Browsing Category

ଖବର

ଖୋଲିବ ନୂଆ ଆୟୁର୍ବେଦିକ ହସ୍ପିଟାଲ: ଆୟୁର୍ବେଦିକ ଚିକିତ୍ସାକୁ ଗୁରୁତ୍ୱ ଦେଉଛି ଓଡ଼ିଶା

ଭୁବନେଶ୍ୱର: ବର୍ତ୍ତମାନ ଆୟୁର୍ବେଦିକ ଚିକିତ୍ସା ପ୍ରତି ଗୁରୁତ୍ୱ ଦିଆଯାଉଛି । ଆସନ୍ତା ୨୯ ତାରିଖରେ ଆୟୁର୍ବେଦିକ ଦିବସ ପାଳନ କରିବା ସହ ଏହି ଦିନ ଓଡ଼ିଶାକୁ ମିଳିବ ଆଉ ଏକ ଉପହାର । ୨୯ ତାରିଖରେ ଏକ ନୂଆ ଆୟୁର୍ବେଦିକ…

ଆୟେସା ଭିଲ୍ଲା: ଭୂତଙ୍କ ଆବାସ ସ୍ଥଳୀ, ରାତିରେ ସେଠାକୁ ଯିବାକୁ ଲୋକେ କରନ୍ତି ଭୟ

ଲୋନାବଲା: ମହାରାଷ୍ଟ୍ରର ଲୋନାବଲାର ସୌନ୍ଦର୍ଯ୍ୟ ଆଖିରେ ନ ଦେଖିଲେ ବିଶ୍ୱାସ କରିବା ଅସମ୍ଭବ । ଏହି ସ୍ଥାନର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ବିଭିନ୍ନ ସ୍ଥାନରୁ ଏଠାକୁ ବର୍ଷ ତମାମ ଲୋକଙ୍କ ସୁଅ ଛୁଟିଥାଏ । ସେଥିପାଇଁ…

Big Breaking; ୨୯ ତାରିଖରେ ଓଡ଼ିଶାକୁ ମିଳିବ ଆୟୁଷ୍ମାନ କାର୍ଡ: ଯୋଜନାର ଶୁଭାରମ୍ଭ କରିବେ ମୋଦୀ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ୨୯ ତାରିଖରେ ରାଜ୍ୟରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିସି ଜରିଆରେ ଏହି…

ସାବଧାନ! କ୍ୟାମେରା ସବୁ ଦେଖୁଛି, ଥାନାରେ ପୋଲିସ ସହ ଦୁର୍ବ୍ୟବହାର ପଡିବ ମହଙ୍ଗା, ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଥାନାକୁ ଅଭିଯୋଗ ପାଇଁ ଯାଉଥିଲେ ହୋଇଯାଆନ୍ତୁ ସାବଧାନ । ପୋଲିସ ସହ ଥାନାରେ ଦୁର୍ବ୍ୟବହାର ବା ଦାଦାଗିର ପଡିବାକୁ ଯାଉଛି ମହଙ୍ଗା । ପୋଲିସ ଦେହରେ ଲାଗିଥିବା କଳଙ୍କ ଲିଭାଇ, ଜନତାଙ୍କ ପାଇଁ ପୋଲିସ ସବୁ…

ଦୀପାବଳିରେ Ertiga କାର୍ କିଣିବାକୁ ଯୋଜନା କରୁଛନ୍ତି କି? 1 ଲକ୍ଷ ଦେଇ ଘରକୁ ଆଣନ୍ତୁ!

ନୂଆଦିଲ୍ଲୀ: ଦୀପାବଳିରେ କାର୍ କିଣିବା ନେଇ ଯୋଜନା କରୁଛନ୍ତି କି, ତାହାଲେ ବର୍ତ୍ତମାନ ସୁବର୍ଣ୍ଣ ସୁଯୋଗ । ମାତ୍ର 1 ଲକ୍ଷ ଦେଇ ଘରକୁ ଆଣିପାରିବେ କାର୍ । ଯେତେବେଳେ ଏହା ସୁଲଭ ପାରିବାରିକ କାର ବିଷୟରେ ଆସେ, ବଜାରରେ…

ରେଭ ପାର୍ଟି ଉପରେ ପୋଲିସ ରେଡ, ୩୫ ଗିରଫ, ଘଟଣା ସହ ପୂର୍ବ ସରକାରର ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ସମ୍ପର୍କ

ହାଇଦ୍ରାବାଦ: ତେଲେଙ୍ଗାନାର ଏକ ରେଭ ପାର୍ଟି ସରକାରର ମୁଣ୍ଡ ବ୍ୟଥାର କାରଣ ହେବାକୁ ଯାଉଛି । ପାର୍ଟିରୁ ପୋଲିସ ୩୫ ଜଣଙ୍କୁ ହାଜତକୁ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଶାସକ ଦଳର ମନ୍ତ୍ରୀଙ୍କ ନିକଟ ସମ୍ପର୍କୀୟ…

ଦ୍ବନ୍ଦରେ ଦୀପାବଳି, ୩୧-୧ ତାରିଖ ମଧ୍ୟରୁ କେଉଁଦିନ ପାଳିବେ ଜାଣନ୍ତୁ

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଭାରତରେ ଅଧିକ ମାତ୍ରରେ ସେଲିବ୍ରେସନ ହେଉଥିବା ପର୍ବ ମଧ୍ୟରୁ ଦୀପାବଳି ଅନ୍ୟତମ । ଜୀବନର ଅନ୍ଧକାରକୁ ଦୂର କରି ଆଲୋକ ଭରିଥାଏ ଦୀପାବଳି । ଯେତେବେଳେ ରାମ ସୀତା…

ପ୍ରେମିକ ବିବାହକୁ ମନା କରିବା ପରେ ପ୍ରେମିକା ଏମିତି କଲା କି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଦେବରିୟାରୁ ଆସିଥି ଏକ ଅବିଶ୍ୱନୀୟ ଘଟଣା । ପ୍ରେମିକକୁ ଫସେଇବାକୁ ପ୍ରେମିକା ଏମିତି କଲା କି ଜୀବନ, ମରଣ ସହ କରୁଛି ସଂଘର୍ଷ । ସେପଟେ ପୋଲିସ ଯୁବତୀଙ୍କ ଅଭିଯୋଗକୁ ନେଇ ଖୋଳତାଡ କରୁ କରୁ ନୂଆ…

ଯମଙ୍କୁ ସନ୍ତୁଷ୍ଟ କରିବାର ଅପୂର୍ବ ସୁଯୋଗ, ଏହି ଭାବେ ଜାଳିଦିଅନ୍ତୁ ଚାରିମୁଖୀ ଦୀପ, ଉଭେଇ ଯିବ ସବୁ ସମସ୍ୟା

ଓଡିଶା ଭାସ୍କର: ହିନ୍ଦୁ ଧର୍ମରେ ଚତୁର୍ଦ୍ଦଶୀର ବହୁ ମହତ୍ୱ ରହିଛି । ସେସବୁ ମଧ୍ୟରେ ନରକ ଚତୁର୍ଦ୍ଦଶୀ ଅନ୍ୟତମ ବିଶେଷ ଦିନ । ଏହି ଦିନଟି ଛୋଟି ଦୀପାପଳି ଭାବେ ପାଳନ ହୁଏ । ଏହି ଦିନଟି ହେଉଛି ଖରାପ ଉପରେ ଭଲର ବିଜୟର…

ଦୀପାବଳି ସପ୍ତାହ ସେୟାର ମାର୍କେଟ ଇନଭେଷ୍ଟରଙ୍କ ପାଇଁ ଆଣୁଛି ଉପହାରର ପେଡି

ନୂଆଦିଲ୍ଲୀ: ଦୀପାବଳି ସପ୍ତାହ ସେୟାର ମାର୍କେଟ ଇନଭେଷ୍ଟରଙ୍କ ପାଇଁ ଆଣୁଛି ଉପହାରର ପେଡି । ଏହି ସପ୍ତାହରେ କୌଣସି ନୂଆ ଆଇପିଓ ଆସିବାର ନାହିଁ ଓ ୮ କମ୍ପାନୀ ମାର୍କେଟରେ ଡେବ୍ୟୁ କରିବାକୁ ଯାଉଛନ୍ତି । ୱାରୀ ଏନର୍ଜିଜ,…