅଛି ଯେଉଁଠି କୌଣସି ମୁସଲିମ୍…
(Video) ଫ୍ଲାଇଟ୍ ଭିତରେ ଲୁଚିଥିଲା ସାପ, ଯେତେବେଳେ ଯାତ୍ରୀମାନେ ଦେଖିଲେ ସେତେବେଳେ…
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଏକ ଘରୋଇ ବିମାନ ବିମାନ ଭିତରେ ଏକ ସାପ ମିଳିବା ପରେ ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଘଟଣା ମେଲବୋର୍ଣ୍ଣରୁ ବ୍ରିସବେନ ଯାଉଥିବା ଏକ ଭର୍ଜିନ୍ ଅଷ୍ଟ୍ରେଲିଆ ବିମାନରେ ଘଟିଥିଲା ।…
AI-ଡିଜାଇନ୍ ଔଷଧର ମାନବ ପରୀକ୍ଷଣ ଆରମ୍ଭ କରିବାକୁ ପ୍ରସ୍ତୁତି କରୁଛି ଗୁଗୁଲ୍
ଲଣ୍ଡନ: ଆଲଫାବେଟ୍ର ଔଷଧ ଗବେଷଣା ଶାଖା ଆଇସୋମର୍ଫିକ୍ ଲ୍ୟାବ୍ସ, ଯାହା ଗୁଗୁଲ୍ ଡିପ୍ମାଇଣ୍ଡରୁ ଉଦ୍ଭବ ହୋଇଛି, ଏଆଇ (କୃତ୍ରିମ ବୁଦ୍ଧିମତା) ଦ୍ୱାରା ଡିଜାଇନ୍ କରାଯାଇଥିବା ଔଷଧର ମାନବ କ୍ଲିନିକାଲ୍ ପରୀକ୍ଷଣ ଆରମ୍ଭ…
ଭାରତ କେଉଁ ଦେଶଠାରୁ କିଣିବ ସୁପରଫାଷ୍ଟ ଜେଟ୍, ଆମେରିକା ନା ରୁଷ୍? ଜାଣନ୍ତୁ…
ନୂଆଦିଲ୍ଲୀ,୭ା୭: ଭାରତ ଏବେ ତା’ର ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ଅଣ୍ଟା ଭିଡ଼ିଛି । ଭାରତ ଏବେ ପଞ୍ଚମ ପିଢ଼ିର ସୁପର ଆଡଭାନ୍ସଡ୍ ଲଢ଼ୁଆ ବିମାନ କିଣିବାକୁ ପ୍ରସ୍ତୁତ ହେଉଛି। ପ୍ରତିରକ୍ଷା ସଚିବ ଆର.କେ. ସିଂହ…
ସ୍ବାମୀ ଜାଣିଦେଲା ଚୋରା ପିରତି..ଏହାକୁ ନେଇ ଧୋକେବାଜ ସ୍ତ୍ରୀ କଲା କଳହ, ପରେ ପ୍ରେମିକ ସହିତ ମିଶି ତକିଆ ମଡାଇ କଲା ହତ୍ୟା
ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଗପୁରରେ ଜଣେ ସ୍ତ୍ରୀ ତାଙ୍କ ପ୍ରେମିକଙ୍କ ସହ ମିଶି ତାଙ୍କ ଅସୁସ୍ଥ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ସ୍ତ୍ରୀ ହତ୍ୟାକୁ ପ୍ରାକୃତିକ ମୃତ୍ୟୁ ବୋଲି ଦର୍ଶାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ…
ଅବସର ପରେ ସୁପ୍ରିମକୋର୍ଟ ବିଚାରପତି କେଉଁଠି ରୁହନ୍ତି, କ’ଣ ରହିଥାଏ ତାଙ୍କ ପାଇଁ କ୍ୱାର୍ଟର୍ସ ନିୟମ ଜାଣନ୍ତୁ…
ନୂଆଦିଲ୍ଲୀ,୭ା୭: ଭାରତର ପୂର୍ବତନ ମୁଖ୍ୟ ବିଚାରପତି (CJI) DY ଚନ୍ଦ୍ରଚୂଡ଼ ଅବସର ନେବାର ଆଠ ମାସ ପରେ ମଧ୍ୟ ସରକାରୀ ବଙ୍ଗଳାରେ ରହୁଛନ୍ତି। ଏହା ଉପରେ ସୁପ୍ରିମକୋର୍ଟ ତାଙ୍କୁ ଏକ ଚିଠି ଲେଖି ଦିଲ୍ଲୀର ଲୁଟିୟନ୍ସ…
ମହେଶ ବାବୁଙ୍କୁ 34 ଲକ୍ଷ ଟଙ୍କାର ପ୍ଲଟ୍ ଠକେଇ ମାମଲାରେ ନୋଟିସ୍
ଓଡିଶା ଭାସ୍କର: ତେଲୁଗୁ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ମହେଶ ବାବୁ ଏକ ରିଅଲ୍ ଏଷ୍ଟେଟ୍ ଠକେଇ ମାମଲାରେ ଆଇନଗତ ସମସ୍ୟାରେ ଫସିଛନ୍ତି। ତାଙ୍କୁ ରଙ୍ଗାରେଡ୍ଡି ଜିଲ୍ଲା ଗ୍ରାହକ କମିଶନ ଦ୍ୱାରା ଏକ ଆଇନଗତ ନୋଟିସ୍ ଜାରି…