Browsing Category

ଖବର

SBI ଗ୍ରାହକଙ୍କୁ ଝଟକା; Credit Card ନିୟମରେ ହେବ ବଡ଼ ପରିବର୍ତ୍ତନ: ଡିସେମ୍ବର ୧ ତାରିଖରୁ ନୂଆ ନିୟମ ଲାଗୁ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିଛି । କ୍ରେଡିଟ କାର୍ଡ ନିୟମରେ ଆସୁଛି ଏକ ବଡ଼ ପରିବର୍ତ୍ତନ । ଆସନ୍ତା ଡିସେମ୍ବର ୧ ତାରିଖରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି ।…

୧୨ ବର୍ଷ ପରେ ଟେଷ୍ଟ ସିରିଜ ହାରିଲା ଟିମ ଇଣ୍ଡିଆ: ଇତିହାସ ସୃଷ୍ଟି କଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ବେଙ୍ଗଲୁରୁ ପରେ ପୁଣେ ଟେଷ୍ଟ ହାତଛଡ଼ା କରି ସିରିଜ ହାତଛଡ଼ା କରିଛି ରୋହିତ ସେନା । ୧୨ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ…

ଚାଷୀଙ୍କୁ ମିଳିବ କ୍ଷତିପୂରଣ: ବାତ୍ୟା ‘ଦାନା’ରେ ୮୦ ହଜାର ହେକ୍ଟର ଚାଷ କ୍ଷତି 

ଓଡ଼ିଶ ଭାସ୍କର: ଓଡ଼ିଶାର ବିଭିନ୍ନ ସ୍ଥାନରେ ବାତ୍ୟା ‘ଦାନା’ର ପ୍ରଭାବ ଧିରେ ଧିରେ ଦୁର୍ବଳ ହୋଇଛି । ବର୍ତ୍ତମାନ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁର ଆଦି ଅଞ୍ଚଳରେ କେବଳ ବର୍ଷା ଲାଗି ରହିଛି । ତେବେ ଏହି…

ଫସଲ କ୍ଷୟକ୍ଷତିର ସମୀକ୍ଷା କଲେ କୃଷିମନ୍ତ୍ରୀ, ବାତ୍ୟା ପ୍ରଭାବିତ ଚାଷୀଙ୍କୁ ମିଳିବ ଏତିକି ଟଙ୍କା ସହାୟତା

ଭୁବନେଶ୍ବର: ବାତ୍ୟା ସିନା ଚାଲିଯାଉଛି ହେଲେ ଛାଡି ଯାଇଛି ଦୁର୍ଦ୍ଦଶା । ଅନେକ ଅଞ୍ଚଳରେ ଚାଷଜମିରେ ପାଣି ଜମିବା କାରଣରୁ ଫଲ ନଷ୍ଟ ହୋଇଯାଇଛି । ଏନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ସହାୟତା ନେଇ ବଡ ଘୋଷଣା…

ପ୍ରମାଣ ଦେଲା ‘ଦାନା’: ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ୧ ନମ୍ୱର, ପଶ୍ଚିମବଙ୍ଗ ଫେଲ୍

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୧୯୯୯ ମହାବାତ୍ୟା ଓଡ଼ିଶାକୁ ଯେଉଁ ଶିକ୍ଷା ଦେଇଛି, ତାହାର ଫଳ ଆଜି ସାରା ବିଶ୍ୱ ଦେଖୁଛି। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ୧ ନମ୍ୱର ହୋଇଛି। ଓଡ଼ିଶା ଅଗରେ ହାର ମାନିଛି ପଶ୍ଚିମବଙ୍ଗ।…

Video: ଇଏ ରିଲ୍ସ ନୁହେଁ ରିଅଲ ହିରୋ, ନିଜ ଜୀବନକୁ ବାଜି ଲଗାଇ ବୃଦ୍ଧାଙ୍କୁ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

କେନ୍ଦ୍ରାପଡ଼ା: (ଓଡ଼ିଶା ଭାସ୍କର) ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । କେନ୍ଦ୍ରାପଡ଼ା ରାଜନଗର ବ୍ଲକର ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନସ ମଲ୍ଲିକ । ବାତ୍ୟା ସମୟରେ ଜଣେ ଗୁରୁତର…

ଭୁବନେଶ୍ବର ବିମାନ ବନ୍ଦର ନିକଟରେ ବୁଲୁଛି ବାଘ! ଠାବ କରିବାକୁ ବନ ବିଭାଗର ଉଦ୍ୟମ ଜାରି

ଭୁବନେଶ୍ବର: ଭୁବନେଶ୍ୱର ବିମାନବନ୍ଦର ନିକଟରେ ବୁଲୁଛି ବାଘ । ବିମାନବନ୍ଦର ନିକଟ ଡମ୍ପିଂ ୟାର୍ଡ ନିକଟରେ ବାଘ ରହିଥିବା ସୂଚନା ରହିଛି । ଏକ କଲରାପତରିଆ ବାଘ ରହିଥିବା ନେଇ ଖବର ପ୍ରସାରିତ ହେବା ପରେ ଅଞ୍ଚଳବାସୀ ଏହାକୁ…

ଜାଣନ୍ତୁ ଧନତେରସରେ ସୁନା/ଝାଡୁ କିଣିବା ପାଇଁ ସବୁଠାରୁ ଭଲ ସମୟ; ମିଳିବ ମା’ ଲକ୍ଷ୍ମୀଙ୍କ ଆଶିଷ

ଓଡ଼ିଶା ଭାସ୍କର: ପାଞ୍ଜିର ପାର୍ଥକ୍ୟ ଯୋଗୁଁ ଏଥର ଧନତେରସକୁ ନେଇ ଦ୍ୱନ୍ଦ୍ୱ ରହିଛି, କିନ୍ତୁ ଚଳିତ ବର୍ଷ ଧନତେରସ ୨୯ ଅକ୍ଟୋବର ୨୦୨୪ରେ ପାଳନ କରାଯିବ, କାରଣ ଏହି ଦିନ ସକାଳୁ ରାତି ପର୍ଯ୍ୟନ୍ତ ସପିଂ ଓ ପୂଜାର ଶୁଭ ସମୟ…

NPSର ନୂଆ ନିୟମ, ଚାକିରିର 20 ବର୍ଷ ପରେ ସ୍ବେଚ୍ଛାକୃତ ଅବସର ନେଇପାରିବେ କର୍ମଚାରୀ

ନୂଆଦିଲ୍ଲୀ: ଜାତୀୟ ପେନ୍ସନ୍ ସ୍କିମ୍ (NPS) ପ୍ରଥମେ ଜାନୁଆରୀ 2004 ରେ ଆରମ୍ଭ କରାଯାଇଥିଲା । ଏହା ସରକାରୀ କର୍ମଚାରୀଙ୍କ ପାଇଁ ଏକ ଅବସର ଯୋଜନା ଥିଲା । 2009 ମସିହାରେ ଏଥିରେ ସଂଶୋଧନ କରାଯାଇ ଘରୋଇ କର୍ମଚାରୀଙ୍କ…

IND vs NZ: ନ୍ୟୁଜିଲାଣ୍ଡକୁ ୨୫୫ ରନରେ ଅଲଆଉଟ୍ କଲା ଭାରତ; ସାମ୍ନାରେ ରହିଛି ୩୫୯ ରନର ଟାର୍ଗେଟ୍

ମୁମ୍ୱାଇ: ପୁନେରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ଜୋରଦାର ଜବାବ ଦେଇଛି। ଲାଗୁଥିଲା ନ୍ୟୁଜିଲାଣ୍ଡ ଦଳ ଏହି ମ୍ୟାଚ୍ କୁ ସହଜରେ ଜିତିବ, କିନ୍ତୁ ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ…