Browsing Category

ଖବର

କୁରୁକ୍ଷେତ୍ରରେ ପ୍ରତିଷ୍ଠା ହେବ ସରସ୍ୱତୀ ନଦୀ ମନ୍ଦିର: ୧୦ ଏକର ଜମି ଅଧିଗ୍ରହଣ

ନୂଆଦିଲ୍ଲୀ: କୁରୁକ୍ଷେତ୍ରର ନଦୀ କୂଳରେ ସରସ୍ୱତୀ ନଦୀର ଭବ୍ୟ ମନ୍ଦିର ପ୍ରତିଷ୍ଠା କରିବାକୁ ଯାଉଛି ହରିୟାଣା ସରସ୍ୱତୀ ହେରିଟେଜ ଡେଭଲପମେଣ୍ଟ ବୋର୍ଡ । ତେଣୁ ନଦୀ କୂଳକୁ ଅପଗ୍ରେଡ କରିବା ପାଇଁ ବୋର୍ଡ ୧୦ ଏକର ଜମି…

ଖୁସି ଖବର! ଏଣିକି ପେନସନ ମିଳିବ ଅଧିକ: ଜାଣନ୍ତୁ କିପରି ହେବେ ଲାଭବାନ୍

ନୂଆଦିଲ୍ଲୀ: ଏଣିକି କର୍ମଚାରୀମାନଙ୍କୁ ମିଳିବ ଅଧିକ ପେନସନ । ଏଥିପାଇଁ କର୍ମଚାରୀମାନଙ୍କ ଆବେଦନ ଗ୍ରହଣ କରିବାର ସମୟସୀମାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଏହା ମାର୍ଚ୍ଚ ୩ ତାରିଖ ରହିଥିବା ବେଳେ…

ଭୋପାଳ ଗ୍ୟାସ ଟ୍ରାଜେଡିରେ ଆଜି ହେବ ଶୁଣାଣି: ରାୟ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ଭୋପାଳ ଗ୍ୟାସ ଟ୍ରାଜେଡିକୁ ନେଇ ଚର୍ଚ୍ଚା ବର୍ତ୍ତମାନ ଜୋର ଧରିଛି । ଦୁର୍ଘଟଣା ଉପରେ କେନ୍ଦ୍ର ଦାୟର କରିଥିବା କ୍ୟୁରେଟିଭ ପିଟିସନ ଉପରେ ଆଜି ସୁପ୍ରିମକୋର୍ଟରେ ହେବ ଗୁରୁତ୍ୱପୂର୍ଣ୍ଣ ରାୟ । ଦୁର୍ଘଟଣାର…

୮୩ ବର୍ଷୀୟ ବୃଦ୍ଧଙ୍କ ଚମତ୍କାର: ଗୋଟିଏ ଗଛରେ ଫଳୁଛି ୩୦୦ କିସମର ଆମ୍ବ, ଫଳରୁ ପ୍ରସ୍ତୁତ ହେବ କ୍ୟାନସର, ଏଡସ୍ ମେଡିସିନ୍

ନୂଆଦିଲ୍ଲୀ: ସାଧାରଣତଃ ଗୋଟିଏ ଗଛରେ ଗୋଟିଏ କିସମର ଫଳ ଫଳିଥାଏ । ତେବେ ଯଦି ଆପଣଙ୍କୁ କୁହାଯିବ ଯିବ ଗୋଟିଏ ଗଛରେ ୩୦୦ କିସମର ଫଳ ଫଳୁଛି ତେବେ ଏହାକୁ କେହି ବିଶ୍ୱାସ କରିବେ ନାହିଁ । ତେବେ ଏପରି ଏକ ଅଦ୍ଭୂତ ଘଟଣା…

ଭୂମଧ୍ୟ ସାଗରୀୟ ଜଳବାୟୁ ପରିବର୍ତ୍ତନ ପ୍ରଭାବ: ଆସନ୍ତା ୧୫ ତାରିଖରୁ ରାଜ୍ୟର କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୂମଧ୍ୟ ସାଗରୀୟ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଆସନ୍ତା ୧୫ ତାରିଖରୁ ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୬ ଏବଂ ୧୭ରେ ଘଡଘଡି ସହ ବର୍ଷା ଓ ପବନ ସମ୍ଭାବନା ରହିଥିବା…

ଚାଷୀଙ୍କୁ ମାଲାମାଲ କରୁଛି ଏହି ଫସଲ ; କିଲୋ ପିଛା ୩୦୦ରୁ ୫୦୦ ଟଙ୍କା, କ’ଣ ରହିଛି ଏହାର ମହତ୍ତ୍ୱ ଓ ବିଶେଷତ୍ୱ

ନୂଆଦିଲ୍ଲୀ : ସାଧାରଣତଃ ବଜାରରେ ଦୁଇ ପ୍ରକାର ଆଳୁ ମିଳେ । ଗୋଟେ ହେଲା ମାଟି ଆଳୁ ବା ଦେଶୀ ଆଳୁ ଏବଂ ଅନ୍ୟଟି ହେଲା ବିଲାତ ଆଳୁ ବା ବିଦେଶୀ ଆଳୁ, ଯାହା ପ୍ରତିଟି ଘରେ ଘରେ ଖିଆ ଯାଉଥିବା ସାଧାରଣ ଆଳୁ । କ’ଣ କେବେ କଳା…

ମୋବାଇଲର ଅଭ୍ୟାସ ନେଇଯିବ ଆପଣଙ୍କ ଜୀବନ: ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଏହି Video

ନୂଆଦିଲ୍ଲୀ: ଆଜିକାଲି ଦୁନିଆରେ କାହା ପାଖରେ ବା ମୋବାଇଲ ଫୋନଟିଏ ନାହିଁ । ଛୋଟରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ନିଶାରେ ବାୟା ହେଉଛନ୍ତି । ଲୋକମାନେ ଆଜିକାଲି ନିଜର ଅଧିକାଂଶ ସମୟ ମୋବାଇଲରେ…

ଏବେ ଘରୋଇ ବଡ଼ ଡାକ୍ତରଖାନା ଗୁଡ଼ିକ ଖୋଲିବେ ମେଡିକାଲ କଲେଜ, ଏହି ସବୁ ନିୟମ କୋହଳ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ବଡ ବଡ ଡାକ୍ତରଖାନା ମଧ୍ୟ ସେମାନଙ୍କ ମେଡିକାଲ କଲେଜ ଖୋଲିପାରିବେ। ଏଥିପାଇଁ କେନ୍ଦ୍ର ସରକାର ଦେଶର ବଡ ବଡ ଡାକ୍ତରଖାନାକୁ କିଛି ନିୟମ ଛାଡ କରିବାକୁ ପ୍ରତିଶୃତି ଦେଇଛନ୍ତି। ଏହି…

Video: ଯେଉଁ ମହିଳାମାନଙ୍କୁ ଡାକ୍ତରବି ମନା କରିଦିଅନ୍ତି ,ସେ ମହିଳା ମାନେ ଏଠାରେ ବୁଡ଼ ପକେଇଲେ ହୋଇଯାନ୍ତି ଗର୍ଭବତୀ

ଖୋର୍ଦ୍ଧା: ଛୁଆ ନହେଲେ ମହିଳା ମାନେ ଏଠିକୁ ବୁଡ଼ ପକାଇବା ପାଇଁ ଆସନ୍ତି। ଯେଉଁ ମହିଳା ମାନଙ୍କୁ ଡାକ୍ତର ମନା କରିଦିଅନ୍ତି। କେବେ ମାଆ ହୋଇପାରିବୁ ନାହିଁ ବୋଲି କୁହନ୍ତି। ସେହି ମହିଳା ମାନେ ସେମାନଙ୍କର ବନ୍ଧ୍ୟା ଦୋଷ…

Video: ଅମ୍ପାୟାର ନିତିନ ମେନନଙ୍କୁ ଟ୍ରୋଲ୍‌ କଲେ ବିରାଟ କୋହଲି, ଭାଇରଲ ହେଲା ଭିଡିଓ

ନୂଆଦିଲ୍ଲୀ: ଆଜି ଅହମ୍ମଦାବାଦରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡ଼ର ଗାଭାସ୍କର ଟ୍ରଫି ଶେଷ ହୋଇଛି। ଏହି ମ୍ୟାଚରେ ବିରାଟ କୋହଲି ପ୍ରଥମେ ଶତକ କରି ଦର୍ଶକଙ୍କୁ ମନୋରଞ୍ଜନ କରିଥିବାବେଳେ ପରେ ଫିଲ୍ଡିଂ ସମୟରେ ମଧ୍ୟ…