Browsing Category

ଦେଶ ବିଦେଶ

ସମ୍ପ୍ରସାରଣ ପରେ ନୂତନ ମନ୍ତ୍ରିମଣ୍ଡଳଙ୍କ ସହିତ ପ୍ରଥମ ବୈଠକ କରିବେ ମୋଦୀ

ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟରେ ସମ୍ପ୍ରସାରଣ ପରେ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ବୈଠକ ହେବାକୁ ଯାଉଛି । ଆଜି ପ୍ରଧାନମନ୍ତ୍ରୀ ମୋଦୀ ନୂତନ ମନ୍ତ୍ରୀଙ୍କ ସହ ଶୀଘ୍ର ବୈଠକ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ…

ରେଳମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ମୋଦୀଙ୍କ ମନ୍ତ୍ରିମଣ୍ଡଳ ଗତକାଲି ସମ୍ପ୍ରସାରଣ ହୋଇଥିବା ବେଳେ ୪୩ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି । ଏହାରି ମଧ୍ୟରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ପାଠ କରିଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଓ ଆଇଟି…

ସାଧାରଣ ଲୋକଙ୍କୁ ଝଟକା ! ରୋଷେଇ ଗ୍ୟାସ୍ ପରେ ବଢ଼ିଲା ସିଏନଜି ଦାମ୍

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ଆକାଶ ଛୁଆଁ ଥିବା ବେଳେ ସିଏନଜି ରେଟ ମଧ୍ୟ ବଢ଼ିଯାଇଛି । ରାଜଧାନୀ ଦିଲ୍ଲୀରେ ସିଏନଜି କିଲୋ ପ୍ରତି ୯୦ ପଇସା ବଢ଼ିଛି । ବର୍ଦ୍ଧିତ ଦର ଲାଗୁ ପରେ ଦିଲ୍ଲୀ-ଏନସିଆରରେ ରହୁଥିବା ଲୋକଙ୍କୁ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୪୦.୧୭ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪୦ ଲକ୍ଷ ୧୭ ହଜାର ୧୬୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୫୮ ଲକ୍ଷ ୧୭…

ଏନକାଉଣ୍ଟରରେ ଟଳିଲେ ୫ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀ ‘ଅଲ୍ ଆଉଟ୍’ ଅଭିଯାନ ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି । ଜମ୍ମୁ-କଶ୍ମୀର…

ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପରଲୋକ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ଆଜି ପରଲୋକ ହୋଇଛି । ସିମଲାରେ ଭୋର ୩ଟା ୪୦ ସମୟରେ ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିବା…

‘ଡେଲ୍ଟା’ଠୁ ଅଧିକ ମାରାତ୍ମକ ‘ଲାମ୍ବଡା’ ଭାରିଏଣ୍ଟ, ବିଶ୍ୱର ୩୦ରୁ ଅଧିକ ରାଷ୍ଟ୍ରରେ ହେଲା ଚିହ୍ନଟ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କରୋନା ଭୂତାଣୁର ଡେଲ୍ଟା ଭାରିଏଣ୍ଟ ଠାରୁ ଲାମ୍ବଡା ଅଧିକ ମାରାତ୍ମକ ଓ ଘାତକ । ବିଶ୍ୱର ୩୦ରୁ ଅଧିକ ରାଷ୍ଟ୍ରରେ ଏହି ଭାରିଏଣ୍ଟ ଚିହ୍ନଟ ହୋଇସାରିଛି । ବିଶେଷକରି ପେରୁରେ ଚଳିତ ବର୍ଷ ମଇ…

ମନ୍ତ୍ରୀପଦ ପରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଅଶ୍ୱିନୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବୁଧବାର ମନ୍ତ୍ରୀପଦ ମିଳିବା ପରେ ରାଜ୍ୟସଭା ସାଂସଦ ତଥା ପୂର୍ବତନ ଆଇଏଏସ ଅଧିକାରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜ ସୋସିଆଲ ମିଡିଆ…

ବିଶ୍ୱେଶ୍ୱର ଟୁଡୁଙ୍କୁ ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ବିଭାଗ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ ସଂପ୍ରସାରଣରେ ମୟୁରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ମିଳିଛି ଆଦିବାସୀ ବ୍ୟାପାର ଓ ଜଳଶକ୍ତି ବିଭାଗ । ପ୍ରଥମ ଥର ସାଂସଦ ହୋଇଥିବା ଟୁଡୁଙ୍କୁ ଏହି ଦୁଇ ବିଭାଗର ରାଷ୍ଟ୍ର ମନ୍ତ୍ରୀ…

ଟୋକିଓ ଅଲିମ୍ପିକ୍ସ: ଜାପାନରେ ଲାଗୁହେଲା ଜରୁରୀ ପରିସ୍ଥିତି

ନୂଆଦିଲ୍ଲୀ: ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ତେବେ ଖେଳର ଏହି ମହାକୁମ୍ଭକୁ ଆଉ ମାତ୍ର ୧୬ ଦିନ ବାକିଥିବାବେଳେ ବୁଧବାର ଜାପାନ ସରକାର ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । କୋଭିଡ-୧୯…