Browsing Category
ଖବର
ଆସନ୍ତାକାଲି ରାଜ୍ୟର ୩୭୧୪ ଟିଜିଟି ଓ ୪୫୨ ପିଇଟି ଶିକ୍ଷକ ପାଇବେ ନିଯୁକ୍ତି; ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟର ୩୦ ଜିଲ୍ଲାର ୩୭୧୪ ଟିଜିଟି ଶିକ୍ଷକ ଏବଂ ୪୫୨ ପିଇଟିଙ୍କୁ ଆସନ୍ତାକାଲି ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମରେ…
(Video) ‘ଦିଲ୍ଲୀ କ୍ୟାପିଟାଲ୍ସ’ ଅକ୍ସନ ଟେବୁଲରେ ନୂଆ ଚେହେରା: ଚିହ୍ନନ୍ତୁ କିଏ ଏହି ସୁପରଷ୍ଟାର…
ନୂଆଦିଲ୍ଲୀ: ଆଜି ଆଇପିଏଲ-୨୦୨୪ ପାଇଁ ଦୁବାଇରେ ଆରମ୍ଭ ହୋଇଛି ନିଲାମ ପ୍ରକ୍ରିୟା । ଅନେକ ଇତିହାସକୁ ପଛରେ ପକାଇ ନୂଆ ଇତିହାସ ଲେଖିଛି ଏହି ସିଜନର ଅକ୍ସନ ସେରିମନୀ । ମିଚେଲ ଷ୍ଟାର୍କ ଆଇପିଏଲ ଇତିହାସର ସବୁଠୁ ଦାମୀ…
ପୁଣି ଲାଗିବ କୋଭିଡ Booster Dose! ଲଗାତାର ବଢୁଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ମହାମାରୀ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦୀର୍ଘ ଦିନର ବ୍ୟଧାନ ପରେ ପଣିଥରେ କରୋନା ସଂକ୍ରମଣ ବଢିଥିବା ଦେଖାଯାଇଛି । ତେବେ ବିଶେଷ କରି କେରଳରେ ଲଗାତାର ବୃଦ୍ଧି…
RCBକୁ ଠକିଦେଲେ ଅକ୍ସନର ମଲ୍ଲିକା! ନିଲାମୀରେ ବଡ଼ ଭୁଲ, ବାଙ୍ଗାଲୋରକୁ ୨୦ ଲକ୍ଷ ଟଙ୍କାର ଝଟକା
ନୂଆଦିଲ୍ଲୀ: ଦୁବାଇରେ ଜାରି ରହିଛି ଆଇପିଏଲ-୨୦୨୪ ପାଇଁ ଖେଳାଳିଙ୍କ ନିଲାମ ପ୍ରକ୍ରିୟା । ତେବେ ଚଳିତବର୍ଷ ପ୍ରଥମ ଥର ପାଇଁ ଅକ୍ସନର ଭାବରେ ଜଣେ ମହିଳା ଦାୟିତ୍ୱ ତୁଲାଉଛନ୍ତି । ମଲ୍ଲିକା ସାଗରଙ୍କୁ ଚଳିତବର୍ଷ ଏହି…
‘ଜୋ ଉଚିତ୍ ସମଝୋ ଓ କରୋ’; ଭାରତ-ଚୀନ୍ ଉତ୍ତେଜନା ବେଳେ ପୂର୍ବତନ ସେନାମୁଖ୍ୟଙ୍କୁ କହିଲେ ରାଜନାଥ ସିଂହ
ନୂଆଦିଲ୍ଲୀ: ପୂର୍ବ ଲଦାଖର ଏଲ୍ଏସିରେ ଥିବା ରେଚିନ୍ ଲା ପର୍ବତ ପଥରେ ଚୀନ୍ ର ପିଏଲଏରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ନେଇ ପ୍ରତିକ୍ରିୟା ଦେଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଅଗଷ୍ଟ ୩୧, ୨୦୨୦ ରାତିରେ…
IPL-2024 Auctionରେ ବିକ୍ରି ହେଲେନି ସ୍ମିଥ୍-ଇଂଲିଶ: ଭାରତର ଏହି ସୁପରଷ୍ଟାରଙ୍କୁ ବି ମିଳିଲାନି ଦଳ
ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ମିନି ଅକ୍ସନ ଦୁବାଇରେ ଆରମ୍ଭ ହୋଇଯାଇଛି । ଆସନ୍ତା ସିଜନ ପାଇଁ ଅଷ୍ଟ୍ରେଲିଆର ଷ୍ଟାର ବୋଲର ମିଚେଲ ଷ୍ଟାର୍କ ସବୁଠାରୁ ମହଙ୍ଗା ଖେଳାଳି ଭାବରେ ଇତିହାସ ସୃଷ୍ଟି କରିଛନ୍ତି । ଏହାବ୍ୟତୀତ…
CSK ଦଳରେ ସାମିଲ ହେଲେ ‘ରାଇନା’: ୪୨ ଗୁଣ ଅଧିକ ଟଙ୍କା ଦେଇ କିଣିଲା ସୁପର କିଙ୍ଗସ
ନୂଆଦିଲ୍ଲୀ: ଆଇପିଏଲ ଅକ୍ସନରେ ଚେନ୍ନାଇ ସୁପର କିଙ୍ଗସ ସହ ସାମିଲ ହୋଇଛନ୍ତି ‘ରାଇନା’ । ଏହି ଖେଳାଳିଙ୍କୁ ସାମିଲ କରିବା ପାଇଁ ଚେନ୍ନାଇ ୮.୪୦ କୋଟି ଟଙ୍କା ଖର୍ଚ୍ଚ କରିଛି । ତେବେ ଚଳିତବର୍ଷ ଚେନ୍ନାଇରେ ସାମିଲ…
IPL Auction-2024 ଭିତରେ ଡେବ୍ୟୁ କଲେ ରିଙ୍କୁ: ଟି-୨୦ ପରେ ଦିନିକିଆରେ ସାମିଲ
ନୂଆଦିଲ୍ଲୀ: ଆଜି ଦୁବାଇରେ ଆଇପିଏଲ-୨୦୨୪ ନିଲାମ ପ୍ରକ୍ରିୟା ଜାରି ରହିଛି । ଅନ୍ୟ ପକ୍ଷରେ ଆଜି ଦ୍ୱିତୀୟ ଦିନିକିଆରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଦକ୍ଷିଣ ଆଫ୍ରିକା । ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଥିବା ଭାରତ…
ଶାହାରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କୁ ନୋଟିସ୍ ପଠାଇଲା ED
ଲକ୍ଷ୍ନୌ: ଠକେଇ ମାମଲାରେ ଶାହାରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କୁ ନୋଟିସ ପଠାଇଛି ED । ଗୌରୀ ଖାନ୍ ରିୟଲ ଇଷ୍ଟେଟ୍ କମ୍ପାନି ତୁଳସୀନୀ ଗ୍ରୁପ୍ ର ପ୍ରମୋଟର ଥିଲେ, ଯାହାର ୩୦ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି।…
ଦେଶରେ Lock ହୋଇଯିବ ୬୦ ପ୍ରତିଶତ ଆଧାର କାର୍ଡ! ତାଲିକାରେ ଆପଣଙ୍କ ନାଁ ଅଛି କି?
ନୂଆଦିଲ୍ଲୀ: ଖୁବଶୀଘ୍ର ଲକ୍ ହୋଇପାରେ ପ୍ରାୟ ଦେଶର ୬୦ ପ୍ରତିଶତ ଆଧାର କାର୍ଡ । ଏହାପରେ କୌଣସି କାର୍ଯ୍ୟ ପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ ନାହିଁ । ତେବେ ଏହି ଖବରକୁ ଅଣଦେଖା କରିବା ଆପଣଙ୍କ ପାଇଁ ଖୁବ ମହଙ୍ଗା…