fbpx
Browsing Category

ଖବର

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଆରଏସଏସ ମୁଖ୍ୟ: ଦେଶର ସାମ୍ପ୍ରତିକ ପରିସ୍ଥିତି ସହ ସଂଘର ବିଭିନ୍ନ ପ୍ରସଙ୍ଗ ଆଲୋଚିତ

ପୁରୀ: ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଆରଏସଏସର ମୁଖ୍ୟ ଡକ୍ଟର ମୋହନ ଭାଗବତ ପୁରୀ ଗୋବର୍ଦ୍ଧନ ପୀଠରେ ଭେଟିଛନ୍ତି । ଏଥିସହ ସେ ଆରଏସଏସର ବିଭିନ୍ନ କାର୍ଯ୍ୟକ୍ରମ ସହ ଦେଶର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲେଚନା…

ସହିଦ ଯବାନଙ୍କ ପେନସନ ପାଇବାର ଅଧିକାର କାହାର? ସଂସଦରେ ସ୍ପଷ୍ଟ କରିଲେ ସରକାର…

ନୂଆଦିଲ୍ଲୀ: ସହିଦ ହୋଇଥିବା ଯବାନଙ୍କ ପରିବାରରେ କିଏ ପାଉଛନ୍ତି ପେନସନ ? କଂଗ୍ରେସ ସାଂସଦ ଇମ୍ରାନ ମାସୁଦଙ୍କ ଏହି ପ୍ରଶ୍ନର ଉତ୍ତର କେନ୍ଦ୍ର ସରକାର ଅଗଷ୍ଟ ୯ ତାରିଖ ଶୁକ୍ରବାର ସଂସଦରେ ଜଣାଇଛନ୍ତି। ସହିଦଙ୍କ ପତ୍ନୀ…

Video; ହଠାତ୍ ପୁରୀ ସମୁଦ୍ରରେ ଲାଗିଲା ୫ ଯୁଦ୍ଧ ଜାହାଜ, ସାଇରନ୍ ଶୁଣି ଭୟରେ ଦୌଡ଼ି ପଳାଇଗଲେ ପର୍ଯ୍ୟଟକ

ପୁରୀ: (ଓଡ଼ିଶା ଭାସ୍କର) ପୁରୀ ସମୁଦ୍ରରେ ବିରାଟ ବିରାଟ ଯୁଦ୍ଧ ଯାହାଜ ଦେଖି ସବୁ ଭୟରେ। ଜଗନ୍ନାଇ ଧାମରେ ଲାଗିଲା ଭାରତୀୟ ନୌସେନାର ଯାହାଜ। ଭୟରେ ସମୁଦ୍ର ବହାରକୁ ଚାଲି ଆସିଲେ ପର୍ଯ୍ୟଟକ। କଣ ପାଇଁ ଆସିଛି କେହି…

Stress ହ୍ରାସ କରିଥାଏ ଜୁଆଣି ଚା’, ରାତିରେ ଶୋଇବା ପୂର୍ବରୁ ସେବନ କଲେ ମିଳିଥାଏ ଏହି ସବୁ ଫାଇଦା

ଓଡ଼ିଶା ଭାସ୍କର: ଅଧିକାଂଶ ବ୍ୟକ୍ତି ଚା’ ପିଇବାକୁ ପସନ୍ଦ କରିଥାନ୍ତି । ଚା’ ପିଇଲେ ସତେଜତା ଅନୁଭବ ହୋଇଥାଏ । ନାଲି ଚା’, କ୍ଷୀର ଚା’, ଗ୍ରାନ୍ ଟି, ବ୍ଲାକ୍ ଟି, ଲେମନ୍ ଟି, ମସାଲା ଟି ଇତ୍ୟାଦି ଅନେକ ପ୍ରକାର ଚା’…

ପ୍ରତିହାରୀ ସେବାୟତଙ୍କୁ ନୋଟିସ୍ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ପ୍ରତିହାରୀ ସେବାୟତଙ୍କୁ ନୋଟିସ୍ ଜାରି କରିଛି । ଶ୍ରୀଜିଉଙ୍କ ନୀତି ବିଳମ୍ବ ପାଇଁ ଶିବ ଶଙ୍କର ମହାପାତ୍ରଙ୍କୁ ନୋଟିସ୍ ଜାରି କରାଯାଇଛି ।  ତେବେ ଏଭଳି ନୋଟିସକୁ ପ୍ରତିହାରୀ ନିଯୋଗ…

ଫଟୋ କହୁଛି କଥା; ମଥାରେ ରକ୍ତ ଭିଜା ସିନ୍ଦୂର, ମାଟି କାମୁଡ଼ି ପଡ଼ିଛି ମରଦ, ଦରଦ ଭରା ଚାହାଣୀ…

ଓଡ଼ିଶା ଭାସ୍କର: ଜଳୁଛି ବାଂଲାଦେଶ, ପ୍ରତାରିତ ହେଉଛନ୍ତି ସଂଖ୍ୟାଲଘୁ । ବାଂଲାଦେଶରେ ସଂରକ୍ଷଣକୁ ନେଇ ହୋଇଥିବା ବିକ୍ଷୋଭ ପରେ ଗାଦିଚ୍ୟୁତ ହୋଇ ଭାରତରେ ଶରଣ ନେଲେ ବାଂଲାଦେଶର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ସେଖ୍ ହସିନା…

ଗାଜାରେ ସ୍କୁଲ ଉପରେ ଇସ୍ରାଏଲର ଆକ୍ରମଣ; ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ଗାଜାରେ ସ୍କୁଲ ଉପରେ ଇସ୍ରାଏଲ ଆକ୍ରମଣ, ୧୦୦ରୁ ଅଧିକ ମୃତ। ହାମାସର ବେସାମରିକ ପ୍ରତିରକ୍ଷା ଏଜେନ୍ସି କହିଛି ଯେ ଗାଜାର ଏକ ସ୍କୁଲ ଉପରେ ଇସ୍ରାଏଲ ର ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । ଇସ୍ରାଏଲ…

କାଠଯୋଡ଼ି ନଦୀକୁ ଡେଇଁ ପୁରୁଷ-ମହିଳା ନିଖୋଜ ଘଟଣାରେ ଟ୍ୱିଷ୍ଟ୍; ଉଭୟ ଜୀବିତ ଉଦ୍ଧାର

କଟକ: (ଓଡ଼ିଶା ଭାସ୍କର) କାଠଯୋଡ଼ି ନଦୀକୁ ଡେଇଁ ପୁରୁଷ-ମହିଳା ନିଖୋଜ ଘଟଣାରେ ଟ୍ୱିଷ୍ଟ୍ । ଉଭୟ ଜୀବିତ ଉଦ୍ଧାର ହୋଇଛନ୍ତି । ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଠାଇଲା ପୋଲିସ । ବ୍ରିଜ ଉପରେ ମୋବାଇଲ୍, ଆଧାର କାର୍ଡ ରଖି…

Video; ‘ହରେ କୃଷ୍ଣ ହରେ ରାମ’ ଧ୍ୱନିରେ ପ୍ରକମ୍ପିତ ହେଲାଣି ବାଂଲାଦେଶ; ଅସହ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଲେ ଲକ୍ଷ ଲକ୍ଷ…

ନୂଆଦିଲ୍ଲୀ: ବାଂଲାଦେଶରେ ସଂରକ୍ଷଣକୁ ନେଇ ହୋଇଥିବା ବିକ୍ଷୋଭ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଗାଦି ଛଡ଼ାଇ ନେଇଥିଲା । ସେବେଠାରୁ ବାଂଲାଦେଶରେ ସ୍ଥିତି ଖରାପ ହେବାରେ ଲାଗିଛି । ବାଂଲାଦେଶରେ ସଂଖ୍ୟାଲଘୁ (ହିନ୍ଦୁ,…

ଅଲିମ୍ପିକ୍ସରେ ପାକିସ୍ତାନ କେତେଥର ଜିତିଛି ସ୍ୱର୍ଣ୍ଣ ପଦକ ? ଜାଣନ୍ତୁ ଇତିହାସ

ନୂଆଦିଲ୍ଲୀ: ଇତିହାସ ରଚିଛନ୍ତି ପାକିସ୍ତାନର ଜାଭେଲିନ୍ ଥ୍ରୋଅର ଆର୍ଶଦ ନଦୀମ । ପ୍ୟାରିସ୍ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ପ୍ରାୟ ୯୨.୯୭ ମିଟର ଜାଭେଲିନ୍ ଫିଙ୍ଗି ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ…