fbpx
Browsing Category

ଖବର

ଛଳରେ ମହିଳାଙ୍କ ଗର୍ଭାଶୟରେ ରଖିଲେ ସ୍ପର୍ମ, ୯୪ ପିଲାଙ୍କ ପିତା ବନିଗଲେ ଡାକ୍ତର; ନେଟ୍‌ଫ୍ଲିକ୍ସ ଏକ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ରରେ ହେଲା…

ନୂୂଆଦିଲ୍ଲୀ: ଆମେରିକାର ଇଣ୍ଡିଆନାପଲିସ୍‌ରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଜଣେ ଡାକ୍ତର ୯୪ ପିଲାଙ୍କର ବାପା ବୋଲି ଜଣାପଡ଼ିଛି । ଡାକ୍ତର ଜଣକ ତାଙ୍କ ପାଖକୁ ଆସୁଥିବା ମହିଳା ରୋଗୀଙ୍କ ଗର୍ଭାଶୟରେ ନିଜ…

ଏସ୍‌ଟିଏଫ୍‌କୁ ବଡ ସଫଳତା: ଖୋର୍ଦ୍ଧାର ଦଧିମାଛଗଡ଼ିଆ ଅଞ୍ଚଳରୁ ଜବତ ହେଲା୧ କେଜି ୪୨ ଗ୍ରାମ୍‌ ବ୍ରାଉନ୍‌ସୁଗର, ୩ ଗିରଫ

ଖୋର୍ଦ୍ଧା (ଭାସ୍କର ନ୍ୟୁଜ୍‌) : ଖୋର୍ଦ୍ଧାର ଦଧିମାଛଗଡ଼ିଆ ଅଞ୍ଚଳରୁ ଏସ୍‌ଟିଏଫ୍‌ ୧ କେଜି ୪୨ ଗ୍ରାମ୍‌ ବ୍ରାଉନ୍‌ସୁଗର ଜବତ କରିଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇ ପଚରା ଉଚରା ଚାଲୁ ରହିଛି । ଜବତ ବ୍ରାଉନ…

ମିଶ୍ରିତ ଚାଷ କରି ଲାଭବାନ୍ ହେଉଛନ୍ତି ଚାଷୀ, ଗୋଟିଏ ଜାଗାରେ ୨ ପ୍ରକାର ଚାଷ, ଗୋଟିଏ କ୍ଷତି ହେଲେ ଅନ୍ୟଟି ହେଉଛି ଲାଭ

ମୟୂରଭଞ୍ଜ: ମିଶ୍ରିତ ଚାଷ କରି ଲାଭବାନ୍ ହେଉଛନ୍ତି ଚାଷୀ । ଗୋଟିଏ ଜାଗାରେ କରାଯାଉଛି ୨ ପ୍ରକାର ଚାଷ । ଗୋଟିଏ କ୍ଷତି ହେଲେ ଅନ୍ୟଟି ହେଉଛି ଲାଭ । ସରକାରୀ ସହାୟତା ବିନା ନିଜ ଖର୍ଚ୍ଚରେ ଏଭଳି ଚାଷ କରି ଲାଭବାନ ମଧ୍ୟ…

୪୦ ଦିବ୍ୟାଙ୍ଗରେ ଚାଲିଛି ‘ଇକୋଜ୍‌ର’ କାଫେ, ସାଙ୍କେତିକ ଭାଷାରେ ଗ୍ରାହକଙ୍କୁ ଦେଉଛନ୍ତି ସର୍ଭିସ୍, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ: ଦିବ୍ୟାଙ୍ଗଙ୍କୁ ରୋଜଗାରକ୍ଷମ କରିବାରେ ସାହାଯ୍ୟ କରୁଛି ‘ଇକୋଜ୍‌ର’ କାଫେ । ଏହା ଦକ୍ଷିଣ ଦିଲ୍ଲୀର ସତ୍ୟନିକେତନରେ ଅବସ୍ଥିତ । କାଫେଟି ସମ୍ପୂର୍ଣ୍ଣ ଭାବେ ବାକ୍‌ ଓ ଶ୍ରବଣ ବାଧିତ କର୍ମଚାରୀଙ୍କ ଦ୍ୱାରା…

ନିର୍ମାଣାଧୀନ ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା କାରଣ ଖୋଜୁଛି ପୋଲିସ

ଟାଙ୍ଗୀ-ଚୌଦ୍ୱାର, (ଭାସ୍କର ନ୍ୟୁଜ୍‌) :ଚୌଦ୍ୱାର ସହରର ନୁନ୍‌ଟିକିରି ହନୁମାନଲେନ୍‌ ଅଞ୍ଚଳରେ ନିର୍ମାଣଧିନ ଘରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତା ମହିଳା ଜଣଙ୍କ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା…

ବିବାହ ଭୋଜିରେ ଗଡିଲା ମୁଣ୍ଡ, ମାଂସ ଖାଇବାକୁ ନେଇ ବ୍ୟକ୍ତିଙ୍କୁ ଭୁଜାଲି ଚୋଟ ପକାଇଲେ ନାବାଳକ

ବୁର୍ଲା (ଭାସ୍କର ନ୍ୟୁଜ୍‌) : ବୁର୍ଲାସ୍ଥିତ ବିଜୁ କଲ୍ୟାଣ ମଣ୍ଡପରେ ଏକ ବିବାହ ଭୋଜି ଚାଲିଥିବାବେଳେ ସେଠାରେ ମାଂସ ଖାଇବାକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବ୍ୟକ୍ତି ଓ ନାବାଳକ ମଧ୍ୟରେ ଏ ନେଇ କଥା…

ଦୁର୍ବଳ ହେଲା ଅସାନୀ, କିଛି ଘଣ୍ଟା ମଧ୍ୟରେ ଅବପାତ ରୂପ ନେବ ବାତ୍ୟା: ସମୁଦ୍ର ଅସାନ୍ତ ରହିବ, କିଛି ଜିଲ୍ଲାରେ ବର୍ଷିବ

ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶରେ ବାତ୍ୟା ଅସାନୀର ପ୍ରଭାବ ବେଶ୍‌ ଅନୁଭୂତ ହେଉଛି । ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଅସାନ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଧୀରେ ଧୀରେ ଦୁର୍ବଳ ହୋଇଛି । ବୁଧବାର ସକାଳେ…

କୋଟିପତି ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କୁ ଜାମିନ, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ହୋଇଥିଲେ ଗିରଫ

କଟକ(ଭାସ୍କର ନ୍ୟୁଜ୍‌): ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ଭୁବନେଶ୍ୱର ପୂର୍ତ ବିଭାଗ ଡିଭିଜନ୍‌-୪ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ…

ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌ ପୂର୍ବରୁ ମୁହାଁମୁହିଁ ହେବ ଭାରତ-ଅଷ୍ଟ୍ରେଲିଆ, ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ବିଶେଷ ଗୁରୁତ୍ୱ ବହନ କରିବ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌ । ତେବେ ଏହି ବିଶ୍ୱକପ ପାଇଁ ପ୍ରାକ୍‌ ପ୍ରସ୍ତୁତି କରିବା ସକାଶେ ଅଷ୍ଟ୍ରେଲିଆ ପାଇଁ ବଡ ସୁଯୋଗ ରହିଛି । କାରଣ…

ଉବର କପ ବ୍ୟାଡମିଣ୍ଟନ: କ୍ୱାର୍ଟର ଫାଇନାଲ୍‌ରେ ଭାରତୀୟ ମହିଳା ଦଳ

ବ୍ୟକଙ୍ଗ (ଥାଇଲାଣ୍ଡ):ଭାରତୀୟ ମହିଳା ଦଳ କ୍ରମାଗତ ବିଜୟ ହାସଲ ସହିତ ଏଠାରେ ଚାଲିଥିବା ଉବର କପ ବ୍ୟାଡମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ଗ୍ରୁପ ଡି’ରେ ସ୍ଥାନ ପାଇଥିବା ଭାରତୀୟ ମହିଳା…