Browsing Category
ଦେଶ ବିଦେଶ
ଫୁଲ ନୁହେଁ ବିଲାତିରେ କରାଯାଏ ସ୍ୱାଗତ : ଏଠି ରହିଛି ବିଚିତ୍ର ରୀତି
ଓଡ଼ିଶା ଭାସ୍କର : କଥାରେ ଅଛି, ଯେଉଁ ଦେଶଯିବ ସେଇ ଫଳ ଖାଇବ । ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା । ସବୁ ଦେଶର ପରମ୍ପରା, ପର୍ବପର୍ବାଣୀ ଓ ସଂସ୍କୃତି ଅଲଗା ଅଲଗା ରହିଛି । ସେହିପରି ବିବାହରେ ମଧ୍ୟ ବିଭିନ୍ନ…
ରାଜନୀତିରେ ବଢିବ ଯୁବ ନେତୃତ୍ୱଙ୍କ ସଂଖ୍ୟା, ବିଧାନସଭା ନିର୍ବାଚନ ଲଢିବା ପାଇଁ ନ୍ୟୁନତମ ଆୟୁ ୨୫ ବର୍ଷରୁ ହ୍ରାସ ପାଇ ହେବ ୧୮
ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଲଢିବାର ବୟସକୁ ନେଇ ବଡ ଖବର ଆସିଛି । ଏକ ସଂସଦୀୟ ପ୍ୟାନେଲ ଶୁକ୍ରବାର ବିଧାନସଭା ନିର୍ବାଚନ ଲଢିବା ପାଇଁ ନ୍ୟୁନତମ ବୟସରେ ପରିବର୍ତ୍ତନ ଲାଗି ସୁପାରିସ କରିଛନ୍ତି । ସଂସଦୀୟ ପ୍ୟାନେଲ…
ଇମ୍ରାନ ଖାନଙ୍କୁ ୩ ବର୍ଷର ଜେଲଦଣ୍ଡ: ୫ ବର୍ଷ ପର୍ଯ୍ୟନ୍ତ ଲଢ଼ିପାରିବେନି ନିର୍ବାଚନ
ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଛି ଏକ ବଡ଼ ଖବର । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୩ ବର୍ଷର ଜେଲଦଣ୍ଡାଦେଶ ହୋଇଛି । ତୋଶଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଇମ୍ରାନଙ୍କ ବିରୋଧରେ ଏହି ଦଣ୍ଡାଦେଇ…
ଦିଲ୍ଲୀ ବିଜେପିର ପ୍ରଦେଶ ଉପାଧ୍ୟକ୍ଷଙ୍କ ନାମ ଘୋଷଣା
ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଆଗକୁ ୨୦୨୪ ଲୋକସଭା ନିର୍ବାଚନ ହେବାର ଅଛି । ଏହାକୁ ନେଇ ପ୍ରତ୍ୟେକ ରାଜନୈତିକ ଦଳମାନେ ଏବେଠାରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିବା ସହିତ ନିଜ ନିଜର ସଂଗଠନ…
ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ଓ ଦେଶର ଚିତା ପ୍ରୋଜେକ୍ଟକୁ ଏକ ବଡ ଝଟକା, ବିଶେଷଜ୍ଞ କ’ଣ କହିଲେ ଆସନ୍ତୁ ଜାଣିବା
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଶୋପୁର ସ୍ଥିତ କୁନୋ ନ୍ୟାସନାଲ ପାର୍କକୁ ନେଇ ଆସିଛି ଚିନ୍ତିତ କରିଦେବା ଭଳି ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡ୍ରିମ ପ୍ରୋଜେକ୍ଟ ଓ ଦେଶର ଚିତା ପ୍ରୋଜେକ୍ଟକୁ ଏକ ବଡ ଝଟକା…
୧୪ ବର୍ଷର ଛାତ୍ରକୁ ଯୌନ ଶୋଷଣ କରୁଥିଲେ ୭୪ ବର୍ଷୀୟା ଶିକ୍ଷୟିତ୍ରୀ, ୬୦୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ
ୱାଶିଂଟନ: ଆମେରିକାର ବିସ୍କୋଜିନ୍ ପ୍ରାନ୍ତରୁ ଏକ ଚକିତ କରିଦେବା ଭଳି ଖବର ସାମ୍ନାକୁ ଆସିଛି । ଏଠାରେ ଜଣେ ବୟସ୍କା ମହିଳା ଶିକ୍ଷୟିତ୍ରୀ ନିଜ ଛାତ୍ରମାନଙ୍କୁ ହିଁ ଯୌନ ଶୋଷଣ କରିଛନ୍ତି । ମହିଳା ଜଣକ ଥରେ ନୁହଁନ୍ତି…
ବିନା ଡାଟା କନେକ୍ସନରେ ଦେଖିବେ ଲାଇଭ୍ ଟିଭି: ସରକାର ଆଣୁଛନ୍ତି ‘direct-to-mobile’ ଟେକ୍ନୋଲୋଜି
ନୂଆଦିଲ୍ଲୀ: ବିନା ଇଣ୍ଟରନେଟ ବା ଡାଟା ସଂଯୋଗରେ ଆପଣମାନେ ଲାଇଭ୍ ଟିଭି ଦେଖି ପାରିବେ । ଯେଉଁ ଟିଭି ଚାନେଲଗୁଡ଼ିକର ଡାଇରେକ୍ଟ-ଟୁ-ହୋମ (DTH) ସଂଯୋଗ ନଥିବ ସେ କ୍ଷେତ୍ରରେ ମଧ୍ୟ ୟୁଜର୍ସଙ୍କ ମୋବାଇଲ ଫୋନରେ ଲାଇଭ୍…
Today’s Gold Rate : ସୁନା ଦରରେ ଆଜି ହୋଇଛି ବଡ଼ ପରିବର୍ତ୍ତନ, କିଣିବା ପୂର୍ବରୁ ଜାଣିନିଅନ୍ତୁ କେତେ ରହିଛି ଦାମ
ଭୁବନେଶ୍ୱର : ସୁନା ଦରରେ ଆଜି ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । କିଣିବା ପୂର୍ବରୁ ଜାଣିନିଅନ୍ତୁ ଦେଶର ପ୍ରମୁଖ ସହରରେ କେତେ ରହିଛି ଆଜିର ସୁନା ଦର । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ଦର ଦଶ ଗ୍ରାମ…
(Video) ‘I Love You’ କହିବାରୁ ଏମିତି ଦଣ୍ଡ: ରାସ୍ତା ମଝିରେ ଯୁବକଙ୍କୁ ଚପଲରେ ପିଟିଲେ ଯୁବତୀ
ନୂଆଦିଲ୍ଲୀ: ପ୍ରେମ ବ୍ୟାପାରକୁ ନେଇ ଆଜିକାଲିର ଯୁବକ, ଯୁବତୀଙ୍କ ମଧ୍ୟରେ ଅନେକ ସମୟରେ କିଛି ବିବାଦ ଦେଖିବାକୁ ମିଳିଥାଏ । କିଏ ପ୍ରେମରେ ପାଗଳ ହୋଇ ଆତ୍ମହତ୍ୟା କରୁଛି ତ ଆଉ କିଏ ଅନ୍ୟର ଜୀବନ ନେଉଛି । ତେବେ ଏହା…
Video : ଆତଙ୍କବାଦୀଙ୍କ ଗୁଳିର ଜବାବ ଦେବା ବେଳେ ଘଟିଲା ଅଘଟଣ : ୩ ଯବାନ ହେଲେ ସହିଦ
ଜମ୍ମୁ କାଶ୍ମୀର : ଶୁକ୍ରବାର ଦିନ ଜାମ୍ମୁ-କାଶ୍ମୀରର କୁଲଗ୍ରାମ ଜିଲ୍ଲାରେ ଆତଙ୍କବାଦୀ୮୍କ ସହ ଗୁଳି ବିନିମୟ ବେଳେ ୩ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । କୁଲଗାମ ଜିଲ୍ଲାର ଏକ ଜଙ୍ଗଲରେ ଆତଙ୍କ ବାଦୀ ଲୁଚି…