
Browsing Category
ଖବର
କଳିଯୁଗର କୃଷ୍ଣ-ବାସୁଦେବ, ଛାତିଏ ପାଣିରେ ମୁଣ୍ଡରେ କୁନି ପୁଅକୁ ଧରି ପାର ହେଲା ବାପା (video viral)
ଉତ୍ତରପ୍ରଦେଶ: ଦ୍ୱାପର ଯୁଗରେ କଂସ କବଳରୁ କୃଷ୍ଣଙ୍କୁ ବଞ୍ଚାଇବାକୁ ବର୍ଷା ରାତିରେ ଯମୁନା ନଦୀ ପାର କରି ଗୋପପୁରରେ ପହଞ୍ଚିଥିଲେ। ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଦେବାକୁ ଯମୁନା ନଦୀର ଅକାତ କାତ ପାଣିରେ କୃଷ୍ଣଙ୍କୁ…
BREAKING: ବିଜେଡିର ଡାକରା, ବଳଙ୍ଗା ନାବାଳିକା ଜଳିଯିବା ଘଟଣାରେ ୭ରେ ପୁରୀ ବନ୍ଦ
ପୁରୀ: ବଳଙ୍ଗା ପୀଡ଼ିତା ପୋଡ଼ି ଘଟଣାରେ ବନ୍ଦ ଡାକରା ଦେଲା ବିଜେଡି। ଆସନ୍ତା ୭ ତାରିଖରେ ପୁରୀ ବନ୍ଦ ଡାକରା ଦେଲା ବିଜୁ ଜନତା ଦଳ।
ବିଜେଡି ଦଳ ପକ୍ଷରୁ କୁହାଯାଇଛି କି ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ଯାଏଁ ଆନ୍ଦୋଳନ…
ସମୁଦ୍ରରେ ବଡ଼ ଅଘଟଣ, ବୁଡ଼ିଗଲା ଯାତ୍ରୀବାହୀ ଡ଼ଙ୍ଗା, ୬୮ ଜଣ ପ୍ରବାସୀଙ୍କ ମୃତ୍ୟୁ, ୭୪ ନିଖୋଜ
କାଇରୋ: ସମୁଦ୍ର ମଝିରେ ବଡ଼ ଅଘଟଣ। ଗଭୀର ଜଳରାଶି ମଧ୍ୟରେ ଓଲଟି ପଡ଼ିଲା ଯାତ୍ରୀବାହୀ ଡ଼ଙ୍ଗା। ଫଳରେ ୬୮ ଜଣ ପ୍ରବାସୀଙ୍କର ମୃତ୍ୟୁ ହୋଇଥିବା ବେଳେ ୭୪ ଜଣଙ୍କର ମିଳୁନି ପତ୍ତା।
ୟେମେନର ଉପକୂଳ ନିକଟରେ ଏକ ଦୁଃଖଦ…
FM ଛାତ୍ରୀ ଜଳିଯିବା ଘଟଣାରେ ବଡ଼ ଖୁଲାସା, ସାଇକେଲରେ ଯାଇ ନିଜେ ପେଟ୍ରୋଲ ଆଣିଥିଲେ ପୀଡ଼ିତା
ବାଲେଶ୍ୱର: FM ଛାତ୍ରୀ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା। ନିଜେ ପେଟ୍ରୋଲ ଆଣିଥିଲେ ପୀଡ଼ିତା। ପାଖ ପେଟ୍ରୋଲ ପମ୍ପକୁ ସାଇକେଲରେ ଯାଇ ନିଜେ ପେଟ୍ରୋଲ ଆଣିଥିଲେ ଛାତ୍ରୀ। ସାମ୍ନାକୁ ଆସିଲା ସାଇକେଲ ନେଇ ଯିବା ବେଳର…
ଏଣିକି ରାତିରେ ଅଫିସରେ କାମ କରିବେ ମହିଳା, କିନ୍ତୁ ଦେବାକୁ ପଡ଼ିବ ସହମତି ପତ୍ର
ଭୁବନେଶ୍ୱର: କର୍ମଜୀବୀ ମହିଳାଙ୍କ ନାଇଟ୍ ସିଫ୍ଟ ପାଇଁ ଆସିଲା ନୂଆ ବିଜ୍ଞପ୍ତି। ଏଣିକି କର୍ମଜୀବୀ ମହିଳା ରାତିରେ କାମ କରିପାରିବେ। ଘରୋଇ ଉଦ୍ୟୋଗ ଓ ବ୍ୟବସାୟିକ ପ୍ରତିଷ୍ଠାନର କର୍ମଜୀବୀ ମହିଳାଙ୍କ ପ୍ରକାଶ ପାଇଲା…
୮୧ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ
ଝାଡଖଣ୍ଡ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
'ଦିଶୋମ୍ ଗୁରୁ' ଭାବରେ ଜଣାଶୁଣା, ଶିବୁ…
ପ୍ରେମ ଜୀବନରେ ଆସିବ ମୋଡ଼, ଏହି ୪ ରାଶିଙ୍କୁ ମିଳିବ ନିଜ ପାର୍ଟନରଙ୍କ ସାଥ୍
ଓଡିଶାଭାସ୍କର: ଆଜି ଅଗଷ୍ଟ ମାସ ୪ ତାରିଖ ସୋମବାର। ଆପଣଙ୍କ ପ୍ରେମ ଜୀବନ ପାଇଁ କିପରି ରହିବ ଆଜିର ଦିନ। ଦିନଟିକୁ ଭଲ କରିବା ପାଇଁ ଆସନ୍ତୁ ଜାଣିବା ଆଜିର ଆଜିର ଶୁଭ ରଙ୍ଗ ଆଉ ଶୁଭ ସଂଖ୍ୟା ବିଷୟରେ।
ମେଷ ରାଶି:…
ପୁଣି ଭାରତର ପଡ଼ୋଶୀ ଦେଶ ମିଆଁମାରରେ ଭୟଙ୍କର ଭୂମିକମ୍ପ ଝଟକା
ମିଆଁମାର: ପୁଣି ଭୂକମ୍ପରେ ଥରିଲା ଭାରତର ଶତ୍ରୁ ଦେଶ। ଭୂମିକମ୍ପ ଝଟକାରେ ଭାରତର ପଡ଼ୋଶୀ ଦେଶ ମିଆଁମାର ପୁଣି ଥରେ ଥରି ଉଠିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୨ ରେକର୍ଡ କରାଯାଇଛି।
ନ୍ୟାସନାଲ ସେଣ୍ଟର…
True Love; କୋଳରେ ପ୍ରେମିକାକୁ ଧରି ପାଣିଭରା ରାସ୍ତା ପାର ହେଉଛି ପ୍ରେମିକ
ନୂଆଦିଲ୍ଲୀ: ପ୍ରେମ କେତେବେଳେ କାହା ସହ ବି ହେଇଯାଇପାରେ। ହେଲେ ସମସ୍ତଙ୍କର ପ୍ରେମ କରିବାର ତରିକା ଅଲଗା ଥାଏ। ସମସ୍ତେ ଭିନ୍ନ ଭିନ୍ନ ଉପାୟରେ ନିଜ ସାଥୀଙ୍କୁ ଖୁସି କରିବାକୁ ଚେଷ୍ଟା କରନ୍ତି।
କିନ୍ତୁ ପ୍ରେମର…
ପାଟିରେ ବିସ୍କୁଟ, ମୁହଁରେ ଫେଣ, ହସ୍ପିଟାଲ ବାହାରେ ପଡିଛି ବିଜେପି ନେତାଙ୍କ ମୃତଦେହ
ଉତ୍ତରପ୍ରଦେଶ: ବିଜେପ ବୁଥ୍ ସଭାପତିଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ। ହସ୍ପିଟାଲ ମୁଖ୍ୟ ଫାଟକ ବାହାରେ ପଡିଛି ମୃତଦେହ। ପାଟିରେ ରହିଛି ବିସ୍କୁଟ ଆଉ ବାହାରୁଛି ଫେଣ।
ଉତ୍ତର ପ୍ରଦେଶର ମୁରାଦାବାଦ ଜିଲ୍ଲାରୁ ଏକ…