Browsing Category

ଦେଶ ବିଦେଶ

୧୪ରେ ଦଲାଇଲାମାଙ୍କ ଜମ୍ମୁ-କଶ୍ମୀର ଗସ୍ତ, ଧର୍ମଗୁରୁଙ୍କ ପାଳନ କରାଯିବ ୮୬ତମ ଜନ୍ମ ଉତ୍ସବ

ନୂଆଦିଲ୍ଲୀ:ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ଆସନ୍ତା ସପ୍ତାହରେ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ଏବଂ ଲଦାଖ ପରିଦର୍ଶନରେ ଆସିବେ । ସେ ଜୁଲାଇ ୧୪ରେ ଜାମ୍ମୁ ଏବଂ ଜୁଲାଇ ୧୫ରେ ଲଦାଖ ପରିଦର୍ଶନ କରିବେ । ଦୁଇ…

ରାଷ୍ଟ୍ରପତି ନିର୍ବାଚନ: ଆଜି ଓଡିଶା ଆସୁଛନ୍ତି ଦ୍ରୌପଦୀ ମୁର୍ମୁ, ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ଆଲୋଚନା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଆସନ୍ତା ଜୁଲାଇ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଉଭୟ ଏନ୍‌ଡିଏ ଓ ମିଳିତ ବିରୋଧୀ ମେଣ୍ଟର ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ…

ନକଭୀ ହେବେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ!

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ମାସ ୧୦ ତାରିଖରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁଙ୍କର କାର୍ଯ୍ୟକାଳ ସମାପ୍ତ ହେବ । ତେବେ ୧୧ ତାରିଖରେ ନୂଆ ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିବେ । ଅଗଷ୍ଟ ୬ ତାରିଖରେ ଦେଶର ଦ୍ୱିତୀୟ…

ଇଡିର ଖୁଲାସା, ଟ୍ୟାକ୍ସ ବଞ୍ଚାଇବାକୁ ବିଦେଶକୁ ଟଙ୍କା ପଠାଇଦେଇଛି ଭିଭୋ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିବା ସହ କହିଛି ଯେ ଚୀନ ସ୍ମାର୍ଟଫୋନ୍ କମ୍ପାନୀ ଭିଭୋ ଟ୍ୟାକ୍ସ ବଞ୍ଚାଇବା ପାଇଁ ୬୨,୪୭୬ କୋଟି ଟଙ୍କା ଚୀନକୁ ପଠାଇଦେଇଛି । ଇଡି…

HDFC, ICICI ଓ Axis Bank ଉପରେ କେନ୍ଦ୍ର ସରକାରଙ୍କ ମୋହର: ବିଦେଶୀ ହତିଆର କିଣିବା ପାଇଁ ଅର୍ଥ ପ୍ରଦାନ କରିବେ ୩ଟି ବ୍ୟାଙ୍କ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ତିନି ସେନାରୁ ବିଦେଶୀ ହତିଆର ମୁକ୍ତ କରିବାକୁ ଚାହୁଁଛନ୍ତି । ତେବେ ଏହା ମଧ୍ୟରେ ପାଖାପାଖି ୭୦ ପ୍ରତିଶତ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ରର ସ୍ୱଦେଶୀକରଣ କରାଯାଇଛି । ବିଦେଶରି ଅସ୍ତ୍ରଶସ୍ତ୍ର…

ଖୁବଶୀଘ୍ର ଶସ୍ତାରେ ବିମାନ ସେବା ଯୋଗାଇବ ଏହି ଏୟାର ଲାଇନ୍ସ, ମିଳିଲା ଲାଇସେନ୍ସ…

ନୂଆଦିଲ୍ଲୀ: ଭାରତୀୟ ଅରବପତି ଏବଂ ଷ୍ଟକ୍ ମାର୍କେଟର ଦିଗ୍ଗଜ ନିବେଶକ ରାକେଶ ଝୁନଝୁନୱାଲା ଖୁବଶୀଘ୍ର ନୂଆ ଶସ୍ତା ବିମାନ ସେବା ଆରମ୍ଭ କରିବାକୁ ଯାଉଛନ୍ତି । ତାଙ୍କ ଏୟାରଲାଇନ ଅକାଶା ଏୟାର ପାଇଁ ବଡ଼ ଖୁସି ଖବର । ଅକାଶା…

୨୬ ବର୍ଷ ତଳେ କରିଥିଲେ ଅପରାଧ, ଏବେ ଦୋଷୀ ସାବ୍ୟସ୍ତ ହେଲେ କଂଗ୍ରେସର ପୂର୍ବତନ ସାଂସଦ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା କଂଗ୍ରେସ ନେତା ରାଜ ବବରଙ୍କୁ ଲାଗିଛି ଜବଦରସ୍ତ ଝଟକା । ୨୬ ବର୍ଷ ତଳର ଏକ ମାମଲାରେ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ ଶୁଣାଣି ହୋଇଛି । ଏଥିସହିତ ରାଜଙ୍କୁ ୮୫୦୦ ଟଙ୍କାର ଜରିମାନା ମଧ୍ୟ…

ସ୍ୱାମୀଙ୍କ ଉପରେ ହଠାତ୍ ମାଡ଼ ହେଲା ବିଜୁଳି, ସ୍ତ୍ରୀ ରେକର୍ଡ କଲେ Live Video

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ ଦିନ ଏକାଧିକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳୁଛି । ନିକଟରେ ଆକାଶରୁ ବିଜୁଳି ଖସୁଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଜଣେ ଯୁବକଙ୍କ ଗାଡ଼ି ଉପରେ ବିଜୁଳି ମାଡ଼…

ଇସ୍ତଫା ଦେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍

ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶେଷରେ ଇସ୍ତଫା ଦେଇଛନ୍ତି ବ୍ରିଟ୍ରେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ମନ୍ତ୍ରିମଣ୍ଡଳରେ ବିଦ୍ରୋହ ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।…

ଭାରତୀୟ ବଂଶଧର ଋଷି ସୁନକ ହେବେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ!

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଆସନ ଟଳମଳ ଅବସ୍ଥାରେ ରହିଛି । ତେବେ ବୋରିସ ଇସ୍ତଫା ଦେବା ନେଇ ସହମତି ପ୍ରକାଶ କରିଛନ୍ତି । ଆଜି ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା…