Browsing Category

ଖବର

Champion NewZealand କେତେ ପାଇଲା ପୁରସ୍କାର? ଟି-୨୦ ବିଶ୍ୱକପରୁ ଭାରତକୁ ମିଳିଲା ଏତିକି ଟଙ୍କା

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍ ୨୦୨୪ ପାଇଛି ଏକ ନୂଆ ଚମ୍ପିଆନ୍ । ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଏି ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍ ମୁକୁଟ ପିନ୍ଧିଛି ନ୍ୟୁଜିଲାଣ୍ଡ । ଏହାସହିତ ଦୀର୍ଘ ବର୍ଷରୁ ବିଶ୍ୱକପରେ…

ଆଜି ପୋଲିସ ସ୍ମାରକୀ ଦିବସ: କାହିଁକି ପାଳନ ହୁଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମ? ଜାଣନ୍ତୁ ସେଦିନର କାହାଣୀ

ଓଡ଼ିଶା ଭାସ୍କର: ଆଜି ସାରା ଭାରତ ପଳନ କରୁଛି ୬୫ ତମ ପୋଲିସ ସ୍ମାରକୀ ଦିବସ । ପ୍ରତ୍ୟେକ ବର୍ଷ ଅକ୍ଟୋବର ୨୧ ତାରିଖକୁ ପୋଲିସ ସ୍ମୃତି ଦିବସ ବା ପୋଲିସ ସ୍ମାରକୀ ଦିବସ ଭାବରେ ପାଳନ କରାଯାଏ । ଏହାକୁ ପୋଲିସ ସହିଦ ଦିବସ…

ଖୁସି ଖବର, ଶସ୍ତା ହୋଇଗଲା ପେଟ୍ରୋଲ: ଭାରତରେ କେତେ ଟଙ୍କାରେ ମିଳିବ ତେଲ?

ନୂଆଦିଲ୍ଲୀ: ସାରା ଦୁନିଆରେ ପେଟ୍ରୋଲ ଦର ହ୍ରାସ ପାଇଛି । ଅଶୋଧିତ ତୈଳଦର ତଳକୁ ଖସିବା ସହ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ଏଣିକି କମ୍ ଦାମରେ ପେଟ୍ରୋଲ ପାଇପାରିବେ ଗ୍ରାହକ । ଦୀର୍ଘ ଦିନରୁ…

କେଉଁଠି ଅଛି ‘ଦାନା’? ଆଜି ଲଘୁଚାପରେ ପରିଣତ ହେବ ବାତ୍ୟା, ଜିରୋ କାଜୁଆଲିଟି ଲକ୍ଷ୍ୟ

ଭୁବନେଶ୍ୱର: ସାରା ଓଡ଼ିଶାରେ ଆଗାମୀ ବାତ୍ୟା ‘ଦାନା’କୁ ନେଇ ପୂର୍ବ ପ୍ରସ୍ତୁତି ଜାରି ରହିଛି । ସମୁଦ୍ରରେ ବଳ ଗୋଟାଉଥିବା ବାତ୍ୟା ଆସନ୍ତା ୨୪ ତାରିଖରେ ଲାଣ୍ଡଫଲ କରିବ ବୋଲି ଅନୁମାନ କରାଯାଉଛି । ତେବେ ଏହି ବାତ୍ୟାର…

ପୁରୀରେ ଦୁଇ ଦିନିଆ ‘ଲାଇଟ୍‌ହାଉସ ପର୍ଯ୍ୟଟନ ମହୋତ୍ସବ’ ଉଦ୍‌ଯାପିତ, ସାରା ଦେଶରେ ୭୫, ଓଡ଼ିଶାରେ ୫ଟି ବତୀଘରର ବିକାଶ କରାଯାଇଛି

ଭୁବନେଶ୍ୱର: ଆଜି ପୁରୀରେ ଦୁଇ ଦିନିଆ ‘ଲାଇଟ୍‌ହାଉସ ପର୍ଯ୍ୟଟନ ମହୋତ୍ସବ’ ଉଦ୍‌ଯାପିତ ହୋଇଛି । ଭାରତରେ ଲାଇଟହାଉସ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ବନ୍ଦର, ଜାହାଜ ପରିବହନ ଓ ଜଳମାର୍ଗ ମନ୍ତ୍ରାଳୟ ପକ୍ଷରୁ ଏହି…

ଟେଷ୍ଟ କ୍ରିକେଟରୁ Retirement ନେଲେ ରାହୁଲ? ମ୍ୟାଚ୍ ପରେ କଲେ ଏମିତି କାମ, କରିବେ ବଡ଼ ଘୋଷଣା

ନୂଆଦିଲ୍ଲୀ: ନୁ୍ୟଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ୮ ୱିକେଟରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ଏହି ବିଜୟ ସହ ନୁ୍ୟଜିଲାଣ୍ଡ ସିରିଜରେ ୧-୦ ରେ ଅଗ୍ରଣୀ ହୋଇଛି । ତେବେ ଏହି ମ୍ୟାଚର ଉଭୟ ଇନିଂସରେ ବ୍ୟାଟିଂରେ ଫେଲ…

ଗଞ୍ଜେଇ ଚୋରା ଚାଲାଣର ପର୍ଦ୍ଦାଫାସ କଲା ପୋଲିସ, ୫ ଗିରଫ

କୋରାପୁଟ: ପୁଣି ଥରେ ଧରା ପଡ଼ିଲେ ଗଞ୍ଜେଇ ଚୋରା ଚାଲାଣକାରୀ । ଗଞ୍ଜେଇ ଚୋରା ଚାଲାଣ ବେଳେ ପାଞ୍ଚ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କୋରାପୁଟ ଟାଉନ୍ ପୋଲିସ । ସୂଚନାରୁ ପ୍ରକାଶ କୌଣସି ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣ…

(Video) ବାପା କନଷ୍ଟେବଳ, ପୁଅ ଗ୍ୟାଙ୍ଗଷ୍ଟର: କିଏ ଏହି ଲରେନ୍ସ ବିଷ୍ଣୋଇ? ସଲମାନଙ୍କୁ କରୁଛି ଟାର୍ଗେଟ

ଓଡ଼ିଶା ଭାସ୍କର: ଅଜସ୍ର ଟଙ୍କା, ଏକର ଏକର ଜମିର ମାଲିକ । ପାଖରେ ପରିବାର ହେଲେ ବି କୁଖ୍ୟାତ ଗ୍ୟାଙ୍ଗଷ୍ଟାରର ରାସ୍ତା । ୨୦୧୫ରୁ ନେଇ ଆଜି ଯାଏଁ ଜେଲର ଚାରିକାନ୍ଥରେ ଦିନ କଟୁଛି । କିନ୍ତୁ ଜେଲରେ ରହିବି ରହିବି ରକ୍ତର…

WTC ଫାଇନାଲରୁ ବାଦ୍ ପଡ଼ିବ ରୋହିତ ସେନା! ବେଙ୍ଗଲୁରୁ ପରାଜୟ ଭାରତକୁ ଦେବ ଝଟକା, କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ: ନୁ୍ୟଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ବେଙ୍ଗଲୁରୁରେ ଖେଳାଯାଇଥିବା ପ୍ରଥମ ମ୍ୟାଚକୁ ହାତଛଡ଼ା କରିଛି ଭାରତ । ତେବେ ଏହି ପରାଜୟ ଭାରତକୁ ବିଶ୍ୱ ଟେଷ୍ଟ…

ଜଗନ୍ନାଥ ସଂସ୍କୃତି ପ୍ରସାର, ଓଡ଼ିଶାର ସଂସ୍କୃତିକୁ ସୁଦୃଢ କରିବାକୁ ବଡ଼ ପଦକ୍ଷେପ: ଅନୁଷ୍ଠିତ ହେବ ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ମହୋତ୍ସବ

ଭୁବନେଶ୍ୱର: ଆସନ୍ତା ମାସ ନଭେମ୍ବର ୮ ତାରିଖରୁ ୧୩ ତାରିଖ ପର୍ୟ୍ୟନ୍ତ କସ୍ତୁରବା ପଡିଆ, ନୟାପଲ୍ଲୀ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଯାଉଛି ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ମହୋତ୍ସବ । ଏହି ପବିତ୍ର କାର୍ଯ୍ୟକ୍ରମର…