fbpx
Browsing Category

ଖବର

(video): ଅର୍ସଦଙ୍କ ଐତିହାସିକ ବିଜୟ, ରେକର୍ଡଭରା ୯୨.୯୭ ମିଟର ଥ୍ରୋ, ଅଲିମ୍ପିକ୍ସରେ ନୀରଜଙ୍କୁ ହରାଇ କାନ୍ଦିଲେ ସ୍ୱର୍ଣ୍ଣ ବିଜେତା

ଓଡିଶା ଭାସ୍କର: ଅର୍ସଦ ଅଦ୍ଭୂତ ଇତିହାସ ରଚିଛନ୍ତି । ଚାରିଆଡେ ଏବେ ଛାଇ ଯାଇଛନ୍ତି ପାକିସ୍ତାନର ଏହି ସୁପରଷ୍ଟାର । ପ୍ୟାରିସ ଅଲିମ୍ପିକ୍ସରେ ଜାଭଲିନ ଥ୍ରୋ ପ୍ରତିଯୋଗିତାରେ ପ୍ରାୟ ୯୨.୯୭ ମିଟର ଜାଭଲିନ ଫିଙ୍ଗି ସେ…

(Video) ଅଲିମ୍ପିକ୍ସରେ ଭାରତୀୟ ହକି ଟିମର ବିଜୟକୁ ନେଇ ଭାବବିହ୍ୱଳ ହେଲେ ନବୀନ ପଟ୍ଟନାୟକ, ଜାଣନ୍ତୁ କ’ଣ କହିଲେ

ଭୁବନେଶ୍ୱର: ଭାରତୀୟ ହକି ଟିମ ଲଗାତାର ଦ୍ୱିତୀୟଥର ଅଲିମ୍ପିକ ଖେଳରେ କାଂସ୍ୟ ପଦକ ହାସଲ କରିଛି। ଶୁକ୍ରବାର ଦିନ ପ୍ୟାରିସ ଅଲିମ୍ପିକ ୨୦୨୪ରେ ବ୍ରୋଞ୍ଜ ମେଡାଲ ପାଇଁ ହୋଇଥିବା ମ୍ୟାଚରେ ଭାରତୀୟ ହକି ଟିମ ସ୍ପେନର ଟିମକୁ…

ରୂପା ଦେଇ ସୁନା ପୁଅ ସାଜିଲେ ନୀରଜ, ଭାରତକୁ ଅଲିମ୍ପିକ୍ସରେ ନୀରଜଙ୍କ ଦ୍ୱିତୀୟ ପଦକ ଭେଟି, ରେକର୍ଡ ଥ୍ରୋ ସହ ଅର୍ସଦ ନଦୀମ ପାଇଲେ ସ୍ୱର୍ଣ୍ଣ

ଓଡିଶା ଭାସ୍କର: ଷ୍ଟାର ଆଥଲେଟ ନୀରଜ ଚୋପ୍ରା ଭାରତକୁ ପ୍ୟାରିସ ଅଲିମ୍ପିକ୍ସରେ ଏକମାତ୍ର ରଜତ ପଦକ ଭେଟି ଦେଇଛନ୍ତି । ନୀରଜ ପ୍ରାୟ ୮୯.୪୯ ମିଟରର ଜାଭଲିନ ଫିଙ୍ଗି ସିଜନର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଏହି…

(Video) ଆସନ୍ତା ୧୦ରୁ ୧୩ ତାରିଖରେ ଘଟିବ ପ୍ରଳୟ! ପୃଥିବୀ ପାଇଁ ବିରାଟ ବିପଦ, ମାଡି ଆସୁଛି ୫ଟି ଆଷ୍ଟ୍ରଏଡ

ଓଡ଼ିଶା ଭାସ୍କର: ମହାକାଶରେ ପ୍ରତ୍ୟେକ ଦିନ ଅନେକ ପରିବର୍ତ୍ତନ ଘଟୁଛି । ଏହାଭିତରେ ପୃଥିବୀ ପ୍ରତି ବିପଦ ସଂକେତ ମିଳିଛି । ସାରା ବିଶ୍ୱ ପାଇଁ ମାଡି ଆସୁଛି ମହାବିପଦ । ମାନବ ସମାଜ ପାଇଁ ଏହା ବିନାଶର ଏକ ବିରାଟ କାରଣ…

ଦେଶୀ ମଦରେ କ’ଣ ଥାଏ, ଯାହା ଏହାକୁ ବିଷାକ୍ତ କରିଦିଏ?

ନୂଆଦିଲ୍ଲୀ: ମଦ ପିଇବାକୁ ଭଲ ପାଉଥିବା ଲୋକମାନେ ସାରା ଦୁନିଆରେ ଅଛନ୍ତି । ତେବେ ମଦ୍ୟପାନ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଭିନ୍ନ ଭିନ୍ନ ରହିଛି । କିଛି ଲୋକ ଇଂରାଜୀ ମଦ ପିଇବାକୁ ପସନ୍ଦ କରନ୍ତି । ହ୍ୱିସ୍କି, ରମ୍,…

ଦିନ ନା ରାତି… କେଉଁ ସମୟରେ ବିବାହ କରିବା ଉଚିତ? ଏହାକୁ ମାନିଲେ ତିଷ୍ଠି ରହିବ ବୈବାହିକ ଜୀବନ

ଓଡ଼ିଶା ଭାସ୍କର: ବିବାହକୁ ନେଇ ହିନ୍ଦୁ ଧର୍ମରେ ଅନେକ ମାନ୍ୟତା ରହିଛି । ସନାତନ ଧର୍ମରେ ବ୍ୟକ୍ତିଙ୍କ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ୧୬ ସଂସ୍କାରର ବର୍ଣ୍ଣନା କରାଯାଇଛି । ଏଥିମଧ୍ୟରୁ ଏକ ବିଶେଷ ସଂସ୍କାର ହେଉଛି ବିବାହ…

Big Breaking; ହକି ଖେଳାଳିଙ୍କୁ ମିଳିବ ପୁରସ୍କାର: ଓଡ଼ିଶା ସରକାର କଲେ ବଡ଼ ଘୋଷଣା

ଭୁବନେଶ୍ୱର: ପ୍ୟାରିସ ଅଲିମ୍ପିକ୍ସରେ ସ୍ପେନକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତୀୟ ହକି ଟିମ୍ । ବ୍ରୋଞ୍ଜ ପାଇଁ ଲଢି ଏହି ମ୍ୟାଚରେ ସ୍ପେନକୁ ଦଳ ୨-୧ରେ ପରାସ୍ତ କରି ଦମଦାର ବିଜୟ ହାସଲ କରିଛି । ଏହି ବିଜୟ ପରେ…

Video; ୟୁଟ୍ୟୁବରୁ ଦେଖି ଦିଆସିଲି କାଠିରୁ ବୋମା ତିଆରି କରୁଥିଲେ କୁନି ପିଲା; ହଠାତ୍ ହେଲା ବିସ୍ଫୋରଣ, ୫ ଶିଶୁ ଗୁରୁତର

ମୁଜାଫରପୁର: ମୁଜାଫରପୁରର ଗାଇଘାଟ ଥାନା ଅଞ୍ଚଳରେ ପିଲାମାନେ ୟୁଟ୍ୟୁବରେ ଦେଖି ଟର୍ଚ୍ଚରେ ଦିଆସିଲି କାଠିର ବାରୁଦ ଭର୍ତ୍ତି କରି ବୋମା ତିଆରି କରିବାକୁ ଚେଷ୍ଟା କରୁଥିଲେ । ଏହାପରେ ହୋଇଥିବା ବିସ୍ଫୋରଣରେ ପିଲାମାନେ…

TRP ଦୌଡ଼ରୁ ଖସିଲା ‘ଖତରୋଂ କେ ଖିଲାଡ଼ି ୧୪’, ଶୋ’କୁ ନେଇ କମେଣ୍ଟ କଲେ Bigg bossର ପୂର୍ବତନ ପ୍ରତିଯୋଗୀ

ନୂଆଦିଲ୍ଲୀ: ବର୍ତ୍ତମାନ ରୋହିତ ଶେଟ୍ଟିଙ୍କ ରିୟାଲିଟି ଶୋ’ ‘ଖତରୋଂ କେ ଖିଲାଡ଼ି ୧୪’କୁ ନେଇ ଚର୍ଚ୍ଚା ଜାରି ରହିଛି । ଜୁଲାଇ ୨୭ରେ ଏହି ଶୋ’ର ପ୍ରିମିୟର ହୋଇଥିବା ବେଳେ ଏପର୍ଯ୍ୟନ୍ତ ୪ଟି ଏପିସୋଡ୍ ଅନ୍ ଏୟାର ହୋଇଛି ।…