Browsing Category

ଦେଶ ବିଦେଶ

ଦେଶର ନିର୍ଦ୍ଦିଷ୍ଟ ବର୍ଗ ନେଉନାହାନ୍ତି ଟିକା, ବିବାଦରେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଡେରାଡୁନ: କରୋନା ସମୟରେ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ନେଇ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ଏକ ବିବାଦୀୟ ବୟାନ ଦେଇଛନ୍ତି । ଭାରତବର୍ଷରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ କରୋନା…

ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ୭ ଗିରଫ, ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

କୋକ୍ରାଝର: ଆସାମରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି । ଦୁଇଜଣ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । କୋକ୍ରାଝର ଜିଲ୍ଲାରେ ଦୁଇ ଜଣଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ପୋଲିସ ସୂତ୍ରରୁ…

ଚୀନ-ପାକିସ୍ତାନ ପାଖରେ ରହିଛି ଅଧିକ ଆଣବିକ ଅସ୍ତ୍ର ଶସ୍ତ୍ର, ତଥାପି ଭାରତ ସାମ୍ନାରେ ତିଷ୍ଠି ପାରିବେନି ଦୁଇ ଦେଶ

ନୂଆଦିଲ୍ଲୀ : ସମଗ୍ର ଦୁନିଆରେ ଆଣବିକ ଅସ୍ତ୍ର ଶସ୍ତ୍ରକୁ ନେଇ ପ୍ରତିଯୋଗିତା ଜାରି ରହିଛି। ପରମାଣୁ ଅସ୍ତ୍ର ଶସ୍ତ୍ର ଉପରେ ନଜର ରଖୁଥିବା ଅନ୍ତର୍ଜାତୀୟ  ସଂସ୍ଥା ଷ୍କଟହମ ଇଣ୍ଟରନ୍ୟାସନାଲ ପିସ୍…

ସୋନୁ ସୁଦଙ୍କୁ ଭେଟି କାନ୍ଦି ପକାଇଲେ, ରୋଗ ଦୁଃଖ କିଛି ସମୟ ଭୁଲିଗଲେ, ଜାଣନ୍ତୁ ପୂରା ଘଟଣା…

ମୁମ୍ବାଇ: ସୋନୁ ସୁଦଙ୍କ ସମାଜସେବା ପାଇଁ ଅନେକ ଲୋକ ତାଙ୍କୁ ଦେବଦୂତ ଭଳି ମାନୁଛନ୍ତି । ଭଗବାନ ଭଳି ପୂଜା କରୁଥିବା ଘଟଣା ମଧ୍ୟ ଜଣାପଡ଼ିଛି । ତେଲେଙ୍ଗାନାର ଭେଙ୍କଟେସ୍ ନାମକ ଛାତ୍ର ହାଇଦ୍ରାବାଦରୁ ଚାଲିଚାଲି ମୁମ୍ବାଇ…

ଶୁଣିବା ଓ କହିବା ଶକ୍ତି ନଥିବା ମହିଳାଙ୍କ ସହ ୨ ଥର ଦୁଷ୍କର୍ମ, ନାବାଳକ ଦ୍ୱାରା କରାଗଲା ଭିଡିଓ

ହାଇଦ୍ରାବାଦ: ସମାଜରେ ନାରୀମାନଙ୍କୁ ସବୁକ୍ଷେତ୍ରରେ ଅଗ୍ରାଧୀକାର ଦିଆଯାଉଥିଲେ ବି ଅନେକ ଦୃର୍ବୁତ୍ତ ସେମାନଙ୍କ କାର୍ଯ୍ୟକଳାପରୁ ବିରତ ହେଉନାହାନ୍ତି । ସେହିପରି ତେଲେଙ୍ଗାନାରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ…

ରାମ ମନ୍ଦିର ଜମି ଦୁର୍ନୀତି ମାମଲା: ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲା ଶିବସେନା, ଏମିତି ଜବାବ ଦେଲା ବିଜେପି

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିର ନିର୍ମାଣରେ  ହୋଇଥିବା ଜମି ଦୁର୍ନୀତିକୁ ନେଇ ଦେଶରେ ରାଜନୀତି ଜୋର ଧରିଛି। ଶିବସେନା ପକ୍ଷରୁ ଲଗାତାର କେନ୍ଦ୍ର ସରକାରଙ୍କ ପ୍ରତି ହମଲା ଜାରି ରହିଛି। ଏହି ମାମଲାରେ ଏବେ…

କୋର୍ଟରୁ ବଞ୍ଚିବାକୁ ମେହୁଲ ଚୋକସିର ନୂଆ ଚାଲ୍, ମାନସିକ ଅବସାଦ ଭିତରେ ଥିବା କହିବାରୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଘୋଟାଲାର ଆରୋପୀ ତଥା ପଳାତକ ବ୍ୟବସାୟୀ ମେହୁଲ ଚୋକସି ବର୍ତ୍ତମାନ କୋର୍ଟଠାରୁ ବଞ୍ଚିବା ପାଇଁ ନୂଆ ପନ୍ଥା ଆପଣାଇଛି । ତେବେ ଚୋକସି ଡୋମିନିକାରେ ମାଜିଷ୍ଟ୍ରେଟ୍ କୋର୍ଟରେ…

ଦାଦା-ପୁତୁରା ଲଢ଼େଇ ରାଜନୀତିରେ ନୂଆ ନୁହେଁ: ଚିରାଗ, ଠାକରେ ଓ ଅଖିଲେଶ ଏହି ରୋଗରେ ସମସ୍ତେ ହୋଇଛନ୍ତି ଆକ୍ରାନ୍ତ

ନୂଆଦିଲ୍ଲୀ: ବିହାର ରାଜନୀତିରେ ପୁଣି ଥରେ ପାରିବାରିକ ରାଜନୀତିରେ ଟକ୍କର ଦେଖିବାକୁ ମିଳିଛି । ଲୋକତାନ୍ତ୍ରିକ ଜନଶକ୍ତି ପାର୍ଟି (ଏଲଜେପି)ର ୫ ଜଣ ସାଂସଦ ଦଳ ମୁଖିଆ ଚିରାଗ ପାଶ୍ୱାନଙ୍କ ବିରୋଧରେ ଯୁଦ୍ଧଂଦେହି ଡାକରା…

କୋଲକାତାରେ କଙ୍ଗାରୁ କୋର୍ଟ; ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ପୂରା ଗାଁରେ ବୁଲାଇଲେ

କୋଲକାତା: ପଶ୍ଚିମବଙ୍ଗର ଅଲ୍ଲୀପୁରଦ୍ୱାର୍ ରୁ ଆସିଛି ଏକ ଲଜ୍ଜାଜନକ ଘଟଣା । ସେଠାରେ ଏକ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ପୂରା ଗାଁରେ ବୁଲିବାକୁ ବାଧ୍ୟ କରାଗଲା । ପ୍ରକୃତ ଘଟଣା ହେଲା ମହିଳା ଜଣକ ୬ ମାସ ପରେ ନିଜର…

ପଞ୍ଜାବ ଓ ରାଜସ୍ଥାନ ପରେ ଏବେ କେରଳରେ ବଢିଲା କଂଗ୍ରେସର ମୁସ୍କିଲ, ହାଇକମାଣ୍ଡ ପ୍ରତି ଖପ୍ପା ଅନେକ ବଡ ନେତା

ନୂଆଦିଲ୍ଲୀ : ରାଜସ୍ଥାନ ଓ ପଞ୍ଜାବରେ ଆଭ୍ୟନ୍ତରୀଣ କନ୍ଦଳ ଦେଇ ଗତି କରୁଥିବା କଂଗ୍ରେସ ପାଇଁ ମୁସ୍କିଲ ଥମିବାର ନାଁ ଧରୁନି। ରାଜସ୍ଥାନ ସମସ୍ୟାର ସମାଧାନ ନହଉଣୁ  କେରଳରେ ପାର୍ଟି ଭିତରେ ଉଠିଛି ଅସନ୍ତୋଷର ସ୍ଵର।…