Browsing Category
ଖବର
ମହାତ୍ମା ଗାନ୍ଧୀ ମରି ନାହାଁନ୍ତି ବଞ୍ଚିଛନ୍ତି; ଶିବଙ୍କ ଫଟୋକୁ ଦେଖାଇ ରାହୁଲ କହିଲେ କେଉଁଠି ରହିଛନ୍ତି ବାପୁ
ନୂଆଦିଲ୍ଲୀ: "ମହାତ୍ମା ଗାନ୍ଧୀ ମରି ନାହାଁନ୍ତି, ବଞ୍ଚିଛନ୍ତି।" ସଂସଦରେ ଭଗବାନ ଶିବଙ୍କ ଫଟୋକୁ ଦେଖାଇ ଏପରି କହିଲେ ରାହୁଲ ଗାନ୍ଧୀ। ରାହୁଲଙ୍କ ଏଭଳି ଭାଷଣ ଶୁଣି ସବୁ ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରଧାନମନ୍ତ୍ରୀ କହୁଛନ୍ତି…
ବଡ଼ ଇଭେଣ୍ଟରୁ ଓହରିଗଲେ Golden Boy ନୀରଜ ଚୋପ୍ରା: Olympicରେ ଭାଗ ନେବେ ତ?
ନୂଆଦିଲ୍ଲୀ: ଚଳିତମାସ ତଥା ଜୁଲାଇ ମାସର ଶେଷରେ ଅନୁଷ୍ଠିତ ହେବ ପ୍ୟାରିସ ଅଲିମ୍ପିକ୍ସ । ଜୁଲାଇ ୨୬ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବା ବେଳେ ଭାରତକୁ ଲାଗିି ଶକ୍ତ ଝଟକା । ଦେଶର ‘ସୁନା ପୁଅ’ ନୀରଜ…
କିଏ ନେବ ଏ ସମ୍ପତ୍ତି, ଅରବପତି ୱାରେନଙ୍କ ଖୁଲାସା
ଓଡିଶା ଭାସ୍କର: ଦୁନିଆର ପ୍ରସିଦ୍ଧ ନିବେଶକ ଓ ବର୍କଶାୟର ହୈଥବେ କମ୍ପାନୀର ମାଲିକ ୱାରେନ ବଫେଟଙ୍କ ସମ୍ପତ୍ତି କାହା ନାଁରେ ହେବ । ବଫେଟଙ୍କ ମୃତ୍ୟୁ ପରେ ଏ ତାଙ୍କର ସମ୍ପତ୍ତିର ମାଲିକ କିଏ ହେବ ତାହାକୁ ନେଇ ଏବେ…
‘ତୁମେ ଲେଖିକି ନିଅ…’ ଏହି ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ଭବିଷ୍ୟବାଣୀ କଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଲୋକସଭାରେ ନିଜର ପ୍ରଥମ ଭାଷଣରେ ଆକ୍ରମଣାତ୍ମକ ମୋଡରେ ନଜର ଆସିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଏହି ସମୟରେ ରାହୁଲ ଗାନ୍ଧୀ ନିଟ୍ ପ୍ରସଙ୍ଗଠୁ ଆରମ୍ଭ କରି ଧର୍ମକୁ ନେଇ ଉଠିଥିବା ପ୍ରସଙ୍ଗକୁ ଉଠାଇ…
ପୁଣି ICC ଟୁର୍ଣ୍ଣାମେଣ୍ଟ ଖେଳିବେ ରୋହିତ-ବିରାଟ, ସିନିୟର ଦଳରେ ମିଳିବ ସୁଯୋଗ: ଜୟ ଶାହ
ନୂଆଦିଲ୍ଲୀ: ୧୧ ବର୍ଷର ଅପେକ୍ଷା ପରେ ଟିମ ଇଣ୍ଡିଆ ଆଉ ଏକ ଆଇସିସି ଟ୍ରଫି ଉପରେ କବଜା କରିଛି । ୨୦୧୩ରେ ଚମ୍ପିଆନ୍ସ ଟ୍ରଫି ହାସଲ କରିଥିଲା ଭାରତ । ଏହାପରେ ଅନେକ ଟୁର୍ଣ୍ଣାମେଣ୍ଟରେ ଟ୍ରଫିର ଖୁବ ନିକଟରେ ପହଞ୍ଚି ମଧ୍ୟ…
ଖୁବଶୀଘ୍ର ଆସୁଛି KALKI- 2898 AD(Part-2): ପୁଣି ଭେଟିବେ ପ୍ରଭାସ-ଅମିତାଭ, ୬୦ ପ୍ରତିଶତ ଶୁଟିଙ୍ଗ ଶେଷ
ମୁମ୍ବାଇ: ପୁଣିଥରେ ବକ୍ସ ଅଫିସରେ ଧମାଲ କରୁଛନ୍ତି ବାହୁବଳୀ ଷ୍ଟାର ପ୍ରଭାସ । ନିକଟରେ ରିଲିଜ ହୋଇଥିବା ବିଗ୍ ବଜେଟ ଫିଲ୍ମ ‘KALKI- 2898 AD’ ବକ୍ସ ଅଫିସରେ କମାଲ କରୁଛି । ପ୍ରତ୍ୟେକ ଦିନ ସିନେମା ହାଉସଫୁଲ ରହୁଥିବା…
ଜୁଲାଇ ୭ରୁ ନୂଆ ଯୋଜନା, Farmer Registry କରିବେ ସବୁ କୃଷକ: ନଚେତ୍ ମିଳିବନି ପିଏମ କିସାନ ଟଙ୍କା
ଓଡ଼ିଶା ଭାସ୍କର: ଜୁଲାଇ ୭ ତାରିଖରୁ ଆରମ୍ଭ ହେବାକୁ ।ଉଛି ଆଉ ଏକ ନୂଆ ଯୋଜନା । ଏଣିକି ଦେଶର ସମସ୍ତ କୃଷକମାନେ ନିଜ ନିଜର ଫାର୍ମର ରେଜିଷ୍ଟ୍ରି କରିବେ । ଏଥିରେ କୃଷକଙ୍କ ଜମି ପଟ୍ଟା ରେକର୍ଡ ସାଙ୍ଗକୁ ସେମାନଙ୍କ ନାମ ଓ…
ଅନଲାଇନ୍ ଫୁଡ୍ ଡେଲିଭରି କମ୍ପାନି ଜୋମାଟୋ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ; ୯.୪୫ କୋଟି ଟଙ୍କାର ଜରିମାନା
ମୁମ୍ୱାଇ: ଅନଲାଇନ୍ ଫୁଡ୍ ଡେଲିଭରି କମ୍ପାନି ଜୋମାଟୋ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କଂପାନିଉପରେ ୯.୪୫ କୋଟି ଟଙ୍କାର ଜରିମାନା ଆଦାୟ କରାଯାଇଛି। କଂପାନି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ କର୍ଣ୍ଣାଟକର…
କିଏ ହେବ ଭାରତର ପରବର୍ତ୍ତୀ ଅଧିନାୟକ, ରୋହିତ କହିସାରିଛନ୍ତି ଅଲବିଦା, ସେହବାଗ କହିଲେ ଶୁଭମନ ହିଁ ବେଷ୍ଟ
ଓଡିଶା ଭାସ୍କର: ବିଗତ ଶନିବାର ଦିନ ଭାରତ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ୱ ବିଜେତା ହୋଇ ସାରିଛି । ଭାରତୀୟ ପ୍ରଶଂସକ ଏହି ବିଶ୍ୱକପ ବିଜୟରେ ଏବେ ବି ଝୁମୁଛନ୍ତି । ମାତ୍ର କ୍ରିକେଟ…
ସ୍ୱାମୀକୁ ମାରିବାକୁ ଆସି ସ୍ତ୍ରୀକୁ ଗୁଳି କରିଲେ ଦୁର୍ବୃତ୍ତ; ମୁହଁରେ ଚାଦରରେ ଢାଙ୍କି ଶୋଇଥିଲେ ମହିଳା
ବେଗୁସରାଇ: ବିହାରର ବେଗୁସରାଇରୁ ଆସିଲା ଏକ ହୃଦୟ ବିଦାରକ ଖବର। ଘର ବାରଣ୍ଡାରେ ଶୋଇଥିବା ଜଣେ ମହିଳାଙ୍କୁ ଗୁଳି କଲେ ଦୁର୍ବୃତ୍ତ। ଗୁଳିମାଡ଼ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ। କୁହାଯାଉଛି ଯେ, ଗାଁର କିଛି…