Browsing Category

ଦେଶ ବିଦେଶ

NCPର ପ୍ରକୃତ ବସ୍ କିଏ? ଶରଦଙ୍କୁ ପ୍ରମାଣ ମାଗିଲେ ନିର୍ବାଚନ ଆୟୋଗ, କ’ଣ ରହିଛି ନିୟମ, ଆଗକୁ କ’ଣ ଘଟିବ

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ବିଭାଜନ ପରେ ଦାଦା ଶରଦ ପାୱାର ଓ ପୁତୁରା ଅଜିତ ପାୱାରଙ୍କ ମଧ୍ୟରେ ଦଳର ଅଧ୍ୟକ୍ଷ ପଦକୁ ନେଇ ବିବାଦ ଜାରି ରହିଛି । ଦଳରୁ ବାହାରିଯାଇ ମହାରାଷ୍ଟ୍ରର…

ବିଟେନ ମ୍ୟୁଜିୟମରୁ ଚୋରି ହେଲା ଅନେକ ଐତିହାସିକ ବସ୍ତୁ

ଲଣ୍ଡନ : ଲଣ୍ଡନ ଇତିହାସିକ ବ୍ରିଟେନ ମ୍ୟୁଜିୟମରେ ବହୁ ବର୍ଷ ପୁରୁଣା ମୂର୍ତ୍ତି ସଂରକ୍ଷଣ ହୋଇଥିଲା । କିନ୍ତୁ ଏବେ ଏହା ଚେରି ହେବା ପରେ ବ୍ରିଟେନରେ ଏହାକୁ ନେଇ ବିଶୃଙ୍ଖଳା ଦେଖାଯାଇଛି । ଏହି ସଂଗ୍ରହାଳୟ ଲଣ୍ଡରେ…

ପୁରସ୍କାର ରାଶି ଘୋଷଣା ହୋଇଥିବା ନକ୍ସଲ ଦମ୍ପତିଙ୍କର ଆତ୍ମସମର୍ପଣ

ନୂଆଦିଲ୍ଲୀ : ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଚଳ ସୁକୁମା ଅଞ୍ଚଳରେ ନକ୍ସଲମାନେ ସୁରକ୍ଷା କର୍ମୀଙ୍କ ସାମ୍ନାରେ ନିଜର ଅସ୍ତ୍ରଶସ୍ତ୍ର ରଖିଥିଲେ । ସୂଚନା ଅନୁସାରେ ଦୁଇଜଣ ନକ୍ସଲ ପତିପତ୍ନୀଙ୍କ ଉପରେ ପୋଲିସ ୧…

ଦୁଇ ଦେଶ ମଧ୍ୟରେ ଟକ୍କର: ଚନ୍ଦ୍ରଯାନର ୨ ଦିନ ପୂର୍ବରୁ ଚନ୍ଦ୍ରରେ ଅବତରଣ କରିବ ଋଷର ଲୁନା-୨୫

ନୂଆଦିଲ୍ଲୀ : ଭାରତର ଚନ୍ଦ୍ରଯାନ ଉପରେ ପୁରା ବିଶ୍ୱର ନଜର ଥିବା ବେଳେ ଲୁନା -୨୫ ଉପରେ ଏବେ ସମସ୍ତଙ୍କ ନଜର । ଭାରତ ସହିତ ଏବେ ଋଷ ମଧ୍ୟ ଚନ୍ଦ୍ର ମିଶନରେ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଚନ୍ଦ୍ରଯାନର ୨…

ଟ୍ରେନ ଧକ୍କାରେ ଯୁବକଙ୍କର ମୃତ୍ୟୁ, ଧକ୍କା ଦେଇଥିବାରୁ ଦମ୍ପତ୍ତି ଗିରଫ

ନୂଆଦିଲ୍ଲୀ : ମୁମ୍ବାଇର ସାୟନ ରେଲୱେ ଷ୍ଟେସନରେ ଟ୍ରେନ ଦୁର୍ଘଟଣା ମାମଲା ସାମ୍ନାକୁ ଆସିଛି । ଏଠାରେ ୨୬ ବର୍ଷର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ତେବେ ପୋଲିସର ସୂଚନା ଅନୁସାରେ ଯୁବକ ଜଣକ ପ୍ଲଟଫର୍ମରେ ବୁଲୁଥିଲେ…

ଆପଣ ପଙ୍ଖା କିଣିବାକୁ ଯାଉଛନ୍ତି କି: ତେବେ ଜାଣି ରଖନ୍ତୁ ସରକାରଙ୍କ ସର୍ତ୍ତାବଳୀ

ସରକାର ବର୍ତ୍ତମାନ କିଛି ସମୟ ପାଇଁ ଦେଶର ଗୁଣାତ୍ମକ ଉତ୍ପାଦନ ବିରୋଧରେ ଅଭିଯାନ ଚଲାଇଛନ୍ତି । ପ୍ରଥମେ ସରକାର ପ୍ଲାଷ୍ଟିକ ପ୍ରଡକ୍ଟ ପରେ ୟୁଏସବି କେବୁଲ ଯାହାଦ୍ୱାରା ଇଲେକ୍ଟ୍ରି ଆଇଟମ ଉପରେ ନିଷେଧାଦେଶ ଲାଗୁ…

Agnibaan Rocket: ଶ୍ରୀହରୀକୋଟାରୁ ଲଞ୍ଚ ହେବ ବିଶ୍ୱର ପ୍ରଥମ 3D ରକେଟ୍

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳ ଲଞ୍ଚିଂ ପରେ ଭାରତ ପୁଣି ଥରେ ମହାକାଶ କ୍ଷେତ୍ରରେ ସୁନାମ ଆଣିବାକୁ ଯାଉଛି । ଚେନ୍ନାଇର ଘରୋଇ ସ୍ପେସ କମ୍ପାନୀ ଅଗ୍ନିକୁଲ କସମୋସର ରକେଟ ଅଗ୍ନିବାଣ ସବଅର୍ବିଟାଲ ଟେକ୍ନୋଲୋଜିକାଲ…

କଂଗ୍ରେସରେ ବଡ଼ ଧରଣର ପରିବର୍ତ୍ତନ: ୩ ଜଣ ବଡ଼ ନେତାଙ୍କୁ ବଡ଼ ରାଜ୍ୟ ଦାୟିତ୍ୱ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବ । ଏହାପୂର୍ବରୁ ଚଳିତ ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ନିକଟରେ କର୍ଣ୍ଣାଟକରେ ସରକାର ଗଠନ କରିବା ପରେ ଦେଶର ସର୍ବପୂରାତନ…

କ’ଣ ଆପଣଙ୍କ ଫୋନକୁ ଆସିଛି କି ଏମରଜେନ୍ସି ଆଲର୍ଟ ? ଜାଣନ୍ତୁ ଏହାର ଅର୍ଥ

ନୂଆଦିଲ୍ଲୀ: ଆଜି ଦେଶର ଲୋକଙ୍କ ପାଇଁ ଏକ ଭିନ୍ନ ଦିନ ଥିଲା । ଆରମ୍ଭ ତ’ ସବୁଦିନ ପରି ଥିଲା, କିନ୍ତୁ ଅପରାହ୍ନରେ ଲୋକଙ୍କ ମୋବାଇଲ୍ ଫୋନରେ ହଠାତ୍ ‘ଏମରଜେନ୍ସି ଆଲର୍ଟ' ଆସିବାକୁ ଲାଗିଥିଲା । କାହାକୁ କିଛି…

ହନିଟ୍ରାପ୍‌ର ଶିକାର ୬୦ ବର୍ଷୀୟ ବ୍ୟକ୍ତି, ଟଙ୍କା ନଦେଲେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ହେବ..

ଓଡିଶା ଭାସ୍କର; ଗତ କିଛି ଦିନ ହେବ ଦେଶରେ ପ୍ରାୟ ସମସ୍ତ ସ୍ଥାନରେ କେହି ନା କେହି ହନିଟ୍ରାପ୍‌ର ଶିକାର ହେଉଥିବା ଦେଖିବାକୁ ମିଳୁଛି । କହିବାକୁ ଗଲେ ଏବେ ସାରା ଦେଶରେ ଅନେକ ହନିଟ୍ରାପ ଗ୍ୟାଙ୍ଗ ସକ୍ରିୟ ରହିଛନ୍ତି ।…