Browsing Category
ଖବର
ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ; 28 ଯାଏଁ ବୁଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା
ଭୁବନେଶ୍ବର: ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ । ଯାହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ 4 ଦିନ ଧରି ଲାଗି ରହିବ ବର୍ଷା । 28 ତାରିଖ ଯାଏଁ…
ପୁଅ ସାଜିଲା ରାକ୍ଷସ, ଗୀତ ଶୁଣିବାକୁ ବାରଣ କଲାରୁ ମାଆକୁ ମାରି ଖଟରେ କବର ଦେଇଦେଲା
କାନପୁର: ଖଟ ଭିତରୁ ମିଳିଲା ମହିଳାଙ୍କ ମୃତଦେହ। କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, କାନପୁରର ରାୱତପୁରରେ। ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ର ତାଙ୍କ ମାଆଙ୍କୁ ହତ୍ୟା…
କେଦାରନାଥଙ୍କୁ ଦର୍ଶନ କରିବା ପାଇଁ ଚାଲିକି ଯିବାକୁ ପଡୁଛି 24 କିଲୋମିଟର, ପାହାଡ ଉପରୁ ପଡୁଛି ପଥର
ଉତ୍ତରାଖଣ୍ଡ: ବାବା କେଦାରନାଥଙ୍କୁ ଦର୍ଶନ କରିବା ପାଇଁ ଚାଲିକି ଯିବାକୁ ପଡୁଛି ୨୪ କିଲୋମିଟର। ପାହାଡ ଉପରୁ ପଥର ପଡୁଥିବାରୁ ଦେଖାଦେଇଛି ସମସ୍ୟା। ଉତ୍ତରାଖଣ୍ଡର ସୋନପ୍ରୟାଗରୁ ଦୁଇ କିଲୋମିଟର ଦୂରରେ ଥିବା ମୁଙ୍କଟିଆ…
ନାସାରେ କିପରି ହୁଏ ସିଲେକ୍ସନ? ଆସନ୍ତୁ ଜାଣିବା
ଓଡିଶା ଭାସ୍କର: ନାସାରେ କାମ କରିବା କେବଳ ଏକ ସମ୍ମାନଜନକ ସୁଯୋଗ ନୁହେଁ ବରଂ ମହାକାଶ ବିଜ୍ଞାନ, ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତିବିଦ୍ୟାରେ ଆଗ୍ରହୀ ଲୋକଙ୍କ ପାଇଁ ଏକ ସ୍ୱପ୍ନ। ତଥାପି, ବିଜ୍ଞାନ ଏବଂ ଇଞ୍ଜିନିୟରିଂ…
4 ବର୍ଷ ହେଲାଣି ବଲିଉଡ୍ ଆକ୍ଟ୍ରେସଙ୍କୁ ମିଳିନି ବିଜୁଳି କନେକ୍ସନ, ମହମବତୀରେ କଟୁଛି ରାତି
ଉତ୍ତରପ୍ରଦେଶ: ଅନ୍ଧାରରେ ଜୀବନ କାଟୁଛନ୍ତି ବଲିଉଡ୍ ଅଭିନେତ୍ରୀ। 4 ବର୍ଷ ହେଲାଣି ଘରେ ନାହିଁ ବିଜୁଳି କନେକ୍ସନ। ଆଜ୍ଞା ହଁ, ଆମେ କହୁଛୁ ୟୁପି ରାଜଧାନୀ ଲକ୍ଷ୍ନୌର ବଲିଉଡ୍ ଅଭିନେତ୍ରୀ ସୁଜାତା ସିଂହଙ୍କ ବିଷୟରେ। ଯିଏ…
ବାହା ବେଦିରେ କନିଆଁ ଖାଇଲା ଗୁଟଖା, ଲୋକେ ଦେଖି ଆଶ୍ଚର୍ଯ୍ୟ
ଓଡିଶା ଭାସ୍କର: କି ଯୁଗ ହେଲା ଲୋ ମାଆ, ଶେଷରେ ବାହା ବେଦିରେ କନିଆଁ ଗୁଟଖା ଖାଇଲା! ଏଭଳି ଏକ ଆଶ୍ଚର୍ଯ୍ୟକର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି, ବାହାବେଦିରେ…
ଜାଲ ଡକ୍ୟୁମେଣ୍ଟ ଦେଇ ଅଧ୍ୟାପକ ଚାକିରୀ କରିଥିଲେ, ଏବେ ନାମ ନେଲେ
ମୟୁରଭଞ୍ଜ: ଠକେଇ କରି ଚାକିରୀ କରିବା ହେଲା ମହଙ୍ଗା। ଜାଲ ଦସ୍ତାବିଜରେ ଅଧ୍ୟାପକ ଚାକିରୀ କରି ଫସିଲେ ଉଦଳା କଲେଜର ଜୁଲୋଜି ଅଧ୍ୟାପକ ପ୍ରଭାକର ସାହୁ।
ଜାଲ ଦସ୍ତାବିଜ ଦେଇ ଉଦଳା କଲେଜରେ ଜୁଲୋଜି ଅଧ୍ୟାପକ ଭାବେ…
ହାତୀ ଆକ୍ରମଣରେ ବନ କର୍ମଚାରୀଙ୍କ ଜୀବନ ଗଲା
ଅନୁଗୁଳ: ହାତୀ ଆକ୍ରମଣରେ ବନ କର୍ମଚାରୀଙ୍କର ମୃତ୍ୟୁ। ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳରେ।
ଅନୁଗୁଳର ଜରପଡା ଥାନା କତଡା ଗାଁରେ 8 ଟିକିଆ ହାତୀପଲ ପଶି ଆକ୍ରମଣ କରୁଥିବାବେଳେ ତାଙ୍କୁ ଘଉଡାଇବାକୁ ଯାଇ ହାତୀ…
ବିକଳାଙ୍ଗଙ୍କୁ ମାରି ସିମେଣ୍ଟ ପ୍ଳାଷ୍ଟର ଦେଇଦେଲେ ସ୍ୱାମୀ ସ୍ତ୍ରୀ, ତା ପରେ…
ଛତିଶଗଡ଼: ସାମାନ୍ୟ ଟଙ୍କା ପାଇଁ ଜଣେ ବିକଳାଙ୍ଗଙ୍କୁ ମାରି ସିମେଣ୍ଟ ପ୍ଳାଷ୍ଟର ଦେଇ ସୁଟକେସରେ ପୁରାଇ ଫୋପାଡ଼ି ଦେଲେ ସ୍ୱାମୀ ସ୍ତ୍ରୀ। ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି ଛତିଶଗଡ଼ର ରାୟପୁରର ଏକ ଆବାସିକ…
କିଡ଼ନୀ ଫେଲ୍ୟୁଅରକୁ ଚିହ୍ନିବେ କିପରି? ଏହାର ଲକ୍ଷଣ କଣ? ଆସନ୍ତୁ ଜାଣିବା
ଓଡିଶାଭାସ୍କର: କିଡ଼ନୀ ଫେଲ୍ୟୁଅର ସମସ୍ୟା ଏବେ ପ୍ରାୟ ଲୋକଙ୍କ ଠାରେ ଦେଖାଯାଉଛି। ତେବେ ଏହା ଆରମ୍ଭ ହେବା ପୂର୍ବରୁ ଆପଣ ଜାଣିବେ କିପରି? ଏହାର ଲକ୍ଷଣ କଣ? ଆସନ୍ତୁ ଜାଣିବା
କିଡନୀକୁ ଆମ ଶରୀରର ଫିଲ୍ଟର ମେସିନ୍…