CHARIDHAM
Browsing Category

ଦେଶ ବିଦେଶ

୧୦୦ ଫୁଟ ଗଭୀର ଖାଇ ମଧ୍ୟକୁ ଖସିଲା ପର୍ଯ୍ୟଟକ ବସ: ୮ ଜଣଙ୍କ ମୃତ୍ୟୁ, ୩୫ ଜଣ ଆହତ

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଆସିବ ତାହା କେହି କହିପାରିବେନି । ତେବେ ଏହା ମଧ୍ୟରେ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ୫୯ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଗୋଟିଏ ପର୍ଯ୍ୟଟକ ବସ୍ ଅଚାନକ…

ଭାରତୀୟ ଭାଷା ଉତ୍ସବ ଏବଂ ପ୍ରଯୁକ୍ତିବିଦ୍ୟା ଓ ଭାରତୀୟ ଭାଷା ସମ୍ମିଳନୀର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ଭାରତ ଭଳି ପୁରାତନ ସଭ୍ୟତାର ପ୍ରଯୁକ୍ତିବିଦ୍ୟା ସହ ଅତୁଟ ସମ୍ପର୍କ ରହିଛି । ଭାରତୀୟ ଭାଷା ଏବଂ ପ୍ରଯୁକ୍ତିବିଦ୍ୟା ଜ୍ଞାନକୌଶଳର ସମାଗମ ଦେଶର ପ୍ରତିଭାବାନଙ୍କ ପାଇଁ ଅପାର ସମ୍ଭାବନାର ଦ୍ୱାର ଖୋଲିବ ବୋଲି…

କାହିଁକି ରାମାୟଣରେ ଲେଖା ଯାଇନି ପ୍ରଭୁ ଶ୍ରୀରାମଙ୍କ ଭଉଣୀଙ୍କ କଥା

ଓଡ଼ିଶା ଭାସ୍କର: ରାମାୟଣ ହେଉ କି ମହାଭାରତ କିମ୍ବା ଅନ୍ୟ କୌଣସି ପୌରାଣିକ ଗ୍ରନ୍ଥ, ଯାହାକୁ ନେଇ ଅନେକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳେ । ଯେତେବେଳେ ପ୍ରଭୁ ରାମଙ୍କର ଭଉଣୀ କଥା ଶୁଣିବାକୁ ମିଳେ,…

ଏହି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କଲା RBI, ଗ୍ରାହକ ସେମାନଙ୍କ ଜମା ପଇସା ଫେରିପାଇବେ କି ନା ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଉତ୍ତରପ୍ରଦେଶର ଏକ ବ୍ୟାଙ୍କର ବ୍ୟାଙ୍କିଂ ଲାଇସେନ୍ସ ରଦ୍ଦ କରି ଦେଇଛନ୍ତି । କେନ୍ଦ୍ରୀୟ ବ୍ୟାଙ୍କ ପର୍ଯ୍ୟାପ୍ତ ପୁଞ୍ଜି ନ ଥିବାରୁ ଓ ଆୟର ସମ୍ଭାବନା ନ ଥିବାରୁ…

ଆସନ୍ତାକାଲି ଠାରୁ ବିଦେଶ ଯାତ୍ରା କରିବାରେ ଥିଲେ ଜାଣିରଖନ୍ତୁ ଏହି ନୂଆ ନିୟମ…ଆପଣଙ୍କୁ ଦେବାକୁ ପଡିବ

ଓଡିଶା ଭାସ୍କର; ଆସନ୍ତାକାଲି ଠାରୁ ବିଦେଶ ଯାତ୍ରା ପାଇଁ ପ୍ଲାନିଂ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ନୂଆ ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ, ଅକ୍ଟୋବର ୧ ଅର୍ଥାତ୍‌ ଆସନ୍ତାକାଲି ଠାରୁ ବିଦେଶ ଯାତ୍ରା ମହଙ୍ଗା…

କଂଗ୍ରେସରୁ ଅର୍ଚ୍ଚନା ଗୌତମ ବହିଷ୍କାର: ଗୋଟିଏ ଦିନ ପୂର୍ବରୁ ଲଗାଇଥିଲେ ଅସଦାଚରଣର ଅଭିଯୋଗ

ନୂଆଦିଲ୍ଲୀ: ୟୁପି ହସ୍ତିନାପୁରର ପୂର୍ବତନ ଲୋକସଭା ପ୍ରାର୍ଥୀ ଓ ‘ବିଗ୍ ବସ୍ ୧୬’ ଫେମ୍ ଅର୍ଚ୍ଚନା ଗୌତମଙ୍କୁ ଦଳରୁ ବାହାର କରିଛି କଂଗ୍ରେସ । ଅନେକ ମାମଲାରେ ତାଙ୍କର ସମ୍ପୃକ୍ତିକୁ ଦୃଷ୍ଟିରେ ରଖି ମେରଠ କଂଗ୍ରେସ…

(video)ବୋରିଂରୁ ପାଣି ପରିବର୍ତ୍ତେ ବାହାରୁଛି ନିଆଁ , ଗ୍ରାମବାସୀ ଆତଙ୍କିତ

ମିର୍ଜାପୁର: ଉତ୍ତରପ୍ରଦେଶ ମିର୍ଜାପୁର ଜିଲ୍ଲାର ଏକ ଗ୍ରାମରୁ ଏପରି କିଛ ଘଟଣା ସାମ୍ନାକୁ ଆସିଛି ଯାହା ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛିି । ହଠାତ୍ ଗ୍ରାମବାସୀଙ୍କ ନଜର ଏକ ବୋରିଂ ଉପରେ ପଡିଥିଲା…

ଖୁବଶୀଘ୍ର ସେନାରେ ସାମିଲ ହେବ ଏହି ସ୍ୱତନ୍ତ୍ର ସ୍ୱୟଂ ଚାଳିତ ଯାନ, ଜାଣନ୍ତୁ ଏହାର କାମ କ’ଣ ରହିଛି?

ଓଡିଶା ଭାସ୍କର; ସାମରିକ ସୁରକ୍ଷା ପାଇଁ ଭାରତ ସରକାର ଏକ ସ୍ୱତନ୍ତ୍ର ଯାନ ପ୍ରସ୍ତୁତ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଖୁବଶୀଘ୍ର ଏହା ଭାରତୀୟ ସେନାରେ ନିୟୋଜିତ ହେବାକୁ ଯାଉଛି । ତେବେ ଏହା ହେଉଛି ଏକ ସ୍ୱୟଂ…

ଚୀନ୍ ମହାକାଶ ବିଜ୍ଞାନୀ କଲେ ଅଭିନବ ପରୀକ୍ଷଣ, ମହାକାଶରେ ଜଳାଇଲେ ମହମବତୀ

ବେଇଜିଂ: ଯଦି ମହାକାଶରେ ମହମବତୀ ଜଳାଯିବ ତେବେ କ’ଣ ହେବ ? ଏହିପରି ଏକ ପ୍ରଶ୍ନ ଅଧିକାଂଶ ଲୋକଙ୍କ ମନରେ ଉଠୁଥିବ ନିଶ୍ଚୟ । ଏପରି ଏକ ପ୍ରଶ୍ନର ଉତ୍ତର ଖୋଜିବା ଲାଗି ଚୀନ୍‌ର ମହାକାଶ ଯାତ୍ରୀମାନେ ଏକ ପରୀକ୍ଷଣ କରିଥିଲେ…

ଦେଶର ୩୨୯ଟି ଜିଲ୍ଲାର ୫୦୦ ଆକାଂକ୍ଷୀ ବ୍ଲକ୍‍ ପାଇଁ ସଂକଳ୍ପ ସପ୍ତାହର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆକାଂକ୍ଷୀ ବ୍ଲକ୍‍ କାର୍ଯ୍ୟକ୍ରମ ସଂକଳ୍ପ ସପ୍ତାହ ଶୁଭାରମ୍ଭ କରିଛନ୍ତି । ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ କାର୍ଯ୍ୟକ୍ରମକୁ ସଂକଳ୍ପ ସପ୍ତାହ ଭାବେ ନାମିତ…